pakka

ରୁଚିକା ହୋଟେଲରେ ଅଗ୍ନିକାଣ୍ଡ

bbehera

ଯାଜପୁର : ଯାଜପୁର ସହର ମେଡିକାଲ ଛକରେ ଥିବା ରୁଚିକା ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି ପ୍ରାୟ ୧ଟା ବେଳେ ହୋଟେଲର ଦ୍ଵିତୀୟ ମହଲାରେ ବିଦ୍ୟୁତ୍ ସର୍ଟ୍‌ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଧୀରେ ଧୀରେ ଏହା ହୋଟେଲର ଅନ୍ୟ ଆଡକୁ ବ୍ୟପିଥିଲା । ଏପରିକି ହୋଟେଲରେ ଥିବା କିଛି ଜିନିଷ ଅଗ୍ନି ସଂସ୍ପର୍ଶରେ ଆସି ବିସ୍ଫୋରଣ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ଅଗ୍ନିକାଣ୍ଡ ଫଳରେ ହୋଟେଲରେ ଥିବା ବହୁ ଆସବାବପତ୍ର ଜଳିପୋଡ଼ି ଯାଇଛି ।

jay balangir
Leave A Reply

Your email address will not be published.

4 × two =

error: Content is protected !!