Daily Archives

ନୀଳ ଆକାଶ ସ୍ୱଚ୍ଛ ବାୟୁ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୀଳ ଆକାଶ ତଳେ ସ୍ୱଚ୍ଛ ବାୟୁ ପାଇଁ ଯଥେଷ୍ଟ ଚାରା ରୋପଣର ଆବଶ୍ୟକତା ଜରୁରୀ ବୋଲି ପରିବେଶ ବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀ ଆନ୍ତର୍ଜାତୀୟ ନୀଳ ଆକାଶ ସ୍ୱଚ୍ଛ ବାୟୁ ଦିବସରେ ମତ ରଖିଛନ୍ତି । ସୁସ୍ଥ ରହିବା ପାଇଁ ଉତ୍ତମ ତଥା ସ୍ୱଚ୍ଛ ବାୟୁ ଦରକାର ।
Read More...

ଡ୍ରାଇଭର ମହାସଙ୍ଘର ମହତ କାର୍ଯ୍ୟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କଥାରେ ଅଛି ରକ୍ତଦାନ ମହାପୂଣ୍ୟ । ଉକ୍ତ ଉକ୍ତିକୁ ସାର୍ଥକ କରିଛନ୍ତି ଓଡିଶା ଡ୍ରାଇଭର ମହାସଙ୍ଘ । ଦାରିଙ୍ଗବାଡ଼ି ଅଞ୍ଚଳର ୩ ଅସହାୟ ଗୁରୁତର ମହିଳା ରୋଗୀମାନଙ୍କୁ ରକ୍ତର ଆବଶ୍ୟକତା ରହିଥିବା ବେଳେ ବ୍ରହ୍ମପୁର ବଡ ମେଡିକାଲରେ ଅନିଶ୍ଚିତତା ମଧ୍ୟରେ
Read More...