Monthly Archives

May 2023

ସଂକ୍ରୀ ଗ୍ରାମରେ ପୋଖରୀ ସଫେଇ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମରେ ପୋଖରୀ ସଫେଇ ଅଭିଯାନ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓ ନେହେରୁ ଯୁବାକେନ୍ଦ୍ରର 'ମିଶନ ଲାଇଫଷ୍ଟାଇଲ ଫର୍ ଏନ୍‌ଭାରମେଣ୍ଟ' କାର୍ଯ୍ୟକ୍ରମ ତରଫରୁ ଗାଁରେ ଥିବା ନୂଆଁମୁଡ଼ା…
Read More...

ବ୍ଲକସ୍ତରୀୟ ଯାଦବ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ଯାଦବ ସମିତି ପକ୍ଷରୁ ବ୍ଲକସ୍ତରୀୟ ଯାଦବ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରିଷିଡା କଲେଜ ଛକ ନିକଟବର୍ତ୍ତୀ ବଡଡୁଙ୍ଗୁରୀଗୁଡା ହଳଦୀଡୁଙ୍ଗୁରୀ ନିକଟରେ ଯାଦବ ଭବନ ନିର୍ମାଣ ହେବ । ଏହି ଅବସରରେ ସ୍ଥାନୀୟ…
Read More...

ଦାୟିତ୍ୱ ଗ୍ରହଣ କଲେ ବଲାଙ୍ଗିରର ନୂତନ ଏସ୍‌ପି ରିଷିକେଶ ଖିଲାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବଲାଙ୍ଗିରର ନୂତନ ଏସ୍‌ପି ରିଷିକେଶ ଖିଲାରୀ । ପୂର୍ବ ଏସ୍‌ପି ନୀତିନ କୁଶଲକରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବଲାଙ୍ଗିରରେ କାମ କରିବାର ସୁଯୋଗ ମିଳିଥିବାରୁ ନୂତନ ଏସ୍‌ପି ରିଷିକେଶ ଖିଲାରୀ ଉତ୍ସାହିତ ଥିବା…
Read More...

ରାଜ୍ୟସଭା ସାଂସଦଙ୍କ କାର୍‌ ଧକ୍କାରେ ସ୍କୁଟି ଚାଳକ ମୃତ

ପାଟଣାଗଡ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନସ୍ଥ ତମିଆଁ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସାଢେ ୧୧ଟା ବେଳେ ଗୋଟିଏ ସ୍କୁଟିକୁ କାର୍‌ ଧକ୍କା ଦେଇଥିବା ବେଳେ ସ୍କୁଟି ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।…
Read More...

ଜମାକାରୀ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ଗୁଡଭେଲା, (କେପିଏନ୍‌ଏସ୍‌) : ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଞ୍ଚୟ, ଋଣ, ବୀମା ଇତ୍ୟାଦି ବ୍ୟାଙ୍କ ସେବା ଗୁଡ଼ିକର ପ୍ରତ୍ୟେକ ଦିନ ଆବଶ୍ୟକ ହୋଇଥାଏ । ବିମୁଦ୍ରାକରଣ ତଥା କୋଭିଡ୍‌ର ପରବର୍ତ୍ତୀ ସମୟରେ ଡିଜିଟାଲ କାରବାର ପ୍ରତି ଲୋକପ୍ରିୟତା ବଢ଼ି ଚାଲିଛି । ଗ୍ରାମାଞ୍ଚଳର ବାସିନ୍ଦାମାନେ…
Read More...

ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଓ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଗ୍ରୀଷ୍ମପ୍ରବାହ ଦୃଷ୍ଟିରେ ରଖି ବିଦ୍ୟାଳୟର କେବଳ ପୂର୍ବତନ…
Read More...

ଅବକାରୀ ବିଭାଗର ଚଢାଉ : ୪ ଶହ ଲିଟର ଦେଶୀ ମଦ ଜବତ, ୧୬ ଗିରଫ

ଭୁବନେଶ୍ଵର : ସାଲିଆ ସାହିର ଇଡକୋ ବସ୍ତି, ନୟାଗଡ ବସ୍ତିରେ ଅବକାରୀ ବିଭାଗ ଚଢାଉ କରିଥିବା ଜଣାପଡିଛି । ୪ ଶହ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅବକାରୀ ବିଭାଗ ୧୬ ଜଣଙ୍କୁ ଗିରଫ କରିଛି । ଏହା ସହ ୫ ହଜାର ଲିଟର ମଦ ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି ।
Read More...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବୃଦ୍ଧ ଗୁରୁତର

ମୋହନା : ବିଦ୍ୟୁତ ଆଘାତରେ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ବୃଦ୍ଧ ଜଣକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଲାଦୁର୍ମା ଗାଁର କୁନ୍ଦ୍ରା ଶବର । ସୂଚନା ଅନୁସାରେ, ବୁଧବାର ସକାଳେ କୁନ୍ଦ୍ରା ନିଜ ଘର ପାଖରେ ଥିବା କଦଳୀ ଗଛ କାଟୁଥିଲେ । କଦଳୀ ଗଛ ନିକଟରେ ଏକ ବିଦ୍ୟୁତ୍‌ ତାର ଓହଳି…
Read More...

ଓଇଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଓଏଭି ଶିକ୍ଷକ ରୁଷିଆ ମେହେର

ରେଙ୍ଗାଲି, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ଏଜୁକେସନ ସର୍ଭିସ (ଓଇଏସ) ପରୀକ୍ଷାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ଘନଶ୍ୟାମ ମେହେରଙ୍କ ପୁତ୍ର ରୁଷିଆ ମେହେର ଏହି ପରୀକ୍ଷାରେ ସଫଳତାର ସହିତ ଉତୀର୍ଣ୍ଣ ହୋଇଛନ୍ତି ।…
Read More...

ଗରିବ ଆଦିବାସୀଙ୍କ ଜମିର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ହଡପ : ପୋଲିସ ଚୁପ୍‌ ଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁର ଗ୍ରାମ ପଞ୍ଚାୟତର ଭଣ୍ଡାରଜୁରୀ ଗ୍ରାମର ପାଖାପାଖି ୧ ଶହ ଏକର ଜମିରୁ ଅଧିକ ଆଦିବାସୀମାନଙ୍କ ଜମି ଉପରେ ଝାରବନ୍ଧ ବ୍ଲକ କନ୍ଧାଡଙ୍ଗର ଗ୍ରାମର ପବିତ୍ରା ପ୍ରଧାନ ଲକ୍ଷ ଲକ୍ଷ ଟଙ୍କା…
Read More...