ଡକାୟତି ଯୋଜନା ପଣ୍ଡ କରି ୫ଜଣଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଟାଉନ ପୋଲିସ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି । ବଲାଙ୍ଗିର ସହରର ଡେଲିମାର୍କେଟ ପଛପଟ ଏକ ଖୋଲା ଜାଗାରେ ୫ ଜଣ ଦୁର୍ବୃତ୍ତ ଏକ ବଡ଼ ଧରଣର ଡକାୟତି କରିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ!-->…
Read More...
Read More...