ଡାକ୍ତର ଦୀନବନ୍ଧୁ ସାହୁଙ୍କ ପରଲୋକ
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୁନାମଧନ୍ୟ ଡାକ୍ତର ତଥା ଭାରତୀୟ ଚିକିତ୍ସକ ସଂଘ ବରଗଡ଼ ଶାଖାର ଆଜୀବନ ସଦସ୍ୟ ଡାକ୍ତର ଦୀନବନ୍ଧୁ ସାହୁଙ୍କ ପରଲୋକ ହୋଇଥିବା ଜଣାପଡିଛି । ଗତକାଲି ତାଙ୍କ ହଲଦୀପାଲି ବାସଭବନରେ ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ!-->…
Read More...
Read More...