ଭାରତୀୟ ମହିଳା ଦଳକୁ ରୌପ୍ୟ
ଭୁବନେଶ୍ୱର, (କେପିଏନ୍ଏସ୍) : ନେପାଳର କାଠମାଣ୍ଡୁଠାରେ ୧୮ ବର୍ଷରୁ କମ୍ ଏସୀୟ ରଗ୍ବୀ ସେଭେନ୍ସ ଚାମ୍ପିୟନସିପ୍ ରବିବାର ଶେଷ ହୋଇଛି । ଏଥିରେ ଓଡ଼ିଶା ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି । କିସ୍ର ମାମା ନାୟକ ଏହି ପ୍ରତିଯୋଗିତାରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ପୂରା!-->…
Read More...
Read More...