Daily Archives

ସାହାରପଡ଼ା ବ୍ଲକରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା

ପାଟଣା : ସାହାରପଡା ବ୍ଲକ ଅଞ୍ଚଳରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଗାନ୍ଧୀଜିଙ୍କ ଅହିଂସା ବାର୍ତ୍ତା ଧରି ଅହିଂସା ରଥ ବ୍ଲକ ଅଞ୍ଚଳରେ ପହଞ୍ଚିବା ପରେ ବିଧାୟକ ଜଗନ୍ନାଥ ନାଏକଙ୍କ ଉପସ୍ଥିତିରେ ରଥକୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଖଜୁରୀଡିହା ଉଚ୍ଚ ବିଦ୍ୟାଳୟଠାରେ
Read More...

ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳାଙ୍କ ଜରାୟୁ ଓ ଗର୍ଭାଶୟ ସମସ୍ୟାର ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ରାଉରକେଲା ସରକାରୀ ଡାକ୍ତରଖାନା ଠାରେ ଆୟୋଜିତ ହୋଇଯାଇଛି । କ୍ଲବର ସଭାପତି ଡ. ମୀନତି ପଣ୍ଡା ସ୍ୱାଗତ ଭାଷଣ ଦେବାସହ
Read More...

ଯାଦବ ମହାସଭା ପକ୍ଷରୁ ସମିତି ସଭ୍ୟା ସମ୍ବର୍ଦ୍ଧିତ

ପାଟଣା : ଜିଲ୍ଲା ସଂସ୍କୃତି ଭବନରେ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସଭାପତି ପ୍ରଦୀପ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବରେ ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ସମିତି ସଭ୍ୟା ତଥା ନାରୀ ନେତ୍ରୀ ଦମୟନ୍ତୀ ବାରିକଙ୍କୁ ତାଙ୍କର ଯାଦବ ସମ୍ପ୍ରଦାୟ ପ୍ରତି
Read More...

ଇସ୍ପାତ ମାର୍କେଟରେ ସୁଇଟ ଆଣ୍ଡ ସ୍ନାକ୍ସ ଦୋକାନ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ମାର୍କେଟଠାରେ ବୃନ୍ଦାବନ ସୁଇଟ୍ସ ଆଣ୍ଡ ସ୍ନାକ୍ସ ଦୋକାନ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଦୋକାନରେ ସୁଲଭ ମୂଲ୍ୟରେ ମିଷ୍ଟାନ୍ନ ସହ ମିକ୍ସଚର ଇତ୍ୟାଦି ଉପଲବ୍ଧ ହେବ ବୋଲି ସତ୍ୱାଧିକାରୀ ହିମାଂଶୁ
Read More...

ନିଟ୍‌ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ହେମକାନ୍ତ ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ବରଗଡ଼ ଜିଲ୍ଲା ସୋହେଲା ନିକଟସ୍ଥ ହୀରାପାଲି ଗ୍ରାମର ବାଉସେନମୁରା ପଂଚାୟତ ହେମକାନ୍ତ ସାହୁ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କରୁ ୬୬୦ ମାର୍କ ରଖି ସେ ଜିଲ୍ଲା ତଥା ଓଡ଼ିଶା ପାଇଁ ଗୌରବ
Read More...

ଧର୍ମ ପରାୟଣା ମହିଳାଙ୍କ ପ୍ରଥମ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ତଥା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷେତ୍ରିୟ ମହାସଭାର ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଧର୍ମପତ୍ନୀ ଶାନ୍ତିଲତା ପାତ୍ରଙ୍କ ସ୍ମୃତିଚାରଣ ସଭା ସେକ୍ଟର ୩ ସ୍ଥିତ ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହରର ପ୍ରମୁଖ ବ୍ୟକ୍ତିମାନେ
Read More...

କେନ୍ଦୁଝର ଜିଲ୍ଲାରେ ସଫଳ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେନ୍ଦୁଝର ଜିଲ୍ଲାରେ ଅହିଂସା ରଥ ସଫଳ ପରିକ୍ରମା କରିଛି । ଗତକାଲି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିବା ବେଳେ ଆନନ୍ଦପୁର ପୌରାଞ୍ଚଳରେ ଛାତ୍ରଛାତ୍ରୀଙ୍କ ବିଶାଳ ପଦଯାତ୍ରା ଦେଖିବାକୁ ମିଳିଥିଲା । ଆଜି ଦୁଇଟି ରଥ ମୟୁରଭଞ୍ଜ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୨ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୯୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୯ ଜଣ
Read More...

ଭଗବାନ ମିଶ୍ର ସ୍ମୃତି ସମିତି ତରଫରୁ ବୁଦ୍ଧଦେବ ପ୍ରଧାନଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଭଗବାନ ମିଶ୍ର ସ୍ମୃତି ସମିତି ତରଫରୁ ବିଶିଷ୍ଟ ନାଟ୍ୟକାର, ଶିକ୍ଷାବିତ, ନିର୍ଦ୍ଦେଶକ ତଥା ଜାତୀୟ ପୁରଷ୍କାରପ୍ରାପ୍ତ ସ୍ୱର୍ଗତ ବୁଦ୍ଧଦେବ ପ୍ରଧାନଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ସମିତିର
Read More...

ପ୍ରଶିକ୍ଷଣ ଓ ଜ୍ଞାନ ସଂସ୍କାରରେ ଯୋଗ ଦେଲେ ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ଲଲିତ ଜଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ତଥା କଳାକାର ମହାସଂଘ ସାଧାରଣ ସମ୍ପାଦକ ଲଲିତ ଜଗତ ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପଠାରେ ଓଡିଶା ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ହୋଇଥିବା ବ୍ଲକ କଳା
Read More...