Monthly Archives

March 2023

ସୋମବାର ମହାପ୍ରଭୁଙ୍କ ଖସାପଡ଼ା ନୀତି, ଠାକୁରଙ୍କ ଗୁପ୍ତ ନୀତି ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ : ସୋମବାର ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ୩ ଘଣ୍ଟାରୁ ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହେବେ । ଠାକୁରଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତିପରେ ଏହି ସ୍ୱତନ୍ତ୍ର ବିଧି ଅନୁଷ୍ଠିତ ହେବ । ଏଣୁ ଅପରାହ୍ଣରୁ ପ୍ରାୟ ସନ୍ଧ୍ୟା ପର୍ଯ୍ୟନ୍ତ
Read More...

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ

କେନ୍ଦୁଝର : କେନ୍ଦୁଝର ବନଖଣ୍ଡ, ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରି ଫରେଷ୍ଟ ସେକ୍ସନର ଜଡ଼ିପଦା ନିକଟରେ ଶନିବାର ରାତି ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଶନିବାର ରାତି କାଳମାଟି-ବସନ୍ତପୁର ରାସ୍ତାର ଜଡିପଦା(ପ୍ରୋ ମିନେରାଲ ଛକ) ପାଖ
Read More...

ଭୂମିକମ୍ପରେ ଥରିଲା ଇକ୍ୟୁଏଡୋର ଓ ପେରୁ

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଦକ୍ଷିଣ ଆମେରିକା ଦେଶ ଇକ୍ୟୁଏଡୋର ଓ ପେରୁ । ଶନିବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପର୍ଯ୍ୟନ୍ତ ୧୪ଜଣ ପ୍ରାଣ ହରାଇଲେଣି । ୧୨୬ ଜଣ ଆହତ
Read More...

ସୋଆରେ ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’ ଉଦ୍‌ଘାଟିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆରମ୍ଭ ହୋଇଛି 'ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩' । ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ୪ ଦିନିଆ କ୍ରୀଡା କାର୍ଯ୍ୟକ୍ରମରେ ସୋଆ ବ୍ୟତୀତ ଓଡିଶା ମୋଟ୍ ୭ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି । ଏଥିରେ ବାସ୍କେଟ୍ ବଲ୍,
Read More...

ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତିଠାରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଜୁରିଆଠାରେ ନାବାର୍ଡ ସହାୟତାରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଶିବିରରେ ସମବାୟ ସମିତି ସଭାପତି କନ୍ଦର୍ପ ସୁଆର
Read More...

ବର୍ଷାରେ କାନ୍ଥ ପଡ଼ି ଶିଶୁକନ୍ୟା ମୃତ

ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମେଟାଗୁଡା ଗ୍ରାମରେ କାନ୍ଥ ପଡ଼ି ଚାରିମାସର ଶିଶୁ କନ୍ୟାର ମୃତ୍ୟୁ ଘଟିବା ସହିତ ବାପା ଓ ମା' ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମର ଆଇତା ମାଡକାମୀ ଏବଂ
Read More...

କୁଆପଥର ମାଡ଼ରେ ଭାଙ୍ଗିଲା ଘର

କାଶୀପୁର : କାଶୀପୁର ବ୍ଲକରେ କୁଆ ପଥର ବର୍ଷା ଏବଂ ବଜ୍ରପାତରେ ବହୁ ଘର ଓ ଫସଲ ନଷ୍ଟ ହୋଇଛି । ପବନରରେ ବହୁ ଘରର ଆଜବେଷ୍ଟସ ଉଡିଯାଇଛି । ସେହିପରି ବ୍ରଜପାତରେ ଗାଈଗୋରୁ ମୃତ୍ୟୁ ଘଟିଛି । ପଣଷ ଗୁଡା, କଞ୍ଜାକଣା, ଡି. କରଳ ଗ୍ରାମରେ ଘର ଗୁଡିକରେ ବର୍ଷା ପାଣି ପଶି ବହୁ ଆସବାବପତ୍ର
Read More...

ବଜ୍ରପାତରେ ୧୩ ଗୋରୁ ମୃତ, ୧୨ ଗୁରୁତର

ନୀଳଗିରି : ନୀଳଗିରି ବ୍ଲକ ପ୍ରତାପପୁରଠାରେ ବଜ୍ରାଘାତରେ ୧୩ଟି ଗୋରୁ ମୃତ୍ୟୁ ଘଟିଥିବା ବେଳେ ୧୨ ଟି ଗୋରୁ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁର ଠାରେ ସୋମବାର ଅପରାହ୍ନ ୪ଟା ସମୟରେ ହଠାତ ବଜ୍ରାଘାତ ସହ ବର୍ଷା ହୋଇଥିଲା ।ସେହିଠାରେ ଥିବା ଏକ
Read More...

ଆଜି ପବିତ୍ର ବାରୁଣୀ ସ୍ନାନ, ବୈତରଣୀରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଯାଜପୁର : ଆଜି ପବିତ୍ର ବାରୁଣୀ ବୁଡ଼ । ଯାଜପୁର ଦଶାଶ୍ୱମେଧ ଘାଟ ପୂଣ୍ୟତୋୟା ବୈତରଣୀ ନଦୀରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିଛନ୍ତି । ଏଥିସହିତ ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ । ଏହି ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ
Read More...

ହରିଶଙ୍କରଠାରେ ଉନ୍ନୟନ କାମର ତଦାରଖ କଲେ ସମ୍ବଲପୁର ଆର୍‌ଡିସି

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଥିବା ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରକୁ ଶନିବାର ସମ୍ବଲପୁର ଉତ୍ତରାଞ୍ଚଳ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳେଇ ଗସ୍ତ କରିଥିଲେ । ଏହି ଅବସରରେ ହରିଶଙ୍କର ମନ୍ଦିରର ପାରିପାର୍ଶ୍ଵିକ ଉନ୍ନୟନ କାମର ତଦାରଖ
Read More...