Monthly Archives

August 2023

ସର୍ଚ୍ଚ ଅପରେସନ ବେଳେ ଉଦ୍ଧାର ହେଲା ଏକ୍ସକ୍ଲୁସିଭ ଟିଫିନ୍ ବୋମା

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଢ଼ିହି ପାର୍ଶ୍ଵରୁ ଡିବିଏଫ୍‌ ଯବାନମାନଙ୍କ ଦ୍ୱାରା ୧୦ କେଜିରୁ ଅଧିକ ଓଜନର ଟିଫିନ୍ ବୋମା ଜବତ ହୋଇଛି । ସ୍ଥାନୀୟ ପୋଲିସ ଓ ଡିଭିଏଫ୍‌ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ଏକ୍ସକ୍ଲୁସିଭ୍…
Read More...

ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ପ୍ରବେଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ (ବି.ଇଡି) ଠାରେ ଏହି ବର୍ଷ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରବେଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳିତ ମାସ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ…
Read More...

ତୁଳସୀନଗର ଦୁର୍ଗାପୂଜା କମିଟି ପୁର୍ନଗଠିତ : ସଭାପତି କିଶୋର ରଥ, ସଂପାଦକ ସୁନୀଲ ମହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତୁଳସୀନଗରପଡା ଦୁର୍ଗାପୂଜା କମିଟି ବୈଠକ ସଭାପତି କିଶୋର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ୧୫ତମ ଦୁର୍ଗାପୂଜାକୁ ମହାସମାରୋହରେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଦୁର୍ଗାମଣ୍ଡପର ଅଧୁରା କାର୍ଯ୍ୟ…
Read More...

ବଲାଙ୍ଗିର ସହରରେ ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କୁ ଛତା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଟ୍ରାଫିକ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଟ୍ରାଫିକ ଥାନାର ପୋଲିସ କର୍ମଚାରୀଙ୍କୁ ଆଜି ଶନିବାର ଭୁବନେଶ୍ୱର ସ୍ଥିତ ଆମ୍ବ୍ରି ହସ୍ପିଟାଲ ତରଫରୁ ଛତା ବଣ୍ଟନ କରାଯାଇଛି । ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଲିଙ୍ଗରାଜ ନାଥ…
Read More...

ଆସନ୍ତା ସେପ୍ଟେମ୍ବର ୬ରେ ସତ୍ୟ ନାରାୟଣ ବେହେରାଙ୍କ ଜନ୍ମ ବାର୍ଷିକ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠା ସଦସ୍ୟ ବରିଷ୍ଠ ସାମ୍ବାଦିକ, ସିନେ କଳାକାର ତଥା କବି ଲେଖକ ସ୍ୱର୍ଗତ ସତ୍ୟ ନାରାୟଣ ବେହେରା ଜନ୍ମ ବାର୍ଷିକ ଉତ୍ସବ ପାଳନ କରାଯିବ । ଏଥିପାଇଁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ସତ୍ୟ ନାରାୟଣ ସ୍ମୃତି କମିଟି…
Read More...

ନକଲି ପାଉଚ ମଦ କାରଖାନାରେ ଚଢଉ, ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅବକାରୀ ବିଭାଗ ପକ୍ଷରୁ ଏକ ନକଲି ପାଉଚ କାରଖାନକୁ ଠାବ କରି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ସୂବର୍ଣ୍ଣ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ରଶ୍ମିତା ଲାକ୍ରା, ପଦ୍ମପୁର…
Read More...

ବେଲପଡା ବ୍ଳକରେ ଚରମ ସୀମାରେ ଛତୁଆ ଦୁର୍ନୀତି ଅଭିଯୋଗ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସରକାର ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଦେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଜରିଆରେ ଦେଉଛନ୍ତି । କିନ୍ତୁ ଏଠି ଅଙ୍ଗନବାଡ଼ିଠାରୁ ଆରମ୍ଭ କରି ସୁପରଭାଇଜର, ଶିଶୁ ପ୍ରକଳ୍ପ…
Read More...

ତୁରେକେଲା ବ୍ଲକରେ ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ କ୍ଳଷ୍ଟରରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଚଳିତ ମାସର ତୃତୀୟ ଶନିବାର ମାନ୍ଦଲା କ୍ଲଷ୍ଟରର ବୈଠକ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।…
Read More...

ଜିଲ୍ଲା ପ୍ରଶାସନ, ବଲାଙ୍ଗିର ଏବଂ ମହାନଦୀ କୋଲଫିଲ୍ଡ ଲିମିଟେଡ ମଧ୍ୟରେ ୨ଟି ଚୁକ୍ତି ସ୍ଵାକ୍ଷର

• ୪ କୋଟି ୬୩ ଲକ୍ଷରେ ହେବ ଅନେକ ଉନ୍ନତିମୂଳକ କାର୍ଯ୍ୟ• ମିନିଷ୍ଟାଡିୟମ, କଲ୍ୟାଣ ମଣ୍ଡପ ପାଇଁ ଏମ୍‌ସିଏଲ୍‌ ଦେବ ଏକ କୋଟି ଟଙ୍କା ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ମୁଖ୍ୟାଳୟ କନଫରେନ୍ସ ହଲରେ ଜିଲ୍ଲା ପ୍ରଶାସନ ଏବଂ ମହାନଦୀ କୋଲଫିଲ୍ଡ ଲିମିଟେଡ, ବୁର୍ଲା ମଧ୍ୟରେ ବିଭିନ୍ନ…
Read More...

ଏସିଡ ଆକ୍ରମଣର ଶିକାର ହେଇଥିବା ପୀଡିତାଙ୍କୁ ଆର୍ଥିକ ସହାୟତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡାରେ ଏସିଡ୍‌ ଆକ୍ରମଣର ଶିକାର ହେଇଥିବା ପୀଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ ନ୍ୟାୟକୁ ପ୍ରୋତ୍ସାହିତ କରିବା ଦିଗରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ପ୍ରଶଂସନୀୟ ପଦକ୍ଷେପ ନେଇଛି । ବଙ୍ଗୋମୁଣ୍ଡା ଥାନାରୁ ଏସିଡ୍‌…
Read More...