Monthly Archives

August 2023

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସୁବର୍ଣ୍ଣପୁର
Read More...

ବଙ୍ଗୋମୁଣ୍ଡାରେ ଶ୍ରୀମଦ୍‌ ଭାଗବତ କଥା ପାଇଁ କଳସ ଯାତ୍ରା ଅନୁଷ୍ଠିତ

ଆଜିଠାରୁ ସପ୍ତାହ ବ୍ୟାପି ଚାଲିବ ଭାଗବତ କଥା ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ସ୍ଵଶକ୍ତି ଜାଗରଣ ସେବା ସଂସ୍ଥାନ ବ୍ରହ୍ମପୁର ଓ ସାର୍ବଜନୀନ ଭାଗବତ ସପ୍ତାହ କମିଟି ବଙ୍ଗୋମୁଣ୍ଡା ସହଯୋଗରେ ବଙ୍ଗୋମୁଣ୍ଡାଠାରେ ଆରମ୍ଭ ହେବାକୁ ଥିବା ଶ୍ରୀମଦ ଭାଗବତ କଥା ପାଇଁ କଳସ ଯାତ୍ରା ଅନୁଷ୍ଠିତ
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ବଳଦ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡ ଗ୍ରାମରେ ଆଜି ୧୧.୩୦ସମୟରେ ଭେରୁଆମୁଣ୍ଡ ଗ୍ରାମର ଦୟାନନ୍ଦ ମାଝୀଙ୍କ ଗୋଟିଏ ବଡ ବଳଦ ଆନୁମାନିକ ୩୦ହଜାର ପାଖାପାଖି ହେବ ଘରକୁ ଫେରୁଥିବା ସମୟରେ ଗ୍ରାମର ବିଦ୍ୟୁତ୍ ଟ୍ରାନସଫର୍ମରରେ ଲାଗି
Read More...

ବନ୍ୟା ବିପନ୍ନ ଅଞ୍ଚଳ ଅନୁଧ୍ୟାନ ପାଇଁ ପହଞ୍ଚିଲା ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁଇଦିନ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ଦିନ ହେଲା ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି । ଲଗାଣ ଦୁଇ ଦିନରେ ଗାଇସିଲେଟ ବ୍ଲକରେ ୨୧୦ମିମି ବର୍ଷା ରେକର୍ଡ
Read More...

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ

ଭୋପାଲ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମାର୍ଚ୍ଚ ପରଠାରୁ ଗୋଟିଏ ପରେ ଗୋଟିଏ ଚିତାଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢ଼ୁ‌ଥିବା ବେଳେ ଅଗଷ୍ଟ ୨ ତାରିଖ ଗୁରୁବାର ଦିନ ଆଉ ଚିତାର ମୃତ୍ୟୁ ହୋଇଛି । ଏହାକୁ ମିଶାଇ କୁନୋରେ ଚିତା ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି
Read More...

ବନ୍ୟା ଅଞ୍ଚଳ ବୁଲି ଦେଖିଲେ ବିଧାୟକ

ବୀରମହାରାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷାରେ ବୀରମହାରାଜପୁର ବ୍ଲକର ସମସ୍ତ ପଞ୍ଚାୟତ ଅଞ୍ଚଳରେ ନାହିଁ ନଥିବା ବନ୍ୟାସ୍ଥିତି ଉପୁଜିଥଲା । ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ଯାଇଥିବା ବେଳେ ଅନେକ ସ୍ଥାନରେ ଲୋକଙ୍କ ଘରର କାନ୍ଥ ଭାଙ୍ଗିଯାଇଥିବା ସହ ଅନେକ ସ୍ଥାନକୁ ଯାତାୟାତ
Read More...

ଲଗାଣ ବର୍ଷାରେ ଭୂଷୁଡି ପଡିଲା ଘର

ବାଉଁଶୁଣୀ : ବୌଦ୍ଧ ତହସିଲ ବାଉଁଶୁଣୀ ରାଜସ୍ୱ ସର୍କଲ ଅନ୍ତର୍ଗତ ସିଙ୍ଗାରୀ ଗ୍ରାମରେ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା ନେଇ ଦୁଇଟି ପରିବାର ଆଜି ସହାୟତା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ତହସିଲ ସିଙ୍ଗାରୀ ଗ୍ରାମର ରମେଶ ମାଝି ଓ
Read More...

ହାତୀ ଆକ୍ରମଣରେ ଗୁରୁତର ହୋଇ ପ୍ଲାଣ୍ଟଟେସନ୍‌ ୱାଚର ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଂଜି ରେଂଜ ଅନ୍ତର୍ଗତ ତୁରେକେଲା ପଟେଲମୁଣ୍ଡାଠାରେ ହାତୀ ଆକ୍ରମଣରେ ଆଜି ଜଣେ ବ୍ୟକ୍ତି ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରତର ବ୍ୟକ୍ତି ଜଣକ ତୁରେକେଲା ସେଲ୍‌ମା ଗ୍ରାମର ନିବାସୀ ତଥା ବନ
Read More...

ସ୍ୱାଭିମାନ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ସ୍ୱାଭିମାନ ପରିବାର ପାଟଣାଗଡ଼ ଶାଖା ଦ୍ଵାରା ସ୍ୱାଭିମାନ ପରିବାରର ସକ୍ରିୟ ସଦସ୍ୟ ରୁଦ୍ରମଣି କର୍ସେଲଙ୍କ ପୁତ୍ର ଅର୍ଣିତ ଖର୍ସେଲଙ୍କ ଜନ୍ମଦିନ ଅବସରରେ ଲରମ୍ଭାଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୬୫ ୟୁନିଟ
Read More...

ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ ବନ୍ଦ ଡାକରା : ବଲାଙ୍ଗିରରେ ଅଖଚକ ବନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରା ପ୍ରଭାବରେ ବଲାଙ୍ଗିର ସହରର ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳ ଚଞ୍ଚଳ ରାଣା ନିଜ କାର୍ଯ୍ୟାଳୟକୁ
Read More...