Daily Archives

ସଡ଼କ ଦୁର୍ଘଟଣାରୁ ବର୍ତ୍ତି ଗଲେ ଜଣେ ବାଇକ ଆରୋହୀ

ଗଞ୍ଜାମ,(କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ନିକଟ ଘଐ-୧୬, ଜାତୀୟ ରାଜପଥର ଆଇ.ଆର.ଇ.ଛକରେ ଏକ ସଡ଼କ ଦୁର୍ଘଟଣାରୁ ବର୍ତ୍ତି ଗଲେ ଜଣେ ବାଇକ ଆରୋହୀ । ଯାହା ସି.ସି.ଟିଭି କେମେରା ପ୍ରତିଫଳିତ କରୁଛି । ଏଠାରୁ ଛତ୍ରପୁର ଡ଼ିଆରଡ଼ିଏ ଛକ, କଲେଜ ଛକ, ଏକାମ୍ରନଗର ଛକ…
Read More...

ବଲାଙ୍ଗିର ସାମ୍ୱାଦିକ ଭବନଠାରେ ଜିଲ୍ଲା ସରପଞ୍ଚ ସଙ୍ଘର ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ସାମ୍ବାଦିକ ଭବନଠାରେ ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ବୀରବର ସାହୁଙ୍କ ଆହ୍ୱାନ କ୍ରମେ ସମସ୍ତ ବ୍ଲକର ସରପଞ୍ଚ ସଙ୍ଘ ସଭାପତି ଓ ବରିଷ୍ଠ ସରପଞ୍ଚମାନଙ୍କୁ ନେଇ ଜିଲ୍ଲା ସରପଞ୍ଚ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବ୍ଲକରୁ ଆସିଥିବା…
Read More...

ଦଣ୍ଡନୃତ୍ୟ କଳାକାରମାନଙ୍କ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳ କଳାମଣ୍ଡଳର ପୁରାତନ ମଞ୍ଚରେ ବରିଷ୍ଠ କଳାକାର ଗୋଲାପ ବାଗଙ୍କ ସଂଯୋଜନାରେ ବଲାଙ୍ଗିର ଜିଲ୍ଲାର ଦଣ୍ଡନୃତ୍ୟ କଳାକାରମାନଙ୍କୁ ନେଇ ଏକ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ…
Read More...

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ତଥା ସାହିତ୍ୟିକ ପ୍ରବୋଧ କୁମାର ରାଉତଙ୍କ ଦେହାନ୍ତ

କଟକ : ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ତଥା ସାହିତ୍ୟିକ ପ୍ରବୋଧ କୁମାର ରାଉତ(୫୨)ଙ୍କର ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସିଡିଏ ସେକ୍ଟର-୬ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ସେ ଦୁଇ ଦିନ ହେଲା ଚିକିତ୍ସିତ ହେଉଥିଲେ । ଡାକ୍ତରମାନଙ୍କ ସକଳ ଚେଷ୍ଟା…
Read More...

ଯୁବକଙ୍କୁ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର ବ୍ଲକ ଖମାରି ଗାଁ ପଞ୍ଚାୟତ ବାବନପୁର ଗାଁ ପଥର କୁଆଁରୀ ନିକଟରେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଖବର ମିଳିଛି । ସୁନ୍ଦର ରାଓ ନାମକ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ । ଯୁବକଙ୍କୁ ଗୁରୁତର…
Read More...

ଲିଙ୍ଗରାଜ ଆଇନ ମହା ବିଦ୍ୟାଳୟରେ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମ ପ୍ରଚଳନ ଚାଲୁ କରିବା ନିମନ୍ତେ ଆମ୍ ଆଦ୍‌ମୀ ପାର୍ଟିର ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଏକମାତ୍ର ନିର୍ଭରଶୀଳ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଚାଲିଥିବା ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମକୁ ପ୍ରଚଳନ କରିବା ନିମନ୍ତେ ବିଭିନ୍ନ ମହଲରେ ଦାବୀ ହୋଇଛି । ଆନୁଷ୍ଠାନିକ ଭାବେ ଗତକାଲି ବ୍ରହ୍ମପୁରର ଆମ୍ ଆଦ୍‌ମୀ…
Read More...

ସୁହୃଦ ସେବା ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁହୃଦ ସେବା ସଙ୍ଘ ତରଫରୁ ସେକ୍ଟର ୨୦ସ୍ଥିତ ବୈକୁଣ୍ଠ ଘାଟର ନଦୀ ପାର୍ଶ୍ଵରେ ଥିବା ଜମିରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇ ଚାରାକୁ ସୁରକ୍ଷା ଦେବା ପାଇଁ ତାହାର ଚାରିପଟେ ଲୁହାର ବେଡା ମଧ୍ୟ ଦିଆଯାଇଛି । ବର୍ଷାର ପ୍ରତିକୂଳ ପାଗ ସତ୍ତ୍ୱେ ସେବା…
Read More...

ଏକତା ଫାଉଣ୍ଡେସନ ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ସ୍ଥିତ ମହିଳା ଅନୁଷ୍ଠାନ ଏକତା ଫାଉଣ୍ଡେସନ ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକୋତ୍ସବ ସାଇନିଂ କ୍ଲବ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତି ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଅଂଶୁପା ଦଳେଇ ତଥା ଶାନ୍ତିଲତା ବେହେରାଙ୍କ ଆବାହକତ୍ୱରେ…
Read More...

ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ପରିବେଶ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ଓ ଜମୁନାନାକୀ ସ୍ଥିତ ସାଇଭେଲି ୱାଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ ମେନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜୀର ମିଳିତ ଆନୁକୂଲ୍ୟରେ ଏକ ପରିବେଶ ସଂପର୍କୀତ ସଚେତନତା ଶିବିର ଉକ୍ତ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ହାଇକୋର୍ଟ ଆଡ଼ଭୋକେଟ ଚ୍ୟାମ୍ବର ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଦ୍ଵାରା ଉଦ୍‌ଘାଟିତ

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମଜିଲ୍ଲାର ଦିଗପହଣ୍ଡି ବ୍ଳକ୍ ଅନ୍ତର୍ଗତ ଗୋକର୍ଣ୍ଣପୁର ଠାରେ ବହୁଦିନରୁ ପ୍ରତୀକ୍ଷିତ ହାଇକୋର୍ଟ ଆଡ଼ଭୋକେଟ ଚ୍ୟାମ୍ବର ଆଜି ଉଦ୍‌ଘାଟିତ ହୋଇ ଯାଇଛି । ଗୋକର୍ଣ୍ଣପୁର ଓ ତାର ନିକଟବର୍ତ୍ତୀ ଗ୍ରାମ ଗୁଡିକ ଆଇନ ସହାୟତା ପାଇବା ଦିଗରେ ସମସ୍ୟା…
Read More...