Daily Archives

ବଲାଙ୍ଗିର ନଗର ତୈଳିକ ବୈଶ୍ୟ ସମାଜର ବାର୍ଷିକ ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଧାମାଧବ ମନ୍ଦିର ସାଲେପାଲି, ବଲାଙ୍ଗିର ଠାରେ ନଗର ତୈଳିକ ସମାଜର ବନ୍ଧୁମିଳନ ତଥା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଧ୍ୟକ୍ଷତା କରି ନଗର ସଭାପତି ରେବତିକାନ୍ତ ସାହୁ ସମାଜର ଉନ୍ନତି ସକାଶେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ
Read More...

ମଣ୍ଡଳସ୍ତରୀୟ ବିଦ୍ୟାଳୟର ସମୂହ କ୍ରୀଡ଼ା ପ୍ରତିଯୋଗିତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୨ ସୋମବାର ଉତ୍କଳ ଗୌରବ ବିଦ୍ୟାନିକେତନ, ସିଂହବ୍ରହ୍ମପୁର ଠାରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ କରକମଳରେ ଶୁଭ ଉଦ୍‌ଘାଟନ ହୋଇଯାଇଛି । ଭାରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ
Read More...

ପଲସଦା ପଞ୍ଚାୟତରେ ଭତ୍ତା ପାଇବାରୁ ହିତାଧିକାରୀ ବଞ୍ଚିତ ଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିଣତ ବୟସରେ ଗରିବ ଅସହାୟ ବ୍ୟକ୍ତିମାନଙ୍କ ନିମନ୍ତେ ସାମାଜିକ ସୁରକ୍ଷା ପାଇଁ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ପରିତ୍ୟକ୍ତ ଭତ୍ତା, ଅବିବାହିତ ଭତ୍ତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନ ପ୍ରଣୟନ
Read More...

ଛାତ୍ରଙ୍କ ବେକରେ ଜାଭ୍‌ଲିନ ପଶିଥିବା ଘଟଣାରେ ଆଗଲପୁର ସ୍କୁଲକୁ ପରିଦର୍ଶନ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ସଦାନନ୍ଦ ମେହେର ଜାଭ୍‌ଲିନ ଥ୍ରାେ ବେଳେ ଆଘାତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲର ଆଇସିୟୁ ଠାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ କେମିତି ଏହି ଘଟଣା ଘଟିଲା,
Read More...

ଅଲାତରାଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଆଜି ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନି ସିଂହଦେଓ ଏବଂ ସରପଞ୍ଚ ସସ୍ମିତା ନାଗଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ
Read More...

ଆସନ୍ତାକାଲି ବଲାଙ୍ଗିର ସହର ସମେତ ୫ଟି ଜାଗାରେ ସକାଳ ୮ଟାରୁ ଦ୍ୱିପହର ୨ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ବଲାଙ୍ଗିର ସହର ସମେତ ଛତାମଖନା, ଲୋଇସିଂହା, ସାଲେଭଟା ଓ ଚୁଡାପାଲି ଠାରେ ସକାଳ ୮ଟାରୁ ଦ୍ୱିପହର୨ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌ କରାଯିବା ନେଇ ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ମିଳିଛି । ବଲାଙ୍ଗିର ସହର ସ୍ଥିତ ଲାଲଟିକିରା ୧୩୨/୩୩କେଭି ଗ୍ରୀଡର
Read More...

ଅସ୍ପୃଶ୍ୟ ଅନୁସୂଚିତ ଜାତି ସୁରକ୍ଷା ପରିଷଦର ରାଜ୍ୟସ୍ତରୀୟ ଚତୁର୍ଥ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଦଳିତ ଅନୁଷ୍ଠାନ ଜିଲ୍ଲା ଦଳିତ ବିକାଶ ମଂଚର ସହଯୋଗରେ ବଲାଙ୍ଗିର ତାଲପାଲିପଡ ଠାରେ ଓଡିଶା ଅସ୍ପୃଶ୍ୟ ଅନୁସୂଚିତ ଜାତି ସୁରକ୍ଷା ପରିଷଦର ରାଜ୍ୟସ୍ତରୀୟ ଚତୁର୍ଥ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତିତ୍ୱ କରିଥିଲେ
Read More...

ବଲାଙ୍ଗିର ଜିଲ୍ଲା ଘୋରୋଇ ବସ୍‌ ମାଲିକ ସଂଘର ନୂତନ ସଭାପତି ହେଲେ ବରିଷ୍ଠ ବିଜେଡି ନେତା ଦୁର୍ଗା ଚରଣ ବେହେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ବିଜେଡି ନେତା ଦୁର୍ଗା ଚରଣ ବେହେରା ବଲାଙ୍ଗିର ଜିଲ୍ଲା ଘୋରୋଇ ବସ୍‌ ମାଲିକ ସଂଘର ନୂତନ ସଭାପତି ହୋଇଛନ୍ତି । ସୂଚନା ଅନୁସାରେ ଆସନ୍ତା ୨୪ ତାରିଖ ଦିନ ଜିଲ୍ଲା ଘୋରୋଇ ବସ୍‌ ମାଲିକ ସଂଘର ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ନାମାଙ୍କନ ଦାଖଲ
Read More...

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ରାଉରକେଲା ଗସ୍ତ

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷାଷ୍ଟାଡିଅମ ଓ ବିମାନ ବନ୍ଦର ନିର୍ମାଣ ସଂପୂର୍ଣ୍ଣଜାନୁଆରୀ ୧୩ରେ ପ୍ରଥମ ମ୍ୟାଚ ଭାରତ ଓ ସ୍ପେନ ମଧ୍ୟରେ, ଆସନ୍ତା ୨୪ରୁ ନୂତନ ଅଭ୍ୟାସ
Read More...

ଇଜି ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବରିଷ୍ଠ ନାଗରିକ ମାନେ ଇଜି ବଲ ଖେଳ ମାଧ୍ୟମରେ ବିଶ୍ୱକପ ହକି ୨୦୨୩କୁ ସ୍ୱାଗତ କରିବା ପାଇଁ ବାସନ୍ତୀ ପାଠାଗାର ଓ ଇଜି ବଲ ସଂଘ ମିଳିତ ଆନୁକୂଲ୍ୟରେ ରାଉରକେଲାର ତିନୋଟି ଅଗ୍ରଣୀ ଅନୁଷ୍ଠାନ ବାସନ୍ତୀ ପାଠାଗାର, ପ୍ରଗତି ଉତ୍କଳ ସଂଘ ଏବଂ ଗୋପବନ୍ଧୁ ପାଠାଗାର
Read More...