Daily Archives

ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ଯୁବ ଚେତନା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଅଖିଳ ବିଶ୍ୱ ଗାୟତ୍ରୀ ବଲାଙ୍ଗିର ଜିଲ୍ଲା ଯୁବ ଚେତନା ଶିବିର ପୂର୍ବାହ୍ନ ଘ.୧୦ ରେ ଗାୟତ୍ରୀ ମନ୍ତ୍ର ସହିତ ପ୍ରାରମ୍ଭ କରାଯାଇଥିଲା । ଜିଲ୍ଲାର ୧୪ଟି ବ୍ଲକରୁ ଯୁବା ଏକତ୍ରିତ ହୋଇଥିଲେ । ରାୟଗଡାଠାରେ ଆଗାମୀ ମାର୍ଚ୍ଚ ୨୯,
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲା ସଂସ୍କୃତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମହେନ୍ଦ୍ର ମହାପାତ୍ର ଏହି ଶିବିରର ଉଦ୍‌ଘାଟନ କରିଥିଲେ । ସୂଚନା, ଶିକ୍ଷା,
Read More...

କପା କିଆରିରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସର ଜୋରସୋର ତଦନ୍ତ ଜାରି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମହୁରୁଣ୍ଡି ଗ୍ରାମର ଜଣେ ମହିଳାଙ୍କ ମୃତଦେହ ଗତକାଲି କପା କିଆରିରୁ ଉଦ୍ଧାର ହୋଇଥିବା ଘଟଣାକୁ ନେଇ ଅଞ୍ଚଳରେ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ଜଣାପଡିଛି । ଶନିବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠୁ ଆରମ୍ଭ କରି
Read More...

୫ ଫୁଟିଆ ନାଗସାପ ଉଦ୍ଧାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବାସିନ୍ଦା ରବି ରୋହୀଦାସଙ୍କ ଘର ଭିତରେ ଏକ ୫ ଫୁଟ୍‌ ଲମ୍ବ ବିଶିଷ୍ଟ ନାଗସାପ ଥିବା ଘର ଲୋକେ ଦେଖିବାକୁ ପାଇ ସ୍ନେକ ହେଲ୍ପଲାଇନ ସହିତ ଯୋଗାଯୋଗ କରିଥିଲେ । ସ୍ନେକ ହେଲ୍ପଲାଇନର ସଦସ୍ୟ ଗୋପ ନାଗଙ୍କୁ ରବିଙ୍କ ଘରେ ପହଞ୍ଚି ଉକ୍ତ ନାଗସାପକୁ
Read More...

ଜିଲ୍ଲା ସାମ୍ବାଦିକ ସଂଘର ୬୨ତମ ପ୍ରତିଷ୍ଠା ଦିିବସ ସମାରୋହ

ଜିଲ୍ଲାର ବିକାଶ ଦିଗରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ୬୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନଠାରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି । ସଂଘର ସଭାପତି ଶିବ ପ୍ରସାଦ ପରିଡ଼ାଙ୍କ
Read More...

ଟିଟିଲାଗଡ ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ଓ ପ୍ରଗତି ଶାଖା ତରଫରୁ ମାଗଣା କର୍କଟ ରୋଗ ପରୀକ୍ଷଣ ଶିବିର ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଲୋକେ ଯେତେ ଉନ୍ନତି କରୁଛନ୍ତି ସେତିକି ସୁକୁମାରିୟା ଜୀବନ ମଧ୍ୟ ଅତିବାହିତ କରୁଛନ୍ତି । ବିଭିନ୍ନ ପ୍ରକାର ରୋଗ ସଂକ୍ରମଣ ମଧ୍ୟ ବଢୁଛି, ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ସହର ଏବଂ ଆଖପାଖ ଅଞ୍ଚଳରେ ଥିବା କର୍କଟ ରୋଗୀ ତଥା ସନ୍ଦେହରେ ଥିବା
Read More...

ଗଣ୍ତାବାହାଲିରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲି ମେହେର ସମାଜ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ ସ୍ଥାନୀୟ କଲ୍ୟାଣ ମଣ୍ତପ ପରିସରରେ ରବିବାର ମହାସମାରୋହରେ ପାଳନ କରାଯାଇଛି । ସମାଜର ସଭାପତି ମହେଶ୍ୱର ମେହେରଙ୍କ ଅଧ୍ୟକ୍ଷତାରେ
Read More...

ଖଡିଆଳ ରାଜ ଦରବାରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ନୁଆପଡା, (ନିରାକାର ମେହେର) : ଆମ ପଶ୍ଚିମ ଓଡିଶାର ଗଣପର୍ବ ହେଉଛି ନୂଆଁଖାଇ । ଏହି ଗଣପର୍ବ ନୂଆଁଖାଇରେ ପୁରପଲ୍ଲୀରୁ ଆରମ୍ଭ କରି ପୁରା ପଶ୍ଚିମ ଓଡିଶା ଚଳ ଚଂଚଳ ହେଉଥିବା ବେଳେ ଏହି ନୂଆଁଖାଇ ଆସନ୍ତା ୨୦ ତାରିଖ ପାଳନ କରାଯିବାକୁଥିବା ବେଳେ ଖଡିଆଳ ରାଜ ଦରବାରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ
Read More...

ବିଇଡି କଲେଜରେ ଗଙ୍ଗାଧର ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ସ୍ଥାନୀୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଓଡ଼ିଆ ସାହିତ୍ୟକୁ ଗଙ୍ଗାଧର ମେହେରଙ୍କ ଅବଦାନ, ତାଙ୍କ ସାହିତ୍ୟର ବିଶେଷତ୍ଵ ଓ ଆଦର୍ଶ ସମ୍ପର୍କରେ ଏହି ସଭାରେ ଆଲୋଚିତ ହୋଇଥିଲା । ସଭାର
Read More...

ପାରମ୍ପାରିକ ଜଙ୍ଗଲ ଜାତ ବୃକ୍ଷ ରୋପଣ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ବିଭାଗଙ୍କ ସହଯୋଗରେ ଚଳିତ ବର୍ଷ ପାଇଁ ୧୦ ହଜାର ବୃକ୍ଷ ରୋପଣ ପାଇଁ ପ୍ରୟାସ ଜାରି ରହିଛି । ଏଠାରେ ପାରମ୍ପାରିକ ଜଙ୍ଗଲଜାତ ବୃକ୍ଷ ସହ ବିଭିନ୍ନ ଫଳ
Read More...