Yearly Archives

2022

୯ମ ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରାରେ ୯ମ ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ବ୍ଲକ ସରପଂଚ ସଂଘ ଉପସଭାନେତ୍ରୀ କମିରା ସରପଞ୍ଚ ଅନୁଶୟା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ ।
Read More...

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ : ପ୍ରଥମ ଦିନରେ ୨୧ଟି ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ - ୨୦୨୨କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା ପରେ ଗୁରୁବାର ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସଂପର୍କରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ସୂଚନା ଦେଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ
Read More...

ମୁଇଁ ଆର୍ ସମିଆଁ

ସୁଜିତ କୁମାର ସତପଥି ଯିମି ଯିମି ସେ କହେଲାରହ ରହ ମୁଇଁ କହେଲିଁଯିମି ଯିମି ମୁଇଁ କହେଲିଁରହ ରହ ସେ କହେଲା । ଦୁହେକେ ଦୁହେ ଜାନି ନାଇଁ ପାର୍‌ଲୁଁକିଏ ଯିବା କିଏ ଥିବା ଯେକିଏ କାହାକେ ପଚ୍‌ରାବା ଆର୍କିଏ କାହାକେ ଜବାବ୍‌ ଦେବା ଯେ । ମୁଇଁ ଆର୍ ସମିଆଁ ହେନ୍‌ତା ନକେଭେ ଏକ୍
Read More...

ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ
Read More...

ତୁରେକେଲାରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲାରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପଯୁକ୍ତ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ପରିବାର ମଙ୍ଗଳ ଯୋଜନା, ବ୍ଲକ ଅଞ୍ଚଳର ବିଭିନ୍ନ ଗାଁର ଉନ୍ନତି କାର୍ଯ୍ୟ ଗୁଡ଼ିକ ଉପରେ ତଦନ୍ତ
Read More...

ବିଦ୍ୟାଳୟର ଅନ୍ତେବାସୀଙ୍କୁ ପନିପରିବା ଓ ଖାଦ୍ୟ ସାମଗ୍ରୀ ଯୋଗାଇ ସ୍ୱାବଲମ୍ବୀ ହୋଇଛନ୍ତି ମହିଳା

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଞ୍ଚଳର ମିଶନ ଶକ୍ତି ପକ୍ଷରୁ ସ୍ୱୀକୃତିପ୍ରାପ୍ତ ୧୦ଟି ମହିଳା ଗୋଷ୍ଠୀର ମହିଳାମାନେ ବିଭିନ୍ନ ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ଗାଡ଼ିରେ ପନିପରିବା ଓ ଖାଦ୍ୟ ସାମଗ୍ରୀ ଯୋଗାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଖାଦ୍ୟ ସାମଗ୍ରୀ ମଧ୍ୟ୍ୟରେ
Read More...

ଧର୍ମ ପରାୟଣା ଦୁଲାରୀ ଦେବୀ କେଜ୍ରିୱାଲଙ୍କ ଦେହାନ୍ତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ହିନ୍ଦୁସ୍ଥାନ ସିଡ୍‌ସ ଗୃପ ଅଫ୍‌ କମ୍ପାନୀର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବାର୍‌ ଏସୋସିଏସନ୍‌ର ସାଧାରଣ ସମ୍ପାଦକ ଜଣାଶୁଣା ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର କେଜ୍ରିୱାଲଙ୍କ ଧର୍ମପତ୍ନୀ ଧର୍ମ ପରାୟଣା ଦୁଲାରୀ ଦେବୀ(୭୪)ଙ୍କ ଆଜି ଦେହାନ୍ତ ହୋଇଯାଇଛି ।
Read More...

ପେଣ୍ଠ ବେଳାଭୂମିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଇକୋ ରିଟ୍ରିଟ

ରାଜନଗର : ଉଦ୍‌ଘାଟିତ ହୋଇଯାଇଛି ଭିତରକନିକା ଇକୋ ରିଟ୍ରିଟ । ଭିତରକନିକାର ପେଣ୍ଠ ଠାରେ ଚଳିତବର୍ଷ ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଭିତରକନିକା ଇକୋ ରିଟ୍ରିଟକୁ ଉଦ୍‌ଘାଟନ କରିଥିଲେ । ପେଣ୍ଠ ଇକୋ ରିଟ୍ରିଟ ସ୍ଥଳରେ ଉଦ୍‌ଘାଟନୀ
Read More...

ଫେରାର ଥିବା ବ୍ରାଉନସୁଗାର ବେପାରୀ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ଦୀର୍ଘ ଏକ ବର୍ଷ ଧରି ଫେରାର ଥିବା ଗଞ୍ଜାମ ଜିଲ୍ଲାର ଚୋରା ବ୍ରାଉନସୁଗାର ଚାଲାଣକାରୀ ସାଗର ବହାଦୁରଙ୍କୁ ଅବକାରୀ ଗୁଇନ୍ଦା ବିଭାଗ ବୁଧବାର ସହର ଉପକଣ୍ଠ ଡୁରା ଛକରୁ ଗିରଫ କରିଛି । ତାଙ୍କୁ ପଚରା ଉଚରା ଜାରି
Read More...

କ’ଣ ନିଆଯାଇଛି ପଦକ୍ଷେପ, ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଋଷିକୁଲ୍ୟା ନଦୀ ଶାଖା ଖରଖରୀ ନଦୀ ଶଯ୍ୟା ଅଣଓସାରିଆ ତଥା ଅଗଭୀର ଥିବା ଯୋଗୁଁ ବନ୍ୟା ଜଳ ଋଷିକୁଲ୍ୟା ନଦୀକୁ ନିଷ୍କାସିତ ହୋଇ ନପାରି ଗଞ୍ଜାମ ବ୍ଲକ ଅଞ୍ଚଳ ଚାଷ ଜମି ଗୁଡିକ ଜଳମଗ୍ନ ହୋଇ ପ୍ରତି ବର୍ଷ ଫସଲ କ୍ଷତି ହେଉଛି । ଏଥିପାଇଁ ଜଳ ସମ୍ପଦ ବିଭାଗ
Read More...