Monthly Archives

January 2023

‘ଅଗ୍ନିପଥ ଯୋଜନା’ – ଯୁବ ପିଢିଙ୍କ ପାଇଁ ନୂତନ ମାର୍ଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ବର୍ଷ ଭାରତୀୟ ସେନା ପାଇଁ ଏକ ନୂତନ ଯୁଗ ଆରମ୍ଭ କରିଛି । ଯେଉଁଥିରେ ‘ଅଗ୍ନିପଥ ଯୋଜନା’ ଏହାର କାର୍ଯ୍ୟକାରିତା ପର୍ଯ୍ୟାୟରେ ପ୍ରବେଶ କରିଛି । ଦେଶର ଅନେକ ଅନ୍ୟ ସୈନିକ ପ୍ରଶିକ୍ଷଣ କେନ୍ଦ୍ର ସହିତ ଗୋପାଳପୁରର ସେନା ବାୟୁ ପ୍ରତିରକ୍ଷା
Read More...

ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜୟନ୍ତୀ ସାମାରୋହ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଧୁନିକ ଓଡିଶାର ନିର୍ମାତା ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜନ୍ମ ଜୟନ୍ତୀ ଦିବସ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ବର୍ଣ୍ଣାଢ଼୍ୟ ସାମାରୋହରେ ପାଳିତ
Read More...

ସୁନ୍ଦରଗଡ ପତଞ୍ଜଳି ଯୋଗ ସମିତିର ସୂର୍ଯ୍ୟ ନମସ୍କାର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ତରଫରୁ ସହରର ବିଭିନ୍ନ ସ୍ଥାନରେ ହକି ବିଶ୍ଵକପ୍ -୨୦୨୩କୁ ସ୍ୱାଗତ ଜଣାଇବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଭାରତର ସଂସ୍କୃତି ଓ ବୈଦିକ ପରମ୍ପରା ଅନୁଯାୟୀ ସୂର୍ଯ୍ୟ ନମସ୍କାର ମାଧ୍ୟମରେ
Read More...

ରାଉରକେଲା ମହାବିଦ୍ୟାଳୟ ଓ ଡିଏଭି ପବ୍ଲିକ୍ ସ୍କୁଲ ତରଫରୁ ହକି ବିଶ୍ୱକପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ହକି ବିଶ୍ୱକପ୍ ଟ୍ରଫିକୁ ସେକ୍ଟର -୨ ବିଜୁ ପଟ୍ଟନାୟକ ଛକରେ ଭବ୍ୟ ସ୍ୱାଗତ କରାଯାଇଛି । ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ହକି
Read More...

ଚାକିରି ଲୋଭ ଦେଖାଇ ଠକେଇ ମାମଲରେ ୯ ଜଣଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାକିରି ଲୋଭ ଦେଖାଇ ଠକେଇ ମାମଲରେ ୯ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଏ ସଂପର୍କରେ ଏସ୍‌ଡ଼ିପିଓ ତୋଫାନ୍‌ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଅଲଙ୍ଗପୁର ନିବାସୀ ସ୍ମୃତିରଞ୍ଜନ ସାହୁ(୨୦)ଙ୍କୁ
Read More...

ସତ୍ୟବାଦୀ ବନ ବିଦ୍ୟାଳୟ ନାମକରଣ ପାଇଁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହ୍ୟ ସଂପନ୍ନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଯାହା ଉତ୍କଳମଣିଙ୍କ ହାତ ଗଢା କାରଖାନା ରୂପେ ସର୍ବତ୍ର ପରିଚିତ ତାହା ଦିନେ ଜାତୀୟ ବିଦ୍ୟାଳୟର ମାନ୍ୟତା ପାଇଥିଲା ଏବଂ ସେତେବେଳେର ନାମକରଣ ଥିଲା ସତ୍ୟବାଦୀ ଜାତୀୟ ବନ ବିଦ୍ୟାଳୟ । କ୍ଷୋଭ ଓ ପରିତାପର
Read More...

ଉଦ୍‌ଯାପିତ ହେଲା ମିନି ଓ ସବ୍‌ଜୁନିଅର ର‍୍ୟାଙ୍କିଂ ପ୍ରତିଯୋଗିତା

୧୭ ବର୍ଷ ବର୍ଗରେ ଜ୍ୟୋତିସୂର୍ଯ୍ୟ ଓ ଗୀତାଶ୍ରୀ ଏବଂ ୧୫ ବର୍ଷ ବର୍ଗରେ ବାପୁନ ଓ ଅଂଶିକା ଚାମ୍ପିୟନକାଲିଠୁ ଆରମ୍ଭ ରାଜ୍ୟ ସିନିଅର ଚାମ୍ପିୟନସିପ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ରାଜ୍ୟ ମିନି ଓ ସବ୍‌ଜୁନିଅର
Read More...

ବ୍ୟାସକବିଙ୍କ ୧୮୦ତମ ଜୟନ୍ତୀ ଓ ବାର୍ଷିକୋତ୍ସବ ୨୦୨୩ ପାଳିତ

ରାଉରକେଲା, (ସସ୍ମତା ପ୍ରଧାନ) : ରାଉରକେଲା ନୂଆ ବସଷ୍ଟାଣ୍ଡ ସ୍ଥିତ ଫକୀର ମୋହନ ମାର୍କେଟ କମିଟି ଆନୁକୂଲ୍ୟରେ ବ୍ୟାସକବିଙ୍କ ୧୮୦ତମ ଜୟନ୍ତୀ ଓ ମାର୍କେଟର ବାର୍ଷିକୋତ୍ସବ ୨୦୨୩ ମାର୍କେଟ ପରିସରରେ ପାଳିତ ହୋଇଯାଇଛି । କମିଟିର ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ
Read More...

ଟିଟିଲାଗଡ କୋଲ୍‌ଡ୍‌ ଷ୍ଟୋରେଜ୍‌ ଚଳାଇବାକୁ ଖୋଜାଚାଲିଛି ଘରୋଇ କମ୍ପାନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମୋଟ ଜନସଂଖ୍ୟାର ୭୩% ଲୋକ କୃଷିଉପରେ ନିର୍ଭରଶୀଳ । ରାଜ୍ୟସରକାର ସବୁବେଳେ କୃଷି ଓ କୃଷକଙ୍କ ଉନ୍ନତି କଥା ଚିନ୍ତା କରୁଥିବା କହୁଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲାର ଚାଷୀ ସରକାରୀ ଅବହେଳାର ଶିକାର ହୋଇ କେବଳ ମୁଣ୍ଡରେ ହାତ ଦେଇ
Read More...

ମା’ମାନଙ୍କୁ ସଶକ୍ତ କରିବାକୁ ସରକାର ପ୍ରତିଶୃତି ବଦ୍ଧ : ନିରଞ୍ଜନ ପୂଜାରୀ

ସୋନପୁର ବ୍ଲକ ମିଶନ ଶକ୍ତି ଗୃହର ଲୋକାର୍ପଣ କଲେ ସଂସଦୀୟ ବ୍ୟାପାର ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମା'ମାନେ ସଶକ୍ତ ହେଲେ ରାଜ୍ୟ ସଶକ୍ତ ହେବ, ମା'ମାନଙ୍କୁ ସମସ୍ତ କ୍ଷେତ୍ରରେ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ ବୋଲି ସ୍ଥାନୀୟ
Read More...