Daily Archives

ଆଇନ ସଚେତନତା ଶିବିର ଏବଂ ଭାରତୀୟ ସମ୍ବିଧାନ ସପ୍ତାହ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲାଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚନ୍ଦନଭାଟି ଠାରେ ମୌଳିକ କର୍ତ୍ତବ୍ୟ, ପୋସ୍କୋ ଆକ୍ଟ ଏବଂ ଜେଜେ(ସିପିସି) ଆକ୍ଟ ସମ୍ବନ୍ଧିୟ
Read More...

ଡେଲାଙ୍ଗରେ ଏକ ଦିବସୀୟ ନିଶା ନିବାରଣ ସଚେତନତା ଅଭିଯାନ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭା ଆନୁକୂଲ୍ୟରେ ଏବଂ ଏନଆଇଏସଡ଼ି, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ଦକ୍ଷତା ମନ୍ତ୍ରଣାଳୟ ସହାୟତାରେ ଏକ ଦିବସୀୟ ନିଶା ନିବାରଣ ସଚେତନତା ଅଭିଯାନ ସୋମବାର କଲ୍ୟାଣପୁର ସାଇନସ ହାଇୟର ସେକେଣ୍ଡେରୀ
Read More...

ବଲାଙ୍ଗିର କରାଟେ ସ୍କୁଲ ଛାତ୍ରୀ ସର୍ବଭାରତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଅଂଶଗ୍ରହଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ କରାଟେ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ୩୪ତମ ଉପକନିଷ୍ଠ କରାଟେ ପ୍ରତିଯୋଗିତା ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପରିଷଦରେ ୧୧ରୁ ୧୩ ନଭେମ୍ବର ୨୦୨୨ରେ ହୋଇଥିଲା । ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ସଂଘ ତଥା ବଲାଙ୍ଗିର କରାଟେ ସ୍କୁଲର
Read More...

ରିଂ ରୋଡ ବିଏସ୍‌ଏନ୍‌ଏଲ୍‌ ଛକ – ଡିଏଭି ପଲିଟେକନିକ ଛକ ସଂଯୋଗ କେବେ ?

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ ହକି ମ୍ୟାଚ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାଉରକେଲା ସ୍ମାର୍ଟ ସିଟିକୁ ଚକାଚକ୍ କରାଯାଉଛି । ରାସ୍ତା ନିର୍ମାଣ, ପାର୍କ ଗୁଡିକର ବିକାଶ କରାଯାଉଛି । କିନ୍ତୁ ବିଏସ୍‌ଏନ୍‌ଏଲ୍‌ ଛକରୁ ସ୍ମାର୍ଟ ସିଟି ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥ ରେଳବାଇ
Read More...

ଓସ୍କୋମ ହେଡ ଏ.ଜେ.ଜନାର୍ଥନାନ୍ ଏବଂ ଡ଼ା. ଏ.ପାଲଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ମାଟିଖାଲ ନିକଟରେ ଥିବା ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଭାରତୀୟ ବିରଳ ମୃତ୍ତିକା ଆଇଆରଇଏଲ୍(ଇଣ୍ଡିଆ) ଲିଃ.ର ମୁଖ୍ୟ ପରିଚାଳକ ତଥା ଓସ୍କୋମ ହେଡ ଏ.ଜେ.ଜନାର୍ଥନାନ୍ ଏବଂ ଉକ୍ତ ପ୍ରତିଷ୍ଠାନରେ ନିୟୋଜିତ ଡାକ୍ତର ଏ.ପାଲଙ୍କ
Read More...

ସୁବର୍ଣ୍ଣପୁରରେ ଜିଲ୍ଲା ନିଯୁକ୍ତି ମେଳା ଅନୁଷ୍ଠିତ

ବିଭିନ୍ନ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଦ୍ଵାରା ୭୯୧ ଜଣ ଯୁବ ବର୍ଗ ଉପକୃତ ହେବେ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁରର ମିଳିତ ସହଯୋଗରେ ଜିଲ୍ଲା ନିୟୋଜନ ବିଭାଗ ଆନୁକୂଲ୍ୟରେ ଆଜି ଜିଲ୍ଲା ସଦର ମହକୁମା ସ୍ଥିତ
Read More...

ସର୍ଗିପାଲି ମଣ୍ଡଳରେ ନିର୍ବାଚନୀ ପ୍ରଚାର ମଙ୍ଗ ଧରିଲେ ରାଜ୍ୟ ପଦାଧିକାରୀ ଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି ପ୍ରଚାରରେ ଉଷ୍ମତା ବଢ଼ିବାରେ ଲାଗିଛି । ଗୋଟିଏ ପଟେ ବିଜେପିର କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳର ନେତା, ବିଧାୟକ, ରାଜ୍ୟ ସଭପତି, ରାଜ୍ୟ ପଦାଧିକାରୀଗଣ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଭିକ୍ଷା
Read More...

ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଡିସେମ୍ବର ମାସ ୫ ତାରିଖ ସକାଳ ଘ.୧୦.୩୦ ମି. ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ମ୍ୟୁଜିକ ସର୍କଲର ୨୪ତମ ବିଜୟା ଉତ୍ସବ

ସଂସ୍କୃତି ମଧ୍ୟରେ ସମନ୍ୱୟ ରହିଲେ ସୁସ୍ଥ ସମାଜ ଗଠନ ସମ୍ଭବ ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ ସର୍କଲ ଠାରେ ୨୪ତମ ବିଜୟା ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ଉପଦେଷ୍ଟା ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ
Read More...

ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଉରକେଲାର ବ୍ରାହ୍ମଣୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲା ଓ ରାଉରକେଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସଭାପତି ବିଭୁତି ଭୂଷଣ
Read More...