Monthly Archives

September 2022

“ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ : ଓଡ଼ିଶା ପହଁଚିଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଗଙ୍ଗପଡ଼ା, (ପିଆଇବି) : ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ରେ ଭାରତ ସରକାରଙ୍କର ପ୍ରୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏଆଇସିଟିଇ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ନାଭି
Read More...

ନିଶା କାରବାରରେ ପଦ୍ମପୁର ଉପଖଣ୍ଡର ଯୁବସମାଜ କବଳିତ : ଚିନ୍ମୟ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଶା ବେପାରୀଙ୍କ ଉପରେ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବୀ କଲେ ପଦ୍ମପୁର ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ ପଣ୍ଡା । ସେ କହିଛନ୍ତି ଯେ, ବର୍ତ୍ତମାନ ଦିନକୁ ଦିନ ପଦ୍ମପୁର ସହରରେ ନିଶା କାରବାର ବଢ଼ିବାରେ ଲାଗିଛି ଯଦ୍ୱାରା ଯୁବ
Read More...

ଓଡ଼ିଶାର ଜଣେ ବ୍ୟକ୍ତି ହୃଦ ବିଶେଷଜ୍ଞ ଡାକ୍ତର ହୋଇ ବିଶ୍ୱରେ ସୁନାମ ଆଣିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଜଣେ ବୀରପୁତ୍ର, ଜଣେ ଖ୍ୟାତିନାମା ଡାକ୍ତର ଭାବେ ପ୍ରଭାତ କୁମାର ଦାଶ୍‌ ବେଶ ଜଣାଶୁଣା ଅଟନ୍ତି । ଅଧୁନା ଡ଼ା.ଦାଶ୍ ବାଙ୍ଗାଲୁରୁ ସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲର ମୁଖ୍ୟ ରୂପେ କାର୍ଯ୍ୟରତ ଅଛନ୍ତି । ପୃଥିବୀର ଜଣେ ସୁନାମଧନ୍ୟ ହୃଦ
Read More...

‘କୃଷକ ପୋର୍ଟାଲ’ ମାଧ୍ୟମରେ ଚାଷୀଙ୍କ ମାଗଣା ପଞ୍ଜିକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର କୃଷି କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ "କୃଷକ ପୋର୍ଟାଲ" ମାଧ୍ୟମରେ ଚାଷୀଙ୍କ ମାଗଣା ପଞ୍ଜିକରଣ କରାଯାଉଛି । ନିକଟସ୍ଥ ମୋ ସେବା କେନ୍ଦ୍ରରେ ନାମ ତଥା ନିଜ ଜମିଜମା ସଂକ୍ରାନ୍ତ ତଥ୍ୟ ପଞ୍ଜିକରଣ କରନ୍ତୁ ଏବଂ ଫଳଚାଷ, ଫୁଲଚାଷ, ମତ୍ସ୍ୟଚାଷ ଓ
Read More...

ପୁଇଁନ୍ତଲା ଥାନାରେ ଜଣେ ଦୋଷୀଙ୍କୁ ୨୦ ବର୍ଷ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ନେଇ ଏସ୍‌ପିଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ଥାନାରେ ଜଣେ ଦୋଷୀଙ୍କୁ ୨୦ ବର୍ଷ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ନେଇ ଏସ୍‌ପି ନୀତିନ କୁଶଲକର ସୂଚନା ଦେଇଛନ୍ତି । ତେବେ ଏହା ପୋକ୍ସୋ କେସ sec ୬ ଅଧୀନରେ ହୋଇଥିବା ବେଳେ ପୁଇଁନ୍ତଲା ଥାନା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୯୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ ସହ ଧନ୍ୟବାଦ ଦେଲେ ‘ସୁବର୍ଣ୍ଣାଶ୍ରୀ’ର ବୋର୍ଡ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୁବନେଶ୍ୱରରେ 'ସୁବର୍ଣ୍ଣାଶ୍ରୀ' ଏକ ଏକ୍ସକ୍ଲୁସିଭ୍ ହ୍ୟାଣ୍ଡଲୁମ୍ ରିଟେଲ୍ ଆଉଟଲେଟ୍ ଉଦ୍‌ଘାଟନ ତା ୧୮/୦୯/୨୨ରେ ହୋଇଯାଇଛି । 'ସୁବର୍ଣ୍ଣାଶ୍ରୀ'ର ଏହି ବିଶେଷ ଏକ୍ସକ୍ଲୁସିଭ୍
Read More...

ବଜ୍ରାଘାତରେ ମହିଳା ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟ ତାଲାବେଲା ଗାଁରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ତାଲାବେଲା ଗାଁର ଶ୍ରାବଣୀ ମାଝି(୩୭) । ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ ତାଲାବେଲା ଗାଁର ଡ଼ମୃଧର
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଟାଉନ ବାଳିକା ହାଇସ୍କୁଲ ଠାରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗତକାଲି ଟାଉନ ବାଳିକା ହାଇସ୍କୁଲ ଠାରେ ସାଇବର କ୍ରାଇମ ଓ ସୋସିଆଲ ମିଡ଼ିଆର ଆପ ବ୍ୟବହାର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ
Read More...

ନାରୀ ଶକ୍ତି ଫାଉଣ୍ଡେସନ୍‌ ଦ୍ୱାରା ମାଗଣା ବୁଷ୍ଟର ଡୋଜ୍ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଦ୍ୱାରା ସମର୍ଥିତ ମାଗଣା ବୁଷ୍ଟର ଡୋଜ୍ କାର୍ଯ୍ୟକ୍ରମ ହାଟପଦାପଡା କମ୍ୟୁନିଟି ସେଣ୍ଟର ପରିସରରେ ନାରୀ ଶକ୍ତି ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ୨୪୫ ଜଣ ଟୀକା ନେଇଛନ୍ତି । ଏହି
Read More...