Daily Archives

ଘର ଉପରେ ଗଛ ପଡ଼ି ୩ ଆହତ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଗରଡମା ଗାଁରେ ଘର ଉପରେ ଗଛ ପଡ଼ି ୩ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା ବେଳେ ଗତକାଲି ରାତିରେ ବର୍ଷା ସହ ପବନ
Read More...

ସମ୍ବଲପୁରକୁ ରାଜସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ ପୁରସ୍କାର

ସମ୍ବଲପୁର : ଭାରତ ସ୍କାଉଟ୍ସ ଓ ଗାଇଡର ଓଡ଼ିଶା ରାଜ୍ୟ ଶାଖା ଆନୁକୂଲ୍ୟରେ ପୂର୍ବତନ ରାଜ୍ୟ ସଭାପତି ବସନ୍ତ ବିଶ୍ୱାଳଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ସମ୍ମାନଜନକ ପୁରସ୍କାର ଚଳିତ ବର୍ଷ ସମ୍ବଲପୁର ଜିଲାକୁ ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବ ରାଜଧାନୀ ଭୁବନେଶ୍ୱରଠାରେ ଆୟୋଜିତ
Read More...

ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ ସହାୟତା ବଣ୍ଟନ

ତିଗିରିଆ : ତିଗିରିଆ ବ୍ଲକରେ ମହିଳାମାନଙ୍କୁ ଆର୍ଥିକ ଦିଗରେ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ମିଶନ ଶକ୍ତି ଯୋଜନା ଜରିଆରେ ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପ୍ରଣବ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲିଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ୯ଟି ଆଦର୍ଶ ବିଦ୍ୟାଳୟରେ ପୂର୍ବରୁ
Read More...

ଯୁବ ପ୍ରକୃତି ବନ୍ଧୁଙ୍କ ବୃକ୍ଷ ରୋପଣ ଓ ସଚେତନତା

ତିଗିରିଆ : ତିଗିରିଆ ବ୍ଲକ ଅନ୍ତର୍ଗତ ସୋମପଡ଼ା ଗ୍ରାମର ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ଯୁବ ସମାଜସେବୀ ଶ୍ରୀକ୍ଷେତ୍ର ଚନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ଏକ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ନିଜ ଗ୍ରାମ ସୋମପଡ଼ାରେ ପଡ଼ିଆ ପଡ଼ିଥିବା ବିଭିନ୍ନ ସରକାରୀ
Read More...

ରାସ୍ତାକଡ଼ରୁ ଝୁଲନ୍ତା ଗଳିତ ଶବ ଉଦ୍ଧାର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଥାନା ଧାମନ ଡ଼ଙ୍ଗା ମୁଖ୍ୟ ରାସ୍ତକଡ ପ୍ରାୟ ୧୦୦ ମିଟର ଦୂର ଗୋଟିଏ ଗଛ ବୁଦା ମୂଳରୁ ଏକ ଗଳିତ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି । କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ଶବ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣି
Read More...

ମେଘା ସ୍ୱାସ୍ଥ୍ୟ ସେକ୍ଟରରେ ସ୍ୱଚ୍ଛ ବାୟୁ ଦିବସ ପାଳିତ

ଆଠଗଡ଼ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସ୍ୱାସ୍ଥ୍ୟ ସେକ୍ଟର ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତର ରାଧାଗୋବିନ୍ଦପୁର ଗ୍ରାମରେ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ ପାଳନ ଅବସରରେ ଜନ ସଚେତନତା ସୃଷ୍ଟି କରାଯାଇଛି । ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ
Read More...

ଆମ ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତାପ୍ରଧାନ) : ସେକ୍ଟର ୧୯ ଥାନା ପ୍ରଭାରୀ ଭାବେ ମାନସ ବାରିକ ଯୋଗ ଦେବା ପରେ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଆମ ପୁଲିସ ତରଫରୁ ପଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌ପି ସଂଗ୍ରାମ କେଶରୀ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ଆମ
Read More...

ରାଉରକେଲାରେ ଖେଳା ଯିବ ୮ରୁ ୧୨ଟି ଲିଗ୍‌ ମ୍ୟାଚ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ-୨୦୨୩ର ଅନ୍ୟତମ ଆୟୋଜନ ସ୍ଥାନ ଭାବେ ରାଉରକେଲା ସ୍ଥାନ ପାଇଛି । ରାଉରକେଲାରେ ନିର୍ମିତ ବିର୍ଶା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମରେ ହକି ବିଶ୍ୱକପ୍‌ର କିଛି ମ୍ୟାଚ ଖେଳାଯିବ । ଏଠାରେ ୮ରୁ ୧୨ଟି ଲିଗ୍‌ ମ୍ୟାଚ
Read More...

ଅହିଂସା ରଥକୁ ପାଟଣାରେ ସ୍ୱାଗତ

ପାଟଣା : ସମଗ୍ର ରାଜ୍ୟ ପରିକ୍ରମାରେ ଥିବା ଅହିଂସା ରଥକୁ ଘଟଗାଁ ଏବିଡିଓ ଚିତ୍ତରଞ୍ଜନ ନାୟକ ମଲ୍ଲୀପଶିଠାରେ ପାଟଣା ବ୍ଲକ ପ୍ରଶାସନକୁ ଦାୟିତ୍ଵରେ ଛାଡ଼ିଥିବା ବେଳେ ଏଠାରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ଏକ ବିଶାଳ ସମୁଦାୟ ପକ୍ଷରୁ
Read More...