Daily Archives

କ.ନୂଆଗାଁରେ ଅହିଂସା ରଥକୁ ସ୍ୱାଗତ

କ.ନୂଆଗାଁ : କନ୍ଧମାଳ ଜିଲ୍ଲାରେ ପହଞ୍ଚିଥିବା ଅହିଂସା ରଥକୁ କ.ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ ସାରଙ୍ଗଡ ଥାନା ପାଖରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ପ୍ରଶାସନ ଅଧିକାରୀ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଉପସ୍ଥିତ ରହି ରଥକୁ ପୂଜା ଅର୍ଚ୍ଚନା କରି ସ୍ୱାଗତ କରିଥିଲେ। ରଥରେ
Read More...

୨୮ରେ ଜେଇଇ ଆଡଭାନ୍ସଡ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ଆଇଆଇଟି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଆସନ୍ତା ୨୮ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡ଼ଭାନ୍ସଡ ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀଙ୍କ ନିମନ୍ତେ ମଙ୍ଗଳବାରଠାରୁ ଜେଇଇ ଆଡ଼ଭାନ୍ସଡ ୱେବ୍‌ସାଇଟ୍‌ରେ ଆଡ଼ମିଟ୍‌ କାର୍ଡ ଉପଲବ୍ଧ ହୋଇଛି ।
Read More...

ସ୍ଵରୋଜଗାର କ୍ରାନ୍ତିର କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ମହିଳା ଶକ୍ତି ଟ୍ରଷ୍ଟ ପକ୍ଷରୁ ବରଗଡ ଜିଲ୍ଲାପାଳଙ୍କୁ ଦାବୀପତ୍ର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଭାରତୀୟ ମହିଳା ଶକ୍ତି ଟ୍ରଷ୍ଟ ଓ ଡିଏମଭିଭି ମହିଳା ଶକ୍ତି ଫାଉଣ୍ଡେସନ ତରଫରୁ ଗ୍ରାମାଞ୍ଚଳରେ ଥିବା ଅସହାୟ, ବିଧବା, ବିକଳାଙ୍ଗ, ଅବହେଳିତ ମହିଳାମାନଙ୍କୁ ଆତ୍ମ ନିର୍ଭର କରି ସ୍ଵରୋଜଗାର କ୍ରାନ୍ତି ଯୋଜନାରେ ହେବାକୁ ଥିବା କାର୍ଯ୍ୟ ଆରମ୍ଭ
Read More...

ବନବିଭାଗ କାର୍ଯ୍ୟାଳୟକୁ ଯାଇ ପଥର ମାଡ ଓ ହତ୍ୟା ଧମକ ଅଭିଯୋଗ : ୩ ଗିରଫ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବନବିଭାଗ କାର୍ଯ୍ୟାଳୟକୁ ଯାଇ ଶାଗୁଆନ ଗଛ ଚୋରମାନେ ପ୍ରଦୀପ ଶର୍ମା କଣ୍ଟାବାଞ୍ଜି, ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମେରଚୁଆର ରାଜେଶ ତରିଆ ଓ ଲୋକନାଥ ନାଗ ବନବିଭାଗ କର୍ମଚାରୀମାନଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରି
Read More...

ଘନାମହୁଲ ଗାଆଁରୁ ଜାମୁଟଜୁରୀ ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବୁରୋମାଲ ଅନ୍ତର୍ଗତ ଘନାମହୁଲ ଗାଁରେ ପଞ୍ଚାୟତ ପକ୍ଷରୁ ସୂଚନା ଫଳକ ଦିଅଯାଇଛି । ସୂଚନା ଫଳକରେ ବିଜୁ କେବିକେ ଯୋଜନାରେ ଘନାମହୁଲ ଗାଆଁରୁ ଜାମୁଟଜୁରୀ ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଅଟକଳ ଖର୍ଚ୍ଚ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୪ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧୯୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ
Read More...

ଅଗଷ୍ଟ ୨୫ତାରିଖ ଦିନ ସ୍ମାର୍ଟ ଇଣ୍ଡିଆ ହାକାଥନ

୨୦୨୨ର ଭବ୍ୟ ଉଦ୍ୟାପନ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀଭବ୍ୟ ସମାରୋହରେ ଦେଶର ୭୫ଟି କେନ୍ଦ୍ରରୁ ୧୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେଉଦ୍ୟାପନୀ ସମାରୋହରେ ୨୯୦୦ ବିଦ୍ୟାଳୟ ୨୨୦୦ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀ ୫୩ଟି କେନ୍ଦ୍ରୀୟ ମନ୍ତ୍ରଣାଳୟର ୪୭୬ଟି
Read More...

ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

• ଡିଆରଡିଓ ଏବଂ ଭାରତୀୟ ନୌସେନା ଦ୍ୱାରା ଓଡ଼ିଶା ଉପକୂଳରେ ସମ୍ପନ୍ନ ହେଲା ଫ୍ଲାଇଟ୍ ଟେଷ୍ଟ ଭୁବନେଶ୍ୱର, (ପିଆଇବି) : ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ୨୩ ଅଗଷ୍ଟ, ୨୦୨୨ରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ
Read More...

ଝାରବନ୍ଧ ଖଟିଖିଆ ସଂଘର ଆନ୍ଦୋଳନ ଜାରି

ମାମଲା ରୁଜୁ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ବନ୍ଦ ହେବ ନାହିଁ : ଖଟିଖିଆ ସଂଘ ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଳଛାୟା ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ନକରି ବ୍ଲକରୁ ଟଙ୍କା ଉଠାଇ ନେବା, ବିନା ଜମି ବାଡିରେ ଡଭା ସେବା ସମବାୟ ସୋସାଇଟିରେ କୋଟି କୋଟି ଟଙ୍କାର ଋଣ ଦେବାରେ
Read More...

ମେଲବୋର୍ଣ୍ଣଠାରେ ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନାଚକ୍ରରେ କେନ୍ଦ୍ରମନ୍ତ୍ରୀ

ଶିକ୍ଷା, ନବସୃଜନ, ଷ୍ଟାର୍ଟଅପ୍କ୍ଷେତ୍ରରେ ବ୍ୟାପକ ସଂସ୍କାର ଭାରତ ପାଇଁ ଅଭୂତପୂର୍ବ ସୁଯୋଗ ଆଣିଛି- ଧର୍ମେନ୍ଦ୍ର ପ୍ରଧାନ• ଅଷ୍ଟ୍ରେଲିଆର ଦକ୍ଷତା ଏବଂ ତାଲିମ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା• ଭାରତ ଆସିବା ପାଇଁ ଅଷ୍ଟ୍ରେଲିଆର ଦକ୍ଷତା ଏବଂ ତାଲିମ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ
Read More...