Monthly Archives

August 2022

ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକରେ କେନ୍ଦ୍ରମନ୍ତ୍ରୀ

ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ମଜବୁତ୍ କରିବାରେ ଶିକ୍ଷା ଏକ ପ୍ରମୁଖ ସ୍ତମ୍ଭ - ଧର୍ମେନ୍ଦ୍ର ପ୍ରଧାନ• ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ପରିଷଦର ଷଷ୍ଠ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସହ-ଅଧ୍ୟକ୍ଷତା• ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଓ ଖଣ୍ଡୁଆ ପାଟ ପ୍ରଦାନ
Read More...

ରାଜ୍ୟସଭା ସାଂସଦଙ୍କ ଅନ୍ୱେଷା ଛାତ୍ରାବାସ ଓ ଡାକ୍ତରଖାନା ପରିଦର୍ଶନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସ୍ଥିତ ଅନ୍ୱେଷା ଛାତ୍ରାବାସକୁ ଅଚାନକ ପରିଦର୍ଶନ କରିଥିଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ଛାତ୍ରଛାତ୍ରୀଙ୍କୁ ଅସୁବିଧା, ସୁବିଧା ପଚାରି ବୁଝିବା ସହ ଶୟନ କକ୍ଷ, ପାଇଖାନା, ରୋଷେଇ ଶାଳା, ଖାଇବା କକ୍ଷ, ଛାତ୍ରାବାସ ଚତୁପାର୍ଶ୍ୱ ବୁଲି
Read More...

୪ ଗୋଟି ଗୁଡ଼ ସାମରିଟନ ପଲିସିରେ ୫ ଜଣଙ୍କୁ ପୁରସ୍କୃତ

୪ଟି ଦୁର୍ଘଟଣାରେ ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା ଲେଖାଏଁ ଅର୍ଥରାଶି ସହ ପ୍ରମାଣ ପତ୍ର ପ୍ରଦାନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ସୁବର୍ଣ୍ଣପୁର, (ସର୍ଜନ ବାରିକ) : ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣ ମନ୍ତ୍ରୀ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଗୁଡ଼
Read More...

ନାବାଳିକାକୁ ଅସଦାଚରଣ ମାମଲାରେ ଜଣେ ଗିରଫ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଅଧିନ ବୁର୍ଡା ଗ୍ରାମରେ ଜଣେ ନାବାଳିକାକୁ ଅସଦାଚରଣ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଥାନା କେସ୍‌ ନଂ-୨୬୭/୩୫୪-ଏ, ୩୫୪ ଆଇପିସି ପୋକସୋ ଆକ୍ଟରେ ଅଭିଯୁକ୍ତ ସୁବାସ ଚନ୍ଦ୍ର ସାହୁଙ୍କୁ ଆଜି ପୋଲିସ ଗିରଫ କରି ବଲାଙ୍ଗିର
Read More...

ଖାଉଟି ଅଧିକାର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ଅହିରାବନ୍ଧ ସ୍ଥିତ ଖଡ଼ଗ ଭବନଠାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନରେ ରହିଥିବା ସୁନ୍ଦରଗଡ଼ ଜିଲ୍ଲା ବୈଧ ମାପ ବିଜ୍ଞାନ ଓ ରାଜ୍ୟସ୍ତରୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗର ମିଳିତ ଆନୁକୂଲ୍ୟରେ ଖାଉଟି ସୁରକ୍ଷା ସଚେତନତା
Read More...

ବଲାଙ୍ଗିର ଦିନ୍‌ ପାଇଁ ପ୍ରସ୍ତୁତି ବୈଠକ

ମା', ମାଟି ଓ ମହକକୁ ନେଇ ପ୍ରକାଶ ପାଇବ ସ୍ୱତନ୍ତ୍ର ସ୍ମରଣିକା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତବର୍ଷ ପରି ଏ ବର୍ଷ ମଧ୍ୟ ନଭେମ୍ବର ୧ରେ ବଲାଙ୍ଗିର ଦିନ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବ । ମା' ମାଟିର ଏହି ଉତ୍ସବକୁ ନେଇ ଗତ ବର୍ଷ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।
Read More...

ହୋଟେଲ ବ୍ୟବସାୟୀ ଇଶ୍ୱର ଚନ୍ଦ୍ର ଶର୍ମାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରବିବାର ରାତିରେ ହୋଟେଲ ବ୍ୟବସାୟୀ ଇଶ୍ୱର ଚନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ଶର୍ମା ସହରର ଏଡିବି ବ୍ୟାଙ୍କ ନିକଟସ୍ଥ ଜଣାଶୁଣା ଶର୍ମା ହୋଟେଲ ମାଲିକ ଥିଲେ । ବିଗତ କିଛି ସମୟ ହେବ ସେ ଶଯ୍ୟାଶାୟୀ ଥିବା ବେଳେ ଗତକାଲି ଭୀମ ଭୋଇ ମେଡିକାଲରେ
Read More...

ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ କାର୍ୟ୍ୟାଳୟଠାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଏସ୍‌ପି ନିତିନ
Read More...

ପଦ୍ମପୁର ସହର ଭେଉଁରିଆ ଛକ ନିକଟରେ ରାସ୍ତା ଅବସ୍ଥା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ଆଖପାଖ ଅଞ୍ଚଳର ଏକ ବାଣିଜ୍ୟ ପେଣ୍ଠସ୍ଥଳୀ ଅଟେ । ଆଖପାଖ ଅଞ୍ଚଳରୁ ଲୋକେ ଏହି ସହରକୁ ବିଭିନ୍ନ ପ୍ରକାର ଆବଶ୍ୟକୀୟ ଜିନିଷ କିଣିବାକୁ ଆସିଥାନ୍ତି । ଲୋକମାନେ କୋର୍ଟ, କଚେରୀ ତଥା ଡାକ୍ତରଖାନାକୁ ଏହି ଅଞ୍ଚଳରୁ ଆସିଥାନ୍ତି । କିନ୍ତୁ ପଦ୍ମପୁର
Read More...

ଗାଇସିଲେଟ ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶଙ୍କ ଉପସ୍ଥିତିରେ ବ୍ଲକ
Read More...