Daily Archives

ପାଟଣାଗଡ଼ରେ ଗନ୍ଧମାଳୀ ସମାଜର ଜିଲ୍ଲା ସ୍ତରୀୟ ଦ୍ଵିତୀୟ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ

ଗନ୍ଧମାଳୀ ସମାଜକୁ ଓବିସି ଭୁକ୍ତ କରିବାକୁ ଦାବୀଆଗାମୀ ଦିନରେ ଦାବୀ ପୂରଣ ନ ହେଲେ ଦୁର୍ବାର ଆନ୍ଦୋଳନ କରିବାକୁ ଚେତାବନୀ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ରାମପୁର ସ୍ଥିତ ରାମେଶ୍ଵର ବାବା ମନ୍ଦିର ପ୍ରାଙ୍ଗଣଠାରେ ଗନ୍ଧମାଳୀ ସମାଜର ଜିଲ୍ଲା ସ୍ତରୀୟ ଦ୍ଵିତୀୟ କାର୍ଯ୍ୟକାରଣୀ
Read More...

ଶାନ୍ତିପଡ଼ା ଛକରେ ବୁଲୁଛି ମାନସିକ ରୋଗୀ ଗୌତମ : ଭୋକ ହେଲେ ବୋବାଲ୍‌ କରି ଫଟେଇ ଦେଉଛି ଅଂଚଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାନ୍ତିପଡ଼ା ଛକରେ ବୁଲୁଛି ମାନସିକ ରୋଗୀ ଗୌତମ । ଗୌତମକୁ ଆନୁମାନିକ ୩୨/୩୫ ବର୍ଷ ବୟସ ହେବ । ଚୁପ୍‌ଚାପ୍‌ ଏଣେତେଣେ ବୁଲୁଥାଏ । ଯେଉଁଠି ଯାହା ମିଳେ ଖାଏ । ଭୋକ ହେଲେ କିନ୍ତୁ ସମ୍ଭାଳି ପାରେନି । ବୋବାଲ୍‌ କରି ଫଟେଇ ଦିଏ ସାରା ଅଂଚଳ । ଏଭଳି ଧାଁ ଦଉଡ଼
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଆଠମଲ୍ଲିକ : ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର ଟକବା ଗ୍ରାମର ଅମୁଲ୍ୟ ପୃଷ୍ଟିଙ୍କୁ ଏକ ଭାଲୁ ଆକ୍ରମଣ କରିଛି । ସୂଚନାନୁଯାୟୀ, ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର ଟକବା ଗ୍ରାମର ଅମୁଲ୍ୟ ପୃଷ୍ଟି ଆଜି ତାଙ୍କ ବାଡ଼ି ପଛ
Read More...

କନ୍ଧପାଲିରେ ସୀତାଚୋରୀ ନାଟକ ପରିବେଷଣ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ରାତିରେ ଦେଓଗାଁ କଛାରପାଲି ଅନ୍ତର୍ଗତ କନ୍ଧପାଲିରେ ନାଗବାଚା ଅବସରରେ ସାହୁପଡ଼ାର ରାମଲୀଳା କମିଟି ପକ୍ଷରୁ ସୀତାଚୋରି ନାଟକ ପରବେଷଣ ହୋଇଯାଇଛି ।
Read More...

ଅସହାୟ ଦୁର୍ଘଟଣାଗ୍ରସ୍ତ ବରିଷ୍ଟ ନାଗରିକକୁ ଉଦ୍ଧାର କରି ଚିକତ୍ସା ପାଇଁ ପଠାଇଲେ ସମାଜସେବୀ

କଳାହାଣ୍ଡି, (ପି.କେ. ସାହୁ) : ଅସହାୟ ଦୁର୍ଘଟଣାଗ୍ରସ୍ତ ବରିଷ୍ଟ ନାଗରିକକୁ ଉଦ୍ଧାର କରି ଚିକତ୍ସା ପାଇଁ ପଠାଇଲେ ସମାଜସେବୀ । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତର ସମାଜସେବୀ ତଥା ସରପଞ୍ଚ ଭାରତୀ ସୁନାଙ୍କ ସ୍ୱାମୀ ଭୁପିନ୍ଦର ସୁନା ଏକ ଅସହାୟ
Read More...

ହାତୀପଲଙ୍କ ଉପଦ୍ରବ : ନଷ୍ଟ କରିଦେଲେ ଏକର ଏକର ଧାନ ଫସଲ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ କୃଷ୍ଣପୁର ଓ କରମଙ୍ଗି ଗାଁରେ ୩୦ ଟିକିଆ ହାତୀପଲଙ୍କ ଉତ୍ପାତ । ଏକର ଏକର ଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବିମଳା ଫରେଷ୍ଟ ବିଟ୍ କୃଷ୍ଣପୁର ଓ କରମଙ୍ଗି ଗାଁରେ ୩୦ ଟିକିଆ
Read More...

ଗୁଡେଶିରା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଦୀର୍ଘ ଦୁଇବର୍ଷ ବ୍ୟବଧାନ ପରେ ପ୍ରତ୍ୟେକ ମଣ୍ଡପରେ ମହାସମାରୋହରେ ପାଳନ ହେବାକୁ ଯାଉଛି ଚଳିତ ବର୍ଷ ଦୁର୍ଗାପୂଜା । ଏଥିପାଇଁ ପ୍ରତ୍ୟେକ ପୂଜା କମିଟି ତତ୍ପରତା ଦେଖାଇଛନ୍ତି । ବରଗଡ଼ ସହରରେ ପ୍ରାୟତଃ ୨୫ଟି ମଣ୍ଡପରେ ଦୁର୍ଗାପୂଜା ହେଉଥିବା ବେଳେ ସହର ଆଖପାଖ
Read More...

ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରୁ ନକଲି ବିଦେଶୀ ମଦ ଜବତ । ବେଆଇନ ମଦ ପ୍ରସ୍ତୁତ ୟୁନିଟ୍ ଉପରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣରେ ନକଲି ମଦ ଜବତ କରିଛି । ଗତ କିଛି ଦିନ ହେଲା ଏଠାରେ ଏଭଳି ମଦ ପ୍ରସ୍ତୁତ କରି ବ୍ୟବସାୟୀ
Read More...

ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ଖଟିଖିଆ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଖଟିଖିଆ ସଂଘ ତରଫରୁ ଗତ ୨୩ ତାରିଖରୁ ଝାରବନ୍ଧ ବ୍ଲକ ସାମ୍‌ନାରେ ଦୀର୍ଘ ୧୭ ଦିନ ଧରି ଆନ୍ଦୋଳନ ଚାଲୁଥିଲା । ପେକ୍ସରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି, ଆବାସ ଯୋଜନା ବିନା ଘର କରି ପଇସା ଉଠାଇବା, ମନରେଗା ଯୋଜନାରେ ଯିଏ କାମ କରି ନାହାନ୍ତି ତାଙ୍କ ନାଁରେ
Read More...

୯୬ ବର୍ଷରେ କ୍ଵିନ୍ ଏଲିଜାବେଥ୍‌ଙ୍କ ପରଲୋକ

ନୂଆଦିଲ୍ଲୀ : ବ୍ରିଟେନ ମହାରାଣୀ ଏଲିଜାବେଥ୍‌ଙ୍କ ୯୬ ବର୍ଷରେ ପରଲୋକ ଘଟିଛି । ଗୁରୁବାର ରାତିରେ ସ୍କଟଲାଣ୍ଡର ବାଲମୋରାଲ ମହଲରେ ଏଲିଜାବେଥ୍‌ଙ୍କର ପରଲୋକ ଘଟିଥିବା ରାଜ ପରିବାର ପକ୍ଷରୁ ଘୋଷଣା କରାଯାଇଛି । ଏଲିଜାବେଥ୍‌ ଦ୍ୱିତୀୟଙ୍କ ଦେହାନ୍ତ ପରେ ଅପରେସନ ୟୁନିକର୍ଣ୍ଣ ଆରମ୍ଭ ହୋଇଯାଇଛି ।
Read More...