Daily Archives

ବଲାଙ୍ଗିର ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ବୈଠକ

ତୃଣମୂଳ ସ୍ତରରୁ ଖାଉଟି ଅଧିକାର ଓ ସୁରକ୍ଷା ସମ୍ପର୍କରେ ଜନ ସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ବଲାଙ୍ଗିର ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ
Read More...

ରେଲୱେ ଷ୍ଟେସନ ନିକଟସ୍ଥ ଏକ ଭଡା ଘରୁ ଅଜଗର ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରେଲୱେ ଷ୍ଟେସନ ନିକଟସ୍ଥ ଏକ ଭଡା ଘରୁ ଗୋଟିଏ ଅଜଗର ସାପ ଉଦ୍ଧାର ହୋଇଥିବା ନେଇ ଜଣାପଡିଛି । ଏହି ଅଜଗର ସାପଟିକୁ ସାପ ଧରାଳୀ ଦେବରାଜ ଉଦ୍ଧାର କରି ନିକଟସ୍ଥ ଏକ ଜଙ୍ଗଲରେ ଛାଡି ଦେଇଥିବା ବେଳେ ଏହାର ଲମ୍ଭ ୫ ଫୁଟ୍‌ରୁ ଅଧିକ ହେବ ବୋଲି ସେ ପ୍ରକାଶ
Read More...

ସାଉଁନ୍ତପୁର ଗ୍ରାମରୁ ନାଗସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାଉଁନ୍ତପୁର ଗ୍ରାମରେ ଏକ ନାଗସାପ ଉଦ୍ଧାର କରାଯାଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ସାଉଁନ୍ତପୁର ଗ୍ରାମର ବଟ ନାଏକଙ୍କ ଘର ଭିତରୁ ଏକ ନାଗସାପ ବାହାରିଥିବା ନେଇ ସାପ ଧରାଳୀ ଦେବରାଜ ଖବର ପାଇଥିଲେ । ଦେବରାଜ ସଙ୍ଗେ ସଙ୍ଗେ
Read More...

୩୪ ବର୍ଷରେ ବାଲିଗୁଡା ମାର୍ଗଶିର ମାଣବସା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଛାଡେଙ୍ଗେନ ଗ୍ରାମ ପଞ୍ଚାୟତର ବାଲିଗୁଡା ଠାରେ ପାଳନ ହୋଇ ଆସୁଥିବା ମାର୍ଗଶିର ମାଣବସା ୩୪ ବର୍ଷରେ ପଦାର୍ପଣ କରିଛି । ୧୯୮୮ରେ ପ୍ରଥମେ ଗ୍ରାମରେ ଆରମ୍ଭ ହୋଇଥିବା ଉକ୍ତ ପୂଜାରେ ଏ ବର୍ଷ କର୍ତ୍ତା ଭାବେ ଜଗ ପୁଟା ଓ
Read More...

ସରକାରୀ ମହିଳା ମହାବିଦ୍ୟାଳୟ ଠାରେ “ଚୁନାଭ ପାଠଶାଲା” ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ "ଚୁନାଭ ପାଠଶାଲା" କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୁବତୀ ମାନଙ୍କୁ ଭୋଟର ଭାବରେ ପଞ୍ଜିକରଣ କରିବାକୁ
Read More...

ସାଗରପଡା ଏସ୍‌ସିଏ କ୍ଲବର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାଗରପଡା ଏସ୍‌ସିଏ କ୍ଲବର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ସଂଗୀତା କୁମାରୀ ସଂହଦେଓ ଯୋଗ ଦେଇଥିବା ବେଳେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଓ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା
Read More...

କଂସ ବଧ ସହ ଉଦ୍‌ଯାପିତ ହେଲା ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ

ରାଜ ଦରବାରରେ ମନ୍ତ୍ରୀ ଓ ବିଧାୟକ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସଦରରେ ଖେଳପଡିଆ ଠାରେ ଦୀର୍ଘ ୫ ଦିନ ବ୍ୟାପୀ ଚାଲିଥିବା ୩୬ତମ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ରଙ୍ଗମହଲରୁ ମହାରାଜ କଂସ ସୈନ୍ୟ ସାମନ୍ତ ମନ୍ତ୍ରୀ
Read More...

ଭାଜପାର ପଦଯାତ୍ରା ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ହୁମ୍ମା ପଂଚାୟତରେ ମା' ପାଦୁକାଇ ମନ୍ଦିର ପ୍ରାଙ୍ଗଣରୁ ପଦଯାତ୍ରା ଆରମ୍ଭ କରିଛି ଭାଜପା । ଏହି ପଦଯାତ୍ରା ସମୟରେ କେନ୍ଦ୍ର ସରକାର ଗରିବ ଲୋକଙ୍କ ପ୍ରତି ବିଭିନ୍ନ ଅନୁଦାନକୁ ରାଜ୍ୟ ସରକାର ତଥା ବିଜେଡି ଯେଉଁ ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ
Read More...

ଭିନ୍ନକ୍ଷମ ଜଗୁ କୁମ୍ଭାର ସରକାରୀ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ମାଲଗୋଦାମପଡାର ଜଗୁ କୁମ୍ଭାର(୨୭) ଶତକଡ଼ା ୮୦% ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପରିବାର କହିଲେ ମା' ଓ ୫ ଭାଇ ଅଛନ୍ତି । ତିନି ଭାଇ ବିବାହିତ ଥିବା
Read More...

‘ବିଜ୍ଞାନ ମଧୁପ’ ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ବିଜ୍ଞାନ ସାହିତ୍ୟ ପରିଷଦର ଅଷ୍ଟମ କାର୍ଯ୍ୟକାରିଣୀ ବୈଠକ ସଭାପତି ଡ. ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ ସିଭିଲ କୋର୍ଟ ପଛ ପାଖ ଅଳକା ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରାଜେନ୍ଦ୍ର କୁମାର ଶର୍ମା ପୂର୍ବ ବୈଠକର ବିବରଣୀ ପାଠ
Read More...
error: Content is protected !!