Monthly Archives

August 2022

ସ୍ୱାଧୀନତା ଦିବସ ୨୦୨୨ ଉପଲକ୍ଷେ ୧୦୮୨ ପୁଲିସ କର୍ମୀଙ୍କୁ ମିଳିଲା ପଦକ

• ଓଡ଼ିଶାର ୨ ପୁଲିସ କର୍ମୀଙ୍କୁ ସାହସିକତା ପାଇଁ ପୁଲିସ ପଦକ• ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇଲେ ଓଡ଼ିଶାର ୨ ପୁଲିସ ଅଧିକାରୀ• ୧୧ ଜଣ ଓଡ଼ିଶା ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ନୂଆଦିଲ୍ଲୀ, (ପିଆଇବି) : ସ୍ୱାଧୀନତା ଦିବସ, ୨୦୨୨ ଉପଲକ୍ଷେ ଦେଶର…
Read More...

ଗଣ୍ତାବାହାଲି ମେହେର ସମାଜ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଗଣ୍ତାବାହାଲି ମେହେର ସମାଜ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୦ତମ ଜନ୍ମଜୟନ୍ତୀ ସ୍ଥାନୀୟ କଲ୍ୟାଣ ମଣ୍ତପ ପରିସରରେ ରବିବାର ସମାରୋହରେ ପାଳିତ ହୋଇଯାଇଛି । ସମାଜ ସମିତିର ସଭାପତି ମହେଶ୍ୱର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଛତ୍ରପୁର ସହରରେ ଏକ ସାରସ୍ୱତ ସାମାରୋହରେ କିଚେନ-୯୯ ମେଗା ରେଷ୍ଟୁରାଣ୍ଟ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯୁଗର ପରିବର୍ତ୍ତନ ଅନୁଯାୟୀ ଲୋକଙ୍କ ଚାଲିଚଳନ ଓ ଖାଦ୍ୟପେୟର ମଧ୍ୟ ପରିବର୍ତ୍ତନ ହେବାରେ ଲୋକଙ୍କ ରୁଚି ରହିଛି । ସୁଲଭ ମୂଲ୍ୟରେ ସ୍ୱାଦିଷ୍ଟ ଖାଦ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ ଏଠାରେ ଏକ ମୋଡେଲିଙ୍ଗ ହୋଟେଲ ଖୋଲିଯାଇଛି । ରବିବାର ଅପରାହ୍ନରେ…
Read More...

ଛତ୍ରପୁର ମହିଳା ମହାବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ସଫଳ ରୂପାୟନ ଲାଗି ଛତ୍ରପୁର ମହିଳା ମହାବିଦ୍ୟାଳୟ ପକ୍ଷରୁ ମୋ କଲେଜ ଅଭିଯାନ ଓ ଜାତୀୟ ସେବା ସଂସ୍ଥା ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ଆମନ୍ତ୍ରିତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଛତ୍ରପୁରଠାରେ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପବିତ୍ର ୭୬ତମ ସ୍ୱାଧୀନତା ଦିବସ ସମାରୋହରେ ବିଜ୍ଞାନ ଏବଂ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅଭିବାଦନ ଗ୍ରହଣ କରିବେ ।…
Read More...

ଯୁବକ ସଙ୍ଘ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଯାତ୍ରା

ବୌଦ୍ଧ, (ବଂଶୀଧର ମାଝୀ) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଅମୃତ ମହୋତ୍ସବ ପାଳନ କରୁଛି । ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ଅଗଷ୍ଟ ୧୩ରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରତି ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ…
Read More...

ବିଜେଡି ଗଠନର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ଆନନ୍ଦ ମଣ୍ଡପଠାରେ ଆଜି ବିଜୁ ଜନତା ଦଳ ବରଗଡ଼ ଜିଲ୍ଲା ମହିଳା ଶାଖ ପକ୍ଷରୁ ରକ୍ତଦାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମହିଳା ଶାଖାର ଅନ୍ୟତମ ସଦସ୍ୟା ତଥା ରାଜ୍ୟ ସରକାରଙ୍କ ବୟନ ଓ ହସ୍ତତନ୍ତ, ହସ୍ତଶିଳ୍ପ ମନ୍ତ୍ରୀ…
Read More...

ଲଗାଣ ବର୍ଷାରେ ଭୁଷୁଡିଲା ଘର : ପଶିଲା ପାଣି, ଭାଙ୍ଗିଲା କାନ୍ଥ

ପାଟଣାଗଡ, (ଗୋରେଖନାଥ ବରିହା) : ଗତ କିଛି ଦିନ ହେବ ପାଟଣାଗଡ ଅଚଂଳରେ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଜମି ବିଲ, ନାଳ, ନଦୀ, ପୋଖରୀ ଉଛୁଲିବାକୁ ଲାଗିଲାଣି । ପାଟଣାଗଡ ଏନସିଏସି ଅଞ୍ଚଳ ଓ ଗ୍ରାମାଞ୍ଚଳ ମାନଙ୍କରେ ବର୍ଷା ଯୋଗୁଁ ଘରକୁ ପାଣି ପଶିବା ସହ କାନ୍ଥ ଭୁଷୁଡିବାର ଖବର…
Read More...

ଲଗାଣ ବର୍ଷାରେ ବଲାଙ୍ଗିର ସହରର ଅବସ୍ଥା ବେହାଲ : ଶାସ୍ତ୍ରୀନଗରରେ ଲୋକଙ୍କ ଘରକୁ ପଶିଲା ବର୍ଷା ଜଳ, ପୌରାଧ୍ୟକ୍ଷା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷାରେ ବଲାଙ୍ଗିର ସହରର ଅବସ୍ଥା ବେହାଲ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଶାସ୍ତ୍ରୀନଗରରେ ଲୋକଙ୍କ ଘରକୁ ବର୍ଷା ଜଳ ପଶିଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଥିବା ସମୟରେ ପୌରାଧ୍ୟକ୍ଷା ଲିକା ସାହୁ ଅଂଚଳରେ ପହଂଚି ଲୋକଙ୍କ…
Read More...

ସୁବଳୟା ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ପ୍ରତିଷ୍ଠା ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ପଞ୍ଚାୟତର ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ସିଏଚ୍‌ ସୁଧାକରଙ୍କ ସଭାପତିତ୍ୱରେ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟପାଳ…
Read More...