Monthly Archives

January 2023

ରାମମନ୍ଦିର ପରିସରରେ ରାମଳୀଲା ଯାତ୍ରା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଯୋଗଦେଲେ ଜିଲ୍ଲାପାଳ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ଆଜି ମକର ସଂକ୍ରାନ୍ତିର ଶୁଭ ଅବସରରେ ଚଳିତବର୍ଷ ବୌଦ୍ଧ ରାମଳୀଲା ମନ୍ଦିର ପରିସରରେ ରାମଳୀଳା ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି
Read More...

କଚେରୀ ପଡିଆରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସାମିଲ ହେଲେ ଜିଲ୍ଲାପାଳ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ କଚେରୀ ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଜିଲ୍ଲା ମୋହତ୍ସବ ଓ ପଲିଶ୍ରୀ ମେଳା, ବାଣିଜ୍ୟ ମେଳା କାର୍ଯ୍ୟକ୍ରମର ତୃତୀୟ ଦିବସରେ ଆଜି ସକାଳୁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା
Read More...

ବଡମ୍ବା ଦଳାଚକଟାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ମକର ମେଳାରେ କଟକ ଜିଲ୍ଲା ବଡ଼ମ୍ବା ନୃସିଂହନାଥ ପୀଠରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ
Read More...

ଗଜେନ୍ଦ୍ର ପାଣିଗ୍ରାହୀଙ୍କ ପରଲୋକ

ସାଲେଭଟା, (କେପିଏନ୍‌ଏସ୍‌) : ତରଭା ବ୍ଲକ ମେଣ୍ଡା ଗ୍ରାମର ଗଜେନ୍ଦ୍ର ପାଣିଗ୍ରାହୀ (୭୦)ଙ୍କ ପରଲୋକ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ୨ ତାରିଖ ଦିନ ମେଣ୍ଡା ହାଟପଦା ସ୍ଥିତ ତାଙ୍କ ଦୋକାନ ପାଖରେ ହଠାତ୍‌ ପଡିଯାଇଥିବାରୁ ସଜ୍ଞାହୀନ ହୋଇଯାଇଥିଲେ । ତୁରନ୍ତ ଚିକିତ୍ସା ପାଇଁ
Read More...

ସଇଁନ୍ତଲାରେ ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ବଣ୍ଟନ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଭିନ୍ନକ୍ଷମ ସ୍କୁଲ ପରିସରରେ ଆଜି ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିବା
Read More...

ପ୍ରଶାସିକ ଅଧିକାରୀମାନେ ଜନତାର ସେବକ ରୂପେ କାର୍ଯ୍ୟ ନ କଲେ ପରିଣତି ଶୁଭଙ୍କର ହୋଇ ନ ପାରେ : ପ୍ରମୋଦ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଶାସିକ ଅଧିକାରୀମାନେ ଜନତାର ସେବକ ରୂପେ କାର୍ଯ୍ୟ ନ କଲେ ପରିଣତି ଶୁଭଙ୍କର ହୋଇ ନ ପାରେ ବୋଲି କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପ୍ରତି କଣ୍ଟାବାଞ୍ଜି ବିଧାୟକ ଓ
Read More...

ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିବ ମନ୍ଦିରରୁ ଶୋଭାଯାତ୍ରାରେ ମଶାଲ ଆଣି ସ୍ଥାପିତ କଲାପରେ ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବକୁ ପ୍ରଧାନ ଶିକ୍ଷକ
Read More...

ମକର ସଂକ୍ରାନ୍ତିରେ ଚନ୍ଦ୍ରସେନୀ ମନ୍ଦିରରେ ସୁନ୍ଦରାକାଣ୍ଡ ପାରାୟଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମକର ସଂକ୍ରାନ୍ତି ଅବସରରେ ତାଲପାଲିପଡା ଚନ୍ଦ୍ରସେନୀ ମନ୍ଦିର ଠାରେ ଆଧ୍ୟାତ୍ମିକ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ରୂପରେ ତାଲପାଲିପଡାର ଲିପକ ମିଶ୍ର ସୁନ୍ଦରାକାଣ୍ଡ ଗାନ କରିଥିଲେ । ସକାଳ ୧୦ଟାରୁ ଆରମ୍ଭ ହୋଇ ସଂଧ୍ୟା ପର୍ଯ୍ୟନ୍ତ
Read More...

ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠରେ ପଞ୍ଚ କୁଣ୍ଡୀୟ ଯଜ୍ଞ ଏବଂ ବାର୍ଷିକ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାର୍ଷିକ ଉତ୍ସବ ଉପଲକ୍ଷେ ଗତକାଲି ବଲାଙ୍ଗିରର ଶକ୍ତିପୀଠରୁ କଳସ ଶୋଭାଯାତ୍ରା ବାହାର କରାଯାଇ ୨୦୦ ଭାଇ ଭଉଣୀମାନେ ପରିକ୍ରମା କରିଥିଲେ । ଆଜି ମକର ସଂକ୍ରାନ୍ତି ଦିନ ଗାୟତ୍ରୀ ଶକ୍ତିପୀଠ ପ୍ରାଙ୍ଗଣରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆୟୋଜନ କରାଯାଇଥିଲା
Read More...

ଗୁର୍ଜିମୁଣ୍ଡାକୁ ଦେଓଗାଁ ବ୍ଲକ ପୂର୍ବ ବ୍ଲକ ଅଧ୍ୟକ୍ଷଙ୍କ ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ମୁରସିଂ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁର୍ଜିମୁଣ୍ଡାକୁ ଦେଓଗାଁ ବ୍ଲକ ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ପରିଦର୍ଶନରେ ଯାଇ ସେଠାରେ ଜଳ ଅମଳ ସେଚନ ସୀମା ନିରୀକ୍ଷଣ କରିଥିଲେ । ହେଲେ ଆଡି ମଜବୁତ୍ ନଥିବା ଏବଂ ଜଳ
Read More...