Monthly Archives

January 2023

କାର୍‌ ଓ ବାଇକ୍ ମୁହାଁମୁହିଁ ଧକ୍କା

ସାନଖେମୁଣ୍ଡି : ପାଟପୁର ଥାନା ପୋଡ଼ାମାରି ରାଜନାପଲ୍ଲୀ ରାସ୍ତା ନିକଟରେ କାର୍‌ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗଞ୍ଜାମ-ଗଜପତିକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ପୋଡ଼ାମାରି ରାଜନାପଲ୍ଲୀ ନିକଟରେ ବ୍ରହ୍ମପୁର
Read More...

ଯାତ୍ରୀ ବିଶ୍ରାମଗାରାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ସାନଖେମୁଣ୍ଡି : ପାଟପୁର ଥାନା ପୋଡ଼ାମାରି ଯାତ୍ରୀ ବିଶ୍ରାମଗାରାରୁ ବୃଦ୍ଧଙ୍କ ମୃତଦେହ ରବିବାର ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ହେଲେ ବାଲିପଡା ଟିକରପଡାର ଭଗବାନ ପ୍ରସାଦ ଦାସ ବୋଲି ଜଣାପଡିଛି । ଆମ୍ବୁଲାନ୍ସ ଯୋଗେ ବୃଦ୍ଧଙ୍କ ମୃତଦେହ ବ୍ରହ୍ମପୁର ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ
Read More...

୧୪ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ସୋର : ବାଲେଶ୍ଵର ଜିଲ୍ଲା ସୋର ବାଗୁଡ଼ି ଅଞ୍ଚଳରୁ ୧୪ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇ ଜଙ୍ଗଲରେ ଛଡ଼ା ଯାଇଥିବା ଜଣାପଡିଛି । ସାପଟି ବାଉଡି ଗୋପାଳପୁର ରାସ୍ତା ଅତିକ୍ରମ କରୁଥିବା ବେଳେ ଲୋକେ ତାକୁ ନମାରି ସାପ ଧରାଳିକୁ ଡାକି ଧରି ମଙ୍ଗଳପୁରସ୍ଥ କିଆନଳି ଜଙ୍ଗଲରେ ଛାଡିଥିଲେ । ସାପ
Read More...

ରାଜସ୍ଥାନର ପାଲିରେ ଟ୍ରେନ ଦୁର୍ଘଟଣା : ସୂର୍ଯ୍ୟନଗର ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ

ପାଲି : ରାଜସ୍ଥାନର ପାଲିରେ ସୋମବାର ସକାଳେ ସୂର୍ଯ୍ୟନଗରୀ ଏକ୍ସପ୍ରେସର ଆଠଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଯୋଧପୁର ଡିଭିଜନର ରାଜକିୟବାସ-ବୋମଦରା ବିଭାଗ ମଧ୍ୟରେ ଭୋର୍‌ ପ୍ରାୟ ୩.୨୭ରେ ଘଟିଛି । ଟ୍ରେନ୍ ବାନ୍ଦ୍ରା ଟର୍ମିନାଲରୁ ଯୋଧପୁର ଯାଉଥିଲା । ଉତ୍ତର ପଶ୍ଚିମ
Read More...

ହାତୀ ଆକ୍ରମଣରେ ୧ ମୃତ, ୧ ଗୁରୁତର

ଖୋର୍ଦ୍ଧା : ଦନ୍ତା ହାତୀ ଆକ୍ରାମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ସିକୋ ଅଞ୍ଚଳରେ ଘଟିଛି । ସୂଚନା ଅନୁସାରେ, ରବିବାର ରାତିରେ ଦୁଇଟି ହାତୀ ରତ୍ନାକର ବେହେରାଙ୍କ ଖଳାରେ ଥିବା
Read More...

ଚଳନ୍ତା ମାଲବାହୀ ଟ୍ରକରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଚାଳକ

ଜଳେଶ୍ୱର : ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଟୋଲଗେଟ ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ୪୦୭ ନମ୍ୱର ଏକ ଟ୍ରକ୍ ଗାଡ଼ିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଗାଡ଼ିଟି ବାଲେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ଏହି ନିଆଁ ଲାଗିଥିବା କୁହାଯାଉଛି । ତେବେ ନିଆଁ
Read More...

ବାଇକ ଓ ଟ୍ରକ ମଧ୍ୟରେ ଧକ୍କା

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ-ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର ବଅଁରପାଳ ଥାନା ଅନ୍ତର୍ଗତ ମେରାମଣ୍ଡଳୀ ଓପିଟିସିଏଲ୍‌ ୨ୟ ଗ୍ରୀଡ ଫାଟକ ନିକଟରେ ଗୋଟିଏ ବାଇକ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବାଇକ୍ ଓ ଟ୍ରକ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଉଭୟ
Read More...

ଗଞ୍ଜାମ ଟାଏକୋଣ୍ଡୋ ସଂଗଠନର ଖେଳାଳିମାନଙ୍କ କୃତିତ୍ୱକୁ ସମ୍ମାନ ଜଣାଇଲେ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଶ୍ରୀ ବିଶୁଦ୍ଧାନନ୍ଦ ସରସ୍ୱତୀ ବିଦ୍ୟାଳୟ କୋଲକୋତା ଠାରେ ଗତ ଡିସେମ୍ବର ମାସ ୨୭ରୁ ୨୯ ତାରିଖ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାରୁ ଅନେକ ଖେଳାଳି ଭାଗ ନେଇଥିଲେ । ତନ୍ମଧ୍ୟରୁ ଗଞ୍ଜାମ
Read More...

ଦେଓଗାଁ ବ୍ଲକର ବିଭିନ୍ନ ମଣ୍ଡି ପରିଦର୍ଶନ କଲା ଜିଲ୍ଲା କିଷାନ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଜର କଷ୍ଟ ଅର୍ଜିତ ଅମଳର ଉଚିତ୍‌ ମୂଲ୍ୟ ନପାଇ ଚାଷୀକୁଳରେ ହା ହା କାର ପଡିଛି । କେଉଁଠି ଧାନର ମାନ ଆଳରେ ୪ରୁ ୫ କେଜି କଟନୀ ଛଟନୀ ହେଉଥିବା ଅଭିଯୋଗ ହେଉଛି । ତ ଆଉ କେଉଁଠି ବସ୍ତା ଓ ସୁତୁଲିର ଖର୍ଚ୍ଚ କାଟ କରାଯାଉଛି । ଫଳରେ ଜିଲ୍ଲାର ଚାଷୀମାନଙ୍କ
Read More...

ନୂଆବର୍ଷ ଭୋଜି ବେଳେ ଗୋଷ୍ଠୀ ସଙ୍ଘର୍ଷ, ୧୦ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆବର୍ଷ ଭୋଜିକୁ ନେଇ ସବର୍ଣ୍ଣ ଅସବର୍ଣ୍ଣ ବିବାଦ । ଉଭୟ ଗୋଷ୍ଠୀ ମାର୍‌ପିଟ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଟିମାପାଲି ଗାଁରେ । ଟିମାପାଲି ଗାଁର ସବର୍ଣ୍ଣ ଅସବର୍ଣ୍ଣଙ୍କ ଭୋଜିଭାତ
Read More...