Daily Archives

ଗଙ୍ଗାଧରଙ୍କ ଜନ୍ମଭୂମିକୁ ତୀର୍ଥକ୍ଷେତ୍ର ଭାବେ ଘୋଷଣା କରାଯାଉ

ତରଭା, (କେପିଏନ୍‌ଏସ୍‌) : ‌ସ୍ଥାନୀୟ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନୀଳକାନ୍ତି ପଟ୍ଟନାୟକ ମୁଖ୍ୟ ଅତିଥି ଓ ପୂର୍ବତନ ନଗରପାଳ
Read More...

ପିଟିଆଇକୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାରର ମୁଖ୍ୟାଂଶ

ପିଟିଆଇକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାରର କିଛି ଗୁରୁତ୍ୱପୂର୍ଣ୍ଣ ମୁଖ୍ୟାଂଶ ନିମ୍ନରେ ଦିଆଯାଇଛି । ଏହା ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ବିଶ୍ୱରେ ଏହାର ଭୂମିକା ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ପ୍ରଦାନ କରିଥାଏ ।ଏଥିମଧ୍ୟରୁ ଅଧିକାଂଶ ପ୍ରଧାନମନ୍ତ୍ରୀଙ୍କ
Read More...

ବଲାଙ୍ଗିର ଜିଲ୍ଲା ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକଙ୍କ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ସରକାରୀ ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ସଂଘର ଏକ ଜରୁରୀ ବେଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ୨୦୨୨ ମସିହାରେ ନିଯୁକ୍ତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କର ସେବା ପୁସ୍ତିକା
Read More...

ରାଜ୍ୟ ସରକାରଙ୍କର ପରାମର୍ଶ ଦାବୀ କମିଟି ଦ୍ୱାରା ରଣା ଓ ମାଳି ଜାତିକୁ ଆଦିବାସୀ ତାଲିକାରେ ସାମିଲ ସୁପାରିସକୁ ଜୋରଦାର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମତ ପ୍ରକାଶ ପାଇଛି ଯେ, ଓଡିଶା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଆଦିବାସୀ ପରାମର୍ଶଦାତା କମିଟି ଦ୍ୱାରା ଓଡିଶାରେ ବସବାସ କରୁଥିବା ରଣା ଓ ମାଳି ଜାତି, ଓ.ବି.ସି
Read More...

ଦେଓଗାଁ ବ୍ଲକ ସାହିତ୍ୟ ଘରର ୧୨୨ତମ ମାସିକ ବୈଠକରେ ସ୍ୱଭାବ କବି ଗଙ୍ଗାଧରଙ୍କ ୧୬୨ତମ ଜୟନ୍ତୀ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୦ଟା ସମୟରେ ଦେଓଗାଁ ବ୍ଲକ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସାଲେପାଲି ସ୍ଥିତ ବିଶ୍ୱଭାରତୀ ଶିକ୍ଷା ନିକେତନ ତାଲିମ ଶିବିର ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ବାର୍ଷିକ ଅବସରରେ ୧୨୨ତମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଖପ୍ରାଖୋଲରେ ମାହେଶ୍ୱରୀର ନୂତନ ଶାଖା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉପାନ୍ତ ଅଂଚଳ ପରି ମନେ ହେଉଥିବା ଏବଂ ମ୍ୟାଲେରିଆ ତଥା ଦାଦନ ପ୍ରବଣ ଇଲାକା ଭାବେ ଚିହ୍ନିତ ସୁଦୂର ଖପ୍ରାଖୋଲ ବ୍ଲକରେ ଯୁବଗୋଷ୍ଠୀଙ୍କୁ ସଂଗଠିତ କରି ଲୋକଙ୍କ ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ମୌଳିକ ସେବାକୁ ସଠିକ ଭାବେ ପହଂଚାଇବା ଲକ୍ଷ୍ୟରେ ଜିଲ୍ଲାର ଅଗ୍ରଣୀ
Read More...

ଭୁଲିଆ ସମାଜ ଦ୍ୱାରା ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଭୁଲିଆ ସମାଜ ଦ୍ୱାରା ଗଙ୍ଗାଧର ମେହେରଙ୍କ ନାମରେ କଲ୍ୟାଣ ମଣ୍ଡପ ନିର୍ମାଣ ପ୍ରସ୍ତାବ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଭୁଲିଆ ସମାଜ ଦ୍ୱାରା ରବିବାର ସଂଧ୍ୟାରେ ସ୍ଥାନୀୟ ହରିଭବନରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଆଡମ୍ବର ସହକାରେ ପାଳିତ
Read More...

ପଦ୍ମପୁର ଏବିସିଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏବିସିଡିର ନୂଆଁଖାଇ ଭେଟ୍‌ଘାଟ୍‌ର ୨୫ ବର୍ଷ ପୂର୍ତ୍ତି ତଥା ରୌପ୍ୟ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଧୂମାଭଟା ଓ ଘନାମାଲ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ
Read More...

ପ୍ରାଚୀନ ସାହିତ୍ୟକୁ ନୂତନ ସାମାଜିକ ରୂପ ଦେବାରେ ସିଦ୍ଧହସ୍ତ ଗଙ୍ଗାଧର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଓ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପରିଷଦର କାର୍ଯ୍ୟକାରୀ ସଭାପତି କୁଞ୍ଜବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସରରେ
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ଷମର ସଭାପତିଙ୍କ ପରଲୋକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ସ୍ୱେଛାସେବୀ ଅନୁଷ୍ଠାନ ସକ୍ଷମର ସଭାପତି ତଥା ଗ୍ରାସୀମ କମ୍ପାନୀର ସିନିଅର ଟେକ୍ନିକାଲ ଆସୋସିଏଟ୍‌ ବସନ୍ତ କୁମାର ସାହୁଙ୍କ ପରଲୋକ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ବ୍ରେନ ଷ୍ଟ୍ରୋକରେ ଅକାଳ
Read More...
error: Content is protected !!