Monthly Archives

June 2022

ଜେଏସ୍‌ଏମ୍‌ କମର୍ସ କଲେଜରେ ବିଦାୟକାଳୀନ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେଏସ୍‌ଏମ୍‌ କମର୍ସ କଲେଜର ବିଦାୟକାଳୀନ ସମର୍ଦ୍ଧନା ଉତ୍ସବ ବଲାଙ୍ଗିର ମାରୱାଡ଼ି ସେବା ସଦନଠାରେ ଆଜି ଅନୁଷ୍‌ଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ପୌର ପରିଷଦର ନିର୍ବାହୀ ଅଧିକାରୀ ବିପିନ ଦୀପ, ସମ୍ମାନିତ
Read More...

୧୯୮୮ ବ୍ୟାଚ୍‌ ଦଶମ ଶ୍ରେଣୀ ପୁରାତନ ଛାତ୍ରୀଛାତ୍ରୀମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ୧୯୮୮ ବ୍ୟାଚ୍‌ ଦ୍ୱାଦଶ ଶ୍ରେଣୀ ପୁରାତନ ଛାତ୍ରୀଛାତ୍ରୀମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବାଲିଗୁଡା ସହରର ପ୍ରତିଷ୍ଠିତ ହୋଟେଲ ବିଭବ ପରିସରରେ ତିନିଦିନ ଧରି ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଥମେ ଅଞ୍ଚଳର
Read More...

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭାଲୁମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ୍‌ ଭାଲୁମୁଣ୍ଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣଠାରେ ରଥଯାତ୍ରା ପାଇଁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ପୂଜକ ଧୁବଳେଶ୍ୱର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ଆୟୋଜନ କରିବା ବିଷୟରେ ଆଲୋଚନା
Read More...

ଡେଲାଙ୍ଗରେ ଜେଏମଏଫସି କୋର୍ଟ ପ୍ରତିଷ୍ଠା ପାଇଁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ଜେଏମଏଫସି କୋର୍ଟ (ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ) ପ୍ରତିଷ୍ଠା ଦାବୀ ନେଇ ରବିବାର ହରିରାଜପୁର କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ବାସନ୍ତି ସାହୁଙ୍କ
Read More...

ବର୍ହାମୁଣ୍ଡାରେ ବିରାଟ ପର୍ବ ଉତ୍ସାହ ଉଦ୍ଦୀପନା ସହ ଉଦ୍‌ଯାପିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଗେର୍ଡା ପଞ୍ଚାୟତ ବର୍ହାମୁଣ୍ଡା ଗ୍ରାମରେ ଜୁନ୍‌ ତା୧୦/୬ ରୁ ୧୨/୬ ପର୍ଯ୍ୟନ୍ତ ତିନି ଦିନ ଧରି ବିରାଟ ପର୍ବ ପାଳିତ ହେଉଥିବା ବେଳେ ଆଜି ଉଦ୍‌ଯାପିତ ହୋଇଯାଇଛି । ପ୍ରାରମ୍ଭରେ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ ସହ ପୂଜାର୍ଚ୍ଚନା
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ : ଜଲାପୁଟ ଜବଭଣ୍ଡାର ଦେଇ ଗଞ୍ଜେଇ ଅଣାଯାଇ ନୂଆପୁଟ ଘାଟରେ ଗଚ୍ଛିତ ରଖାଯାଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ବେଳେ ନୁଆପୁଟ ନଦୀ ଘାଟରେ ଗଞ୍ଜେଇ ଗଚ୍ଛିତ ହୋଇ ରହିଥିବା ବେଳେ ପୋଲିସ ଚଢାଉ କରି ୩୧ଟି ଗଞ୍ଜେଇ ବସ୍ତା ଜବତ କରିଛି । ଆନ୍ଧ୍ର ସୀମାନ୍ତବର୍ତ୍ତି ଅଞ୍ଚଳରୁ ଗଞ୍ଜେଇ
Read More...

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଚତୁର୍ଦ୍ଧାମୁରତିଙ୍କ ପ୍ରତ୍ୟକ୍ଷ ସ୍ନାନକୁ ଦର୍ଶନ କରିବେ ଭକ୍ତ । ବଡ଼ଦେଉଳ ରତ୍ନ ସିଂହାସନରେ ବର୍ଷତମାମ ମହାପ୍ରଭୁଙ୍କ ସ୍ନାନବିଧି ପାଳନ ହୋଇ ଆସୁଛି । ଦେବସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ
Read More...

ଆଜି ପହିଲି ରଜ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପହିଲି ରଜ । ରଜ ଗୀତରେ କମ୍ପୁଛି ରାଜଧାନୀ । ଘରେ ଘରେ ମହକିବ ପିଠା । ସକାଳୁ ଚକୁଳି, ଇଟିଲି, ସୁଜି କାକରା, ମଣ୍ଡା ଆଉ ପୋଡ଼ ପିଠାର ମଜା ନେବେ ସଭିଏଁ । ନୂଆ ପୋଷାକ ପିନ୍ଧି ଝିଅମାନେ ଦୋଳି ଖେଳିବେ । ନାଚଗୀତ କରିବା ସହ ରଜ ପାନ ଖାଇ ଉତ୍ସବକୁ ବେଶ୍‌
Read More...

ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଉଦଳା : ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଚୁଳିଆପୋଷି କେନାଲ ରାସ୍ତାରୁ ଅଚିହ୍ନା ଯୁବକଙ୍କ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଉଦଳା ଥାନା ଚୁଳିଆପୋଷି କେନାଲ ରାସ୍ତାରୁ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ
Read More...

୪ ବାରହା ଶିକାରୀ ଗିରଫ

ତେଲକୋଇ : କେନ୍ଦୁଝର ବନଖଣ୍ଡ ଅଧିନ ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟର କଳାପାଟ ସଂରକ୍ଷିତ ଜଙ୍ଗଲରେ ବିଳମ୍ବିତ ରାତିରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରିବା ବେଳେ ଗିରଫ କଲା ବନ ବିଭାଗ ।ସୂଚନାନୁଯାୟୀ, ରଜପର୍ବ ଥିବାରୁ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ସଜବାଜ ହେଉଥିବା ଖବର
Read More...