Daily Archives

୨୧ତମ ବଲାଙ୍ଗିର ଲୋକ ଉତ୍ସବ ଜାନୁୟାରୀ ୨୦ରୁ ୨୪ : ଦୁଲୁକିବ କୋଶଳ କଳାମଣ୍ଡଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୧ତମ ବଲାଙ୍ଗିର ଲୋକ ଉତ୍ସବ ଜାନୁୟାରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଦୁଲୁକିବ କୋଶଳ କଳାମଣ୍ଡଳ ବୋଲି କଳାକାରମାନେ ମତ ପ୍ରକାଶ କରିଛନ୍ତି । ଆଜି ସ୍ଥାନୀୟ ପିପି ଏକାଡେମୀ ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ…
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୨ ବଖରା ଘର ସହ ଗୁହାଳ

ସୁକିନ୍ଦା : ସୁକିନ୍ଦା ଥାନା ନିକଟସ୍ଥ ହରିଜନ ସାହିରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଓ ଗୃହ ସଂଲଗ୍ନ ଏକ ଗୁହାଳ ପୋଡି ଯାଇଥିବା ଖବର ମିଳିଛି । ଉକ୍ତ ଘରେ ବସନ୍ତ ନାୟକଙ୍କ ବଡ ପୁଅ ଦେବାନନ୍ଦ ନାୟକ ନିଜ ସ୍ତ୍ରୀ ଏବଂ ୪ ମାସର ଝିଅକୁ ଧରି ରହୁଥିଲେ । ବୁଧବାର ଅପରାହ୍ନରେ ଘରେ କେହିନଥିବା…
Read More...

ବେଳାମାର୍ଗରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଇକୋ ରିଭେରିଆ

କୋଣାର୍କ : ପୁରୀ-କୋଣାର୍କ ବେଳାମାର୍ଗ ଲିଆଖିଆ ବ୍ରିଜ କୁଶଭଦ୍ରା ନଦୀ କୂଳରେ ଇକୋ ରିଭେରିଆ ଉଦ୍‌ଘାଟିତ ହୋଇଯାଇଛି । ଅତିଥି ଭାବେ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି ଯୋଗଦେଇ ଫିତା କାଟି ଏହାକୁ ଉଦ୍‌ଘାଟନ କରିଥିଲେ । ନଦୀ କୂଳିଆ ଗ୍ରାମ ପରିବେଷରେ ପର୍ୟ୍ୟଟକଙ୍କୁ ଏହା ବେଶ…
Read More...

ଏବେ ଆପ୍‌ ହାତରେ ଏମ୍‌ସିଡି

ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ଆମ୍‌ ଆଦମୀ ପାର୍ଟି । ଦୀର୍ଘ ୧୫ ବର୍ଷ ହେଲା ଭାରତୀୟ ଜନତା ପାର୍ଟି କବ୍‌ଜାରେ ଥିବା ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)କୁ କେଜରିୱାଲଙ୍କ ଆପ୍‌ ହାତେଇ ନେଇଛି । ମୋଟ ୨୫୦ଟି ସିଟ୍‌ ମଧ୍ୟରୁ ସଂଖ୍ୟା ଗରିଷ୍ଠତା…
Read More...

ରୁଚିକା ହୋଟେଲରେ ଅଗ୍ନିକାଣ୍ଡ

ଯାଜପୁର : ଯାଜପୁର ସହର ମେଡିକାଲ ଛକରେ ଥିବା ରୁଚିକା ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି ପ୍ରାୟ ୧ଟା ବେଳେ ହୋଟେଲର ଦ୍ଵିତୀୟ ମହଲାରେ ବିଦ୍ୟୁତ୍ ସର୍ଟ୍‌ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଧୀରେ ଧୀରେ ଏହା ହୋଟେଲର ଅନ୍ୟ ଆଡକୁ ବ୍ୟପିଥିଲା ।…
Read More...

ଝାରସୁଗୁଡ଼ା ବିସିପାଲିରେ ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର

ଝାରସୁଗୁଡ଼ା : ଝାରସୁଗୁଡ଼ା ବିସିପାଲିରେ ଏକ ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର ହୋଇଥିବା ଜଣାପଡିଛି । ଯାହା ଗରୁଡ଼ ପରି ଦେଖାଯାଉଛି । ଯାହାକୁ ହିମାଳୟ ଗରୁଡ଼ ଶାଗୁଣା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଶାଗୁଣାଟିକୁ ପ୍ରଥମେ କିଛି ଯୁବକ ଠାବ କରିଥିଲେ । ଶାଗୁଣାଟି ଚାଲିବାକୁ ଓ ଉଡ଼ିବାକୁ…
Read More...

ଚାଷୀ ସମସ୍ୟାର ସମାଧାନ ପାଇଁ ୧୯ ଦଫା ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ କିଷାନ ସଂଘର କାର୍ଯ୍ୟକର୍ତ୍ତା ଓ ଚାଷୀମାନେ ୟାଦବ ଭବନ ଠାରେ ଏକତ୍ରିତ ହୋଇ ଭାରତୀୟ କିଷାନ ସଂଘର ବ୍ୟାନର ଏବଂ ପତାକା ଧରି ଶୋଭାଯାତ୍ରାରେ ବାହାରି କଚେରି ଛକକୁ ଯାଇ ଚାଷୀର ସମସ୍ୟା ସମ୍ବନ୍ଧରେ କିଛି କିଛି ଆଲୋଚନା ସହ ସନ୍ଦେଶ ଦେଲେ ।…
Read More...

ଦେବଙ୍ଗ ଇନ୍ଦିରା ଗାନ୍ଧୀ ହାଇସ୍କୁଲ ୨୦୧୭ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି ପଂଚାୟତର ଦେବଙ୍ଗ ଗାଁରେ ଥିବା ଇନ୍ଦିରା ଗାନ୍ଧୀ ହାଇସ୍କୁଲର ୨୦୧୭ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମରତନ…
Read More...

ସମାଜସେବୀ ଦୁଃଖୀଶ୍ୟାମ ପାଢୀଙ୍କ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଅଂଚଳର ଜଣାଶୁଣା ସମାଜସେବୀ ଦୁଃଖୀଶ୍ୟାମ ପାଢୀଙ୍କ ବିୟୋଗରେ ହମିରପୁର ସ୍ଥିତ ସାଇ ମନ୍ଦିରଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡଃ ପ୍ରଭାତ ମଲ୍ଲିକ, ଡାକ୍ତର କେ କେ ଷଡଙ୍ଗୀ, ମନୋରଞ୍ଜନ ଦାଶ, ଅଜୟ ପୂଜାରୀ,…
Read More...

ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ : ବଲାଙ୍ଗିରର ବିକାଶରେ ବାଧକ ସାଜୁଛନ୍ତି ସ୍ଥାନୀୟ ସରକାରୀ ଦଳ ରାଜନେତା

୪ ହଜାର କୋଟିର ଜମି ଦୁର୍ନୀତିରେ ଉବୁଟୁବୁ ରାଜ ପରିବାର - ନରସିଂହଭୂମିହୀନଙ୍କୁ ଜମି ଓ ଘର ଶୀଘ୍ର ଯୋଗାଉ ଜିଲ୍ଲା ପ୍ରଶାସନ - ନରସିଂହଧାନମଣ୍ଡିରେ ମିଲର୍ସଙ୍କ ଉପସ୍ଥିତି ବେଆଇନ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଣୀ ସାଗର, ଲକ୍ଷ୍ମୀଜୋର, ଟ୍ରକ ଟର୍ମିନାଲ, ରିଂ ରୋଡ,…
Read More...