Daily Archives

ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିପଡିଲା ଟ୍ୟାଙ୍କର

ପଡିଆବାହାଲ : ସମ୍ବଲପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର ବିନାୟକଡେରା ମଝି ବୁଲାଣିଠାରେ ଏକ ତେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିପଡି ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସମ୍ବଲପୁରରୁ ଦେବଗଡ଼ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ପରେ
Read More...

୪୭୦ କୁଇଣ୍ଟାଲ ଧାନ ପୋଡି ନଷ୍ଟ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତ ଅନ୍ଧାରୀ ଗ୍ରାମରେ ବିଲରେ ଧାନ ଅମଳ ସମୟରେ ଟ୍ରେସର ମେଶିନରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ମେଶିନ ସହ ଟ୍ରାକ୍ଟର ପୋଡି ନଷ୍ଟ ହୋଇଯାଇଥିବା ଖବର ମିଳିଛି । ୪ ଜଣ ଚାଷୀଙ୍କ ଅମଳ ଧାନ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି
Read More...

ସୁପ୍ରିମକୋର୍ଟ ବିଚାରପତି ହେଲେ ଜଷ୍ଟିସ୍‌ ଦୀପଙ୍କର ଦତ୍ତ

ନୂଆଦିଲ୍ଲୀ : ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପଙ୍କର ଦତ୍ତଙ୍କୁ ରବିବାର ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାୟିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ୧୯୬୫ ଫେବୃୟାରୀ ୯ରେ ଜନ୍ମିତ
Read More...

ସେଞ୍ଚୁରିଅନ ୟୁନିଭର୍ସିଟି ପାରଳାଖେମୁଣ୍ଡି କ୍ୟାମ୍ପସର ୧୦ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମୟରେ ଶିକ୍ଷାକୁ ଏକ ମାଧ୍ୟମ ନ କରି ଛାତ୍ର ସମାଜ ବିବେକାନୁମୋଦିତ କାର୍ୟ୍ୟ କରିବା ଓ ସତ୍ୟନିଷ୍ଠ ରହିବା ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସେଞ୍ଚୁରିଅନ ୟୁନିଭର୍ସିଟି (ସିୟୁ) ପାରଳାଖେମୁଣ୍ଡି କ୍ୟାମ୍ପସର ୧୦ମ ସମାବର୍ତ୍ତନ
Read More...

କୋଣାର୍କ ଇନ୍‌ଫ୍ରାକୋର୍‌ର ୨ୟ ଉତ୍କର୍ଷ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଣାର୍କ ଇନ୍‌ଫ୍ରାକୋରର ୨ୟ ଉତ୍କର୍ଷ କେନ୍ଦ୍ର ସମ୍ବଲପୁରରେ ଉଦ୍‌ଘାଟିତ ହୋଇଯାଇଛି । ଏପରିକି ଭୁବନେଶ୍ୱରର ଦ ଗ୍ରାଣ୍ଡ ଶିବା ହୋଟେଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ୨ୟ 'ଏକ୍ସିଲେନ୍ସ ସେଣ୍ଟର ବା ଉତ୍କର୍ଷ କେନ୍ଦ୍ର'ର ଉଦ୍‌ଘାଟନ
Read More...

ପ୍ରଧାନ ଶିକ୍ଷକ ଡ଼ୋଲାମଣୀ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବରଗଡ଼, (ନିରୋଜ କୁମାର ପାଣୀ) : ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଶ୍ରୀହରିନଗରର ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ଗଣିତ ଶିକ୍ଷକ ଡ଼ୋଲାମଣୀ ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

୧୭ରୁ କ୍ଷିତିଜ୍‌-ଇଷ୍ଟର୍ନ ରିଜିଓନାଲ କନ୍‌ଫରେନ୍ସ-୨୦୨୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଟେକ୍ଟସ୍‌ ଓଡ଼ିଶା ଚାପ୍ଟର ପକ୍ଷରୁ ଏକ ୩ ଦିନିଆ ଜାତୀୟ ସମ୍ମିଳନୀ 'କ୍ଷିତିଜ୍‌-ଇଷ୍ଟର୍ନ ରିଜିଓନାଲ କନ୍‌ଫରେନ୍ସ-୨୦୨୨'ର ଆୟୋଜନ ସମ୍ପର୍କରେ ଘୋଷଣା କରାଯାଇଛି । ଏପରିକି ଉକ୍ତ ସମ୍ମିଳନୀ ଚଳିତ ମାସ ୧୭ ରୁ ୧୯
Read More...

ସ୍କୁଲ୍ସ ଓପନ ଚେସ୍‌ : ଶୁକ ମୁର୍ମୁ ଚାମ୍ପିୟନ

ଭୁବନେଶ୍ୱର, (କେପିଏନ୍‌ଏଓ୍‌) : ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏସନ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ସମର ବିଜୟ ମହାନ୍ତି ମେମୋରିଆଲ ସ୍କୁଲ୍ସ ଓପନ ଚେସ୍‌ରେ କଟକ ସାଇ ଇଣ୍ଟିଗ୍ରେଟେଡ୍‌ ପବ୍ଲିକ୍‌ ସ୍କୁଲ୍‌ର ଶୁକ ମୁର୍ମୁ ଚାମ୍ପିୟନ ହୋଇଛନ୍ତି । ସେ ୬ ରାଉଣ୍ଡବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ
Read More...

ଦୃଷ୍ଟିବାଧିତ ମହିଳା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେଟି ଗ୍ଲୋବାଲ ସ୍କୁଲ ପଡ଼ିଆ ଠାରେ କାଭି ଓଡ଼ିଶା ଓ କେଟି ଗ୍ଲୋବାଲ ସ୍କୁଲର ମିଳିତ ଆନୁକୂଲ୍ୟରେ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସହଯୋଗରେ ଦୁଇଦିନିଆ ରାଜ୍ୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ
Read More...

ଏସଏଫ୍‌ଆଇ ଜୋନାଲ କ୍ୱାଲିଫାୟର ଟୁର୍ନାମେଣ୍ଟ ଉଦ୍‌ଯାପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଏସଏଫ୍‌ଆଇ (ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ) ଜୋନାଲ କ୍ୱାଲିଫାୟର ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି । ଏଥିରେ ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଆଦି ୫ଟି ରାଜ୍ୟର
Read More...