Monthly Archives

January 2023

ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭାତ ଏବଂ ଡାଲମା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭାତ ଏବଂ ଡାଲମା ବଣ୍ଟନ କରାଯାଇଛି । ସିଏ ସାୱରିୟା ଅଗ୍ରୱାଲ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ରୀନା ଅଗ୍ରୱାଲ ନିଜ ପୁତ୍ରର ଜନ୍ମଦିନ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବୀ ରୋଗୀ ଏବଂ ସେମାନଙ୍କ
Read More...

ମା’ ତାରାତାରିଣୀଙ୍କ ପୀଠରେ ନୂଆବର୍ଷ ଦିନ ପ୍ରବଳ ଭିଡ଼

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ବନ୍ଦନୀୟା ମା' ତାରାତାରିଣୀଙ୍କ ପୀଠରେ ପବିତ୍ର ନୂଆବର୍ଷ ଦିନରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଆଶାତୀତ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ପୂର୍ଣ୍ଣଗିରି ପର୍ବତମାଳାରେ ସୁରକ୍ଷାବାହିନୀର ବ୍ୟବସ୍ଥା ଓ କଡ଼ା ସୁରକ୍ଷା ବ୍ୟବସ୍ଥା
Read More...

ନୂତନ ବର୍ଷରେ ଛତ୍ରପୁର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରରେ ଅବସ୍ଥାପିତ ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସହ ସୁନାବେଶ ଅନୁଷ୍ଠିତ ହୋଇଛି । ଅଗଣିତ ଶ୍ରଦ୍ଧାଳୁ ଯୋଗଦେଇ ଧୂପ, ଦୀପ ଜାଳି ଭକ୍ତି ଓ ନୈବେଦ୍ୟ ଅର୍ପଣ କରି
Read More...

ନିଆରା ଢଙ୍ଗରେ ନବବର୍ଷ ପାଳନ

ପୂର୍ବତନ ସରପଞ୍ଚ ପ୍ରବୀଣ ଦାଶଙ୍କ ମହତ କାର୍ଯ୍ୟ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିଗାଁ ଗ୍ରାମ ପଞ୍ଚାୟତଠାରେ ନିଆରା ଢଙ୍ଗ ଓ ନୂତନ ବାର୍ତ୍ତା ଦେଇ ପୂର୍ବତନ ସରପଞ୍ଚ ପ୍ରବୀଣ କୁମାର ଦାଶ ନୂତନ ବର୍ଷ ପାଳନ କରିଛନ୍ତି । ଯୁବପିଢ଼ି ପାଇଁ ଏହି ବାର୍ତ୍ତା ଦେଇଛନ୍ତି
Read More...

ପ୍ରେମିକା ଘର ଆଗରେ ପ୍ରେମିକଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଦୁଆନପାଲି ଗାଁରେ ଏକ ଅଭାନୀୟ ଘଟଣା ଘଟିଛି । ପ୍ରେମିକାଙ୍କ ଘର ସମ୍ମୁଖରେ ପ୍ରେମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ କୁମପଥର ଗାଁର ବୋଲି ଜଣାପଡିଛି । ଯୁବକଙ୍କ ପେଟରେ ଗଭୀର ଆଘାତ ଲାଗିଛି । ଯୁବକ ଜଣକ ନିଜ ପେଟରେ
Read More...

ଜଳଗଣ୍ଡରେ ବୁଡିଯାଇଥିବା ଶିଶୁ ଠାକୁରଙ୍କ କୃପାରୁ ନୂଆ ଜୀବନ ପାଇଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମ ପଞ୍ଚାୟତର ଜଗନ୍ନାଥପାଟଣା ଗ୍ରାମର ଝଡ଼ିଆ ବେହେରାଙ୍କ ନାତି ସ୍ୱରାଜ ବୟସ ଦେଢ଼ ବର୍ଷ ହେବ, ସେ କୌଣସି କାରଣରୁ ନିକଟ ପୋଖରୀରେ ବୁଡ଼ି ଯାଇଥିଲେ । ଶିଶୁର ଶବ ଭାସୁଥିବାର ଲୋକେ ଦେଖିଥିଲେ
Read More...

ତୁମର୍‌ ରେକର୍ଡ କହୁଛେ

ରସରାଜ ଅଚ୍ୟୁତ ପୁରୋହିତ ସବୁ ହେମାନେ ଲୁଟି ନଉଛନ୍‌ ବଲିଦୋଷ୍‌ ଦଉଛ ପର୍‌କେ,ତମେ କେନେ ଶୁଇଥିଲଲୁଟ୍‌ଲା ବେଲ୍‌କେ ଘର୍‌କେ ।ତମେ କାଲ୍‌କେ ଯହ ଲୁଟ୍‌ବତୁମର୍‌ ରେକର୍ଡ କହୁଛେ,ବୁଡ୍‌ବକ୍‌ ବଲୁଛେନେତା କହୁଥିଲେଦେଶ୍‌ ପରେ ଆଘ୍‌କେ ଯଉଛେ । । ମୋ.ନଂ. : ୯୪୩୭୩୬୭୦୫
Read More...

ଏଲିମେଣ୍ଟାରୀ ଶିକ୍ଷକ ସଙ୍ଘ ତରଫରୁ ନୂତନ ବର୍ଷ- ୨୦୨୩ କ୍ୟାଲେଣ୍ଡରର ଉନ୍ମୋଚନ ତଥା ସଂକଳ୍ପ ଦିବସ କାର୍ଯ୍ୟକ୍ରମ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏଲିମେଣ୍ଟାରୀ ଶିକ୍ଷକ ସଙ୍ଘ ତରଫରୁ ୨୦୨୩ ବର୍ଷର ନୂତନ କ୍ୟାଲେଣ୍ଡର ତଥା ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ
Read More...

ସମ୍ବଲପୁରୀ ହପ୍ତା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡସିବାଞ୍ଜି ଗାଁରେ ସମ୍ବଲପୁରୀ ଭାଷା ଏକାଡ଼େମୀ ବରଗଡ଼ ଜିଲ୍ଲା ଶାଖା ଏବଂ ସିର୍‌ଜିନା ସାହିତ୍ୟ ଆର୍‌ ସାଂସ୍କୃତିକ୍ ଅନୁଷ୍ଠାନ, ପଦ୍ମପୁର ଦ୍ୱାରା ଆୟୋଜିତ ସମ୍ବଲପୁରୀ ହପ୍ତା ଉଦ୍‌ଯାପିତ ହୋଇଯାଇଛି । ଏହି
Read More...

ଯଜ୍ଞ ସମାରୋହ ଏବଂ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ବିଧାୟକ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ବେଲପଡା ଗ୍ରାମ ଶ୍ରୀରାମ ମନ୍ଦିରଠାରେ ଆୟୋଜିତ ଯଜ୍ଞ ସମାରୋହ ଏବଂ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଘୁନସର ଗ୍ରାମର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଛନ୍ତି ।
Read More...