Daily Archives

ସରପଞ୍ଚ ସଙ୍ଘର ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ସରପଞ୍ଚ ସଙ୍ଘର ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଗତକାଲି ବହଳପଦର ଗ୍ରାମ ପଞ୍ଚାୟତ ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୁଇଁନ୍ତଲା ବ୍ଲକର ସାମୂହିକ ବିକାଶ ସହିତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କିପରି ଗୋଟିଏ ଗୋଟିଏ ଆର୍ଦଶ ଗ୍ରାମ
Read More...

‘ବିଶ୍ୱବାଣୀ’ ସମ୍ମାନ ପାଇଲେ ସାମ୍ବାଦିକ ସୁଧୀରେନ୍ଦ୍ର ପରିଜା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜୟଦେବ ଭବନରେ ବରିଷ୍ଠ ସାମ୍ବାଦକ ସୁଧୀରେନ୍ଦ୍ର ପରିଜା ବିଶ୍ୱାଣୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଦୈନିକ ସମ୍ମାଦ ପତ୍ର ‘ବିଶ୍ୱବାଣୀ’ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ‘ସମାଜ’ର ଅନୁଗୁଳ ପ୍ରତିନିଧି ଭାବରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ
Read More...

ବିପୁଳ ପରିମାଣର ବିସ୍ଫୋରକ ଜବତ

ଖୋର୍ଦ୍ଧା : ଆଜି ସଦର ପୁଲିସ୍ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଥିବା ଜଣାପଡିଛି । ଘଟଣାସ୍ଥଳରୁ କାର ଡ୍ରାଇଭର ଓ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ଏସଡିପିଓ ଦିଲୀପ ଦାସଙ୍କ କହିବା ଅନୁଯାୟୀ ଆଜି ସକାଳୁ ପ୍ରାୟ ୧୧ଟା ସମୟରେ ସଦର ପୁଲିସ୍ ଦାଧିମାଛଗାଡିଆ ରାସ୍ତା
Read More...

ପଦ୍ମପୁରର ନବନିର୍ବାଚିତ ବିଧାୟକ ଭାବେ ଶପଥ ଗ୍ରହଣ କରିବେ ବର୍ଷା ସିଂ ବରିହା

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁରର ନବନିର୍ବାଚିତ ବିଧାୟକ ଭାବେ ବର୍ଷା ସିଂ ବରିହା ବିଧାନସଭାରେ ଶପଥ ଗ୍ରହଣ କରିବେ । ବର୍ଷା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଭେଟିବା ପରେ ଏହା ସ୍ପଷ୍ଟ ହୋଇଛି । ଶ୍ରୀମତୀ ସିଂହ ବରିହା ପଦ୍ମପୁର ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ
Read More...

ଶୁକ୍ରବାରରୁ ଶ୍ରୀଲିଙ୍ଗରାଜଙ୍କ ପହିଲି ଭୋଗ ନୀତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶୁକ୍ରବାର ଭୋରରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପହିଲି ଭୋଗ ନୀତି ଆରମ୍ଭ ହେବ । ମାସେ ବ୍ୟାପି ଏହି ସ୍ୱତନ୍ତ୍ର ନୀତି ନିମନ୍ତେ ମନ୍ଦିର ଦୈନିକ ଭୋର ୫ଟାରୁ ଖୋଲାଯାଇ ସକାଳ ଧୂପ ଓ ସାହାଣମେଲା ନୀତି ଅନୁଷ୍ଠିତ ହେବ । ଏହା ପରେ ଦିଅଁଙ୍କ ମାଘସ୍ନାନ କରାଯାଇ
Read More...

ଆମ ଐତିହ୍ୟ – ଆମ ଗୌରବ

• ତଳେ ଦିନ ଥିଲା ଏହା ଆମର ଆଦର୍ଶ ପୁଷ୍କରିଣୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସହରର ମଧ୍ୟଭାଗରେ ଅବସ୍ଥିତ ବାବାଜୀ ତୋଟାସାହିର ଏହି ସର୍ବ ପୁରାତନ ଜଳାଶୟ (ପୁଷ୍କରିଣୀ)ଟି ଦିନେ ଥିଲା ଏକ ଆଦର୍ଶ ପୁଷ୍କରିଣୀ । ଏହି ଜଳାଶୟ ଉପରେ ବହୁ ଲୋକେ
Read More...

ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ୱର୍ଗତ ପ୍ରଦୀପ କୁମାର ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ପାଟଣାଗଡ, (କେପିଏନ୍‌ଏସ୍‌) : ସାଂସ୍କୃତିକ ପରିଷଦ, ପାଟଣାଗଡ ଆନୁକୂଲ୍ୟରେ ଗତକାଲି ପାଟଣାଗଡ ସ୍ଥିତ ସାରସ୍ୱତ କଳାପରିଷଦ ଠାରେ ଅନୁଷ୍ଠାନର ସଭାପତି ଅରୁଣ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ସ୍ୱର୍ଗତ ପ୍ରଦୀପ କୁମାର ଶତପଥୀକୁ ଶ୍ରଦ୍ଧାଞ୍ଜଳି ଦେଇ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ଠେମରା ସରପଞ୍ଚ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ଗ୍ରାମ ସ୍ଥିତ ନରିହାପଡାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଠେମରା ପଞ୍ଚାୟତ ସରପଞ୍ଚ ତଥା ଯୁବ ନେତା ଲକ୍ଷ୍ମୀକାନ୍ତ ବାଗ । ନରିହାପଡାର ଜଣେ ବୃଦ୍ଧ ଲକ୍ଷ୍ମଣ ବଚ୍ଛା(୬୦)ଙ୍କ ହଠାତ୍‌ କୌଣସି
Read More...

ଭୁପେନ୍ଦ୍ର ପଟେଲ ଆଜି ସିଏମ୍‌ ଭାବେ ଶପଥ ଗ୍ରହଣ କରିବେ

ଗାନ୍ଧୀନଗର : ଭୁପେନ୍ଦ୍ର ପଟେଲ ଆଜି ସିଏମ୍‌ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଭୁପେନ୍ଦ୍ର ପଟେଲ ସରକାରଙ୍କ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି କୁବେର ଧିଣ୍ଡୋର, ବଚୁଭାଇ ଖାବଡ଼, ଜଗଦୀଶ ପାଞ୍ଚାଲ, ପୁରୁଷୋତ୍ତମ ସୋଲଙ୍କି, ମୁକେଶ ପଟେଲ, ଭିକୁସିଂ ପରମାର, ପ୍ରଫୁଲ୍ଲ
Read More...

ଗୋପାଳପୁର ବେଳାଭୂମି ମହୋତ୍ସବ

ସ୍ମରଣିକା 'ଶାମୁକା' ପାଇଁ ଲେଖା ଆହ୍ୱାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ପ୍ରତିକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ଚଳିତ ଡିସେମ୍ବର ମାସ ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ଗୋପାଳପୁର ବେଳାଭୂମିର ସିକତା ଶୋଭିତ ସ୍ଥଳରେ ଅନୁଷ୍ଠିତ ହେବ । ଏହି
Read More...