Monthly Archives

January 2023

୨ତମ ମନୋଜ ମାଝୀ ସ୍ମାରକୀ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ : ଜୁରାବନ୍ଧ ଓ କୁରସୁଡ଼ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁରେ ୨ତମ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଦ୍ଵିତୀୟ ଦିବସର ପ୍ରଥମ ରାଉଣ୍ଡରେ ଜୁରାବନ୍ଧ ଓ ଦେବଙ୍ଗ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ଜୁରାବନ୍ଧ
Read More...

ଶ୍ରୀଶ୍ରୀ ଧବଲେଶ୍ୱର ବାବା ଯୁବକ ସଂଘ ଦ୍ୱାରା ୧୦ତମ ବାର୍ଷିକ ଉତ୍ସବ ପାଳିତ

ଗ୍ରାମର କଳା, ସାଂସ୍କୃତିକ ଓ ଶିକ୍ଷାର ବିକାଶ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ କଣ୍ଟାବାଞ୍ଜି, (ଗୁରୁଦାୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଉପକଣ୍ଠ କୁକୁଡାହାଡ ଗ୍ରାମ ସ୍ଥିତ ଶ୍ରୀଶ୍ରୀ ଧବଲେଶ୍ୱର ବାବା ଯୁବକ ସଂଘର ୧୦ତମ ବାର୍ଷିକ ଉତ୍ସବ ଗୁରୁବାର ଦିନ ସଂଘ କାର୍ଯ୍ୟାଳୟରେ
Read More...

ଶୀତକାଳୀନ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶିବିର ଭାରପ୍ରାପ୍ତ ଅଧ୍ୟକ୍ଷ ଲଳିତ ମୋହନ ପଣ୍ତାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ପ୍ରୋଗ୍ରାମ ଅଧିକାରୀ ସଂଜୟ ଟିଗା କ୍ୟାମ୍ପର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଶୀତକାଳୀନ ଜାତୀୟ ସେବା ଯୋଜନା
Read More...

ଆଞ୍ଚଳିକ ବୈଷମ୍ୟର ନଗ୍ନ ଉଦାହରଣ, ଛୁଟି ତାଲିକାରୁ ପୌଷପୂର୍ଣ୍ଣିମା ପଡିଛି ବାଦ : ପଶ୍ଚିମ ଓଡ଼ିଶାରେ ତୀବ୍ର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତାକାଲି ପୌଷ ପୂର୍ଣ୍ଣିମା କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ପଶ୍ଚିମ ଓଡ଼ିଶାର ଅନନ୍ୟ ମହାପର୍ବ ଦିନ ଖୋଲା ରହିବ ସ୍କୁଲ କଲେଜ ଅଫିସ । ଧୀରେ ଧୀରେ ପୂର୍ବ ଏବଂ ପଶ୍ଚିମ ଓଡ଼ିଶାର ଚାଲିଚଳଣୀ ପର୍ବ ପର୍ବାଣି ମଧ୍ୟରେ ଫରକ ରହୁଥିବାରୁ ପଶ୍ଚିମ ଓଡ଼ିଶାର
Read More...

ନିଆରା ଭାବରେ ନୂଆବର୍ଷ ପାଳନ କଲେ ସମାଜସେବୀ ବୁଲୁ ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆବର୍ଷରେ ସମସ୍ତେ ନିଜ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି । କିଏ ନିଜ ବିଜନେସ ବଢ଼ାଇବ, କିଏ ନିଜ ସମ୍ପତି ବଢ଼ାଇବ, କିଏ ଘରର ଉଚ୍ଚତା ବଢ଼ାଇବ ଆଉ କିଏ ବ୍ୟାଙ୍କ୍ ବାଲାନ୍ସ ବଢ଼ାଇବ । ହେଲେ ସେ କିନ୍ତୁ ନିଷ୍ପତି ନେଇଛନ୍ତି ନିଜ ସେବାର ପରିସର ବଢ଼ାଇବା
Read More...

ଆସନ୍ତା ୬ ତାରିଖ ବଲାଙ୍ଗିର ବନ୍ଦ ଡାକରା ସ୍ଥଗିତ : ଘୋଷଣା କଲା ବଲାଙ୍ଗିର ଏକ୍ସନ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୬ ତାରିଖ ବଲାଙ୍ଗିର ବନ୍ଦ ଡାକରା ସ୍ଥଗିତ କରାଯାଇଥିବା ନେଇ ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗିରର ବିଭିନ୍ନ ଜନାହିତକାରୀ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ଅହେତୁକ
Read More...

ବଙ୍ଗୋମୁଣ୍ଡାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ ସତ୍ୟ ମହିମା ଆଶ୍ରମଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମଠାଧିଶ ଅବଧୂତ କପିଳେନ୍ଦ୍ର ଦାସ ବାବାଙ୍କ ସଭାପତିତ୍ୱରେ ଯଜ୍ଞ କାର୍ଯ୍ୟ ଓ
Read More...

ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ…

ସମସ୍ତ ରାଜନୈତିକ ଦଳ ପ୍ରତିନିଧିଙ୍କୁ ୦୧/୦୧/୨୦୨୩ ସୁଦ୍ଧା ଚୂଡାନ୍ତ ଯୋଗ୍ୟ ଭୋଟର ତାଲିକା ପ୍ରଦାନ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସୁବର୍ଣ୍ଣପୁର ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅବୋଲି
Read More...

ଖପ୍ରାଖୋଲ ବ୍ଲକସ୍ତରୀୟ ଲୋକଉତ୍ସବ ଉଦ୍‌ଘାଟିତ : ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଦୁଲୁକିଲା ମଞ୍ଚ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ମିନି ଷ୍ଟାଡିୟମଠାରେ ଗୁରୁବାର ଖପ୍ରାଖୋଲ ବ୍ଲକସ୍ତରୀୟ ଲୋକ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଲୋକକଳା, ନୃତ୍ୟ ଓ ଗୀତରେ ଝୁମୁଛି ଖପ୍ରାଖୋଲ । ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ସମୟରେ ୱେବ୍‌ ନ୍ୟୁଜ ସାମ୍ବାଦିକମାନଙ୍କ ପ୍ରତି ପାତର ଅନ୍ତରକୁ ବିରୋଧ କରି ଆରେଷ୍ଟ…

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ସମୟରେ ୱେବ୍‌ ନିଉଜ୍‌ର ସାମ୍ବାଦିକମାନଙ୍କ ପ୍ରତି ପାତର ଅନ୍ତରକୁ ବିରୋଧ କରି ଓ୍ବେବ୍ ନ୍ୟୁଜ୍ ସାମ୍ବାଦିକ ଆରେଷ୍ଟ ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ରାଉରକେଲା ସହରରେ କାର୍ଯ୍ୟରତ ବିଭିନ୍ନ
Read More...