Monthly Archives

June 2023

ସାମ୍ବାଦିକଙ୍କୁ ଗାଳିଗୁଲଜ ଓ ହତ୍ୟା ଧମକ ନେଇ ଥାନାରେ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ଲୋଇସିଂହା ସାମ୍ବାଦିକ ସଙ୍ଘର ସଦସ୍ୟମାନେ ସ୍ଥାନୀୟ ଥାନାଧିକାରୀଙ୍କୁ ସାକ୍ଷାତ କରିବା
Read More...

ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ସଦର ବ୍ଲକ ବୀରମୁଣ୍ଡାଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସମ୍ପାଦକ ଇଂ. ନାରାୟଣ ପ୍ରସାଦ ମିଶ୍ରଙ୍କ ପ୍ରସ୍ତାବକ୍ରମେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିକଟରେ ଘଟିଥିବା ରେଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା
Read More...

ବିହା ଉଛବ୍‌ କେ ଉଭାଗର୍‌ କରି ଚର୍ଚ୍ଚା ଥି କଥାକାର ଜଗନ୍ନାଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁନୁଷ୍‌ ଜୀବନ୍‌ ଥି ତିନ୍‌ଟା ଜିନିସ୍‌ ଖୋବ୍‌ ଗୁରୁତ୍ୱ ବହନ୍‌ କରିଥିସି । ଜନମ୍‌, ବିହା ଆର୍‌ ମରନ୍‌ । ବିହା ହେବାର୍‌ଟା ମୁନୁଷ୍‌ର୍‌ ଠିକ୍‌ ପ୍ରସ୍ଫୁଟନ୍‌ ସମିଆର୍‌ ବଢେଟେ ଉସ୍‌ନାକ୍‌ । ଇ’ ଉସ୍‌ନାକ୍‌ କେ ଯେ’ ଯେନ୍‌ତା ସୋର୍‌ ରଖିହେଲା ମେତାନ୍‌
Read More...

ରେଳ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ସାମୁହିକ ପ୍ରାର୍ଥନା

ଡେଲାଙ୍ଗ, (ଦିଲ୍ଲୀବ କୁମାର ଧାଉଡିଆ) : ବାଲେଶ୍ୱରର ବାହାନାଗଠାରେ ଶୁକ୍ରବାର ହୋଇଥିବା ହୃଦୟ ବିଦାରକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଆହତ ଚିକିତ୍ସାଧୀନଙ୍କ ଆଶୁ ଆରୋଗ୍ୟ କାମନା ଓ ମୃତ୍ୟୁବରଣ କରିଥିବା ଶତାଧିକ ବ୍ୟକ୍ତିଙ୍କ ଅମର ଆତ୍ମର ସଦ୍‌ଗତି କାମନା ନିମନ୍ତେ ମେକ୍ ଇନ ଇଣ୍ଡିଆ ଆଣ୍ଡ
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ୍‌ ଦିବସ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ୍‌ ଦିବସ ବିଜାଖମନ୍‌ ମେଗା ନର୍‌ସରି ଠାନେ ଅନୁଷ୍ଠିତ ହେଇଯାଇଛେ । ଇନେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଏସ୍‌ପି ରିଷିକେଶ ଦିଆନ୍‌ଦେଓ ଖିଲାରୀ, ଡିଏଫ୍‌ଓ ନୀତିଶ କୁମାର, କେନ୍ଦୁଲିଫ୍‌ ଡିଏଫ୍‌ଓ ରଂଜିତ ମଲ୍ଲିକ
Read More...

ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ଵ ପରିବେଶ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶ୍ଵ ପରିବେଶ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସହପ୍ରଧାନ ଆଚାର୍ଯ୍ୟ
Read More...

ଛତ୍ରପୁରଠାରେ ତୃତୀୟ ଓଡିଶା ନାଭାଲ ଟାଟା ହକି ଖେଳାଳୀଙ୍କ ଚୟନ ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତୃଣମୂଳ ସ୍ତରରେ ରହିଥିବା ହକି ପ୍ରତିଭାମାନଙ୍କୁ ସୁଯୋଗ ଦେବା ନିମନ୍ତେ ୧୬ ବର୍ଷ ବୟସ ବାଳକ ବାଳିକା କ୍ରୀଡାବିତ୍‌ମାନଙ୍କ ଚୟନ ପ୍ରକ୍ରିୟା ଛତ୍ରପୁର ହକି ଖେଳପଡିଆଠାରେ ସୋମବାର ଆରମ୍ଭ ହୋଇଯାଇଛି । ଭାରତୀୟ ହକିର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ
Read More...

ଗଞ୍ଜାମ ସହରର ବିଶିଷ୍ଟ ବ୍ୟବସାୟୀ ଦମ୍ପତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ସାନବଜାରର ବିଶିଷ୍ଟ ବ୍ୟବସାୟୀ ନିରଞ୍ଜନ ଦାସ ଓ ତାଙ୍କ ଧର୍ମପତ୍ନୀ ଗାୟତ୍ରୀ ଦାସଙ୍କ ଆଜି ପୁରୀ ସହରରେ ସଡ଼କ ଜନିତ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗଞ୍ଜାମ ସାନବଜାର ବଣିକସଙ୍ଘର ସଦସ୍ୟ ତଥା ପୁରାତନ ବ୍ୟବସାୟୀ କୋକୋକୋଲା କମ୍ପାନୀର
Read More...

ଦିନୁ ଦିନ୍‌କେ ଆର୍‌ ଆର୍‌ ଚମ୍‌କୁଛେ ଭୀମ୍‌ଡୁଙ୍ଗୁରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନୁ ଦିନ୍‌କେ ଆର୍‌ ଆର୍‌ ଚମ୍‌କୁଛେ ଭୀମ୍‌ଡୁଙ୍ଗୁରୀ । ପର୍ଯ୍ୟଟକମାନ୍‌କୁ ଆକର୍ଷିତ କର୍‌ବାର୍‌ ଲାଗି ଭୀମ୍‌ ଡୁଙ୍ଗୁରୀ କେ ଆର୍‌ ସୁନ୍ଦର୍‌ କର୍‌ବାର୍‌ ଲାଗି ଅଁଟା ଭିରିଛେ ବଲାଙ୍ଗିର ବନ ବିଭାଗ । ଇ’ ଭିତ୍‌ରେ ଭୀମ୍‌ ଡୁଙ୍ଗୁରୀ କେ ଯିବାର୍‌ ଆସ୍‌ବାର୍‌
Read More...

ରାମାସ୍ୱାମୀ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ରାମାସ୍ୱାମୀ ମନ୍ଦିର ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଉମାଶଙ୍କର ପଣ୍ଡାଙ୍କ ସଭାପତିତ୍ୱରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ମନ୍ଦିରର ଉନ୍ନତି ପାଇଁ କଣ ସବୁ
Read More...