ବଜ୍ରପାତରେ ନାବାଳିକା ମୃତ
ଉଦଳା : ବଜ୍ରପାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ନାବାଳିକା ଜଣକ ହେଲେ ଶରତ ଥାନା କଟୁରିଆ କଟୁରିଆ ଗ୍ରାମର ଗୁମି ମୁର୍ମୁ ବୋଲି ଜଣାପଡିଛି । ସୂଚନା ଅନୁସାରେ କଟୁରିଆ ଗ୍ରାମର ଗୁମି ମୁର୍ମୁ ମଙ୍ଗଳବାର ସନ୍ଧ୍ୟା ସମୟରେ ଘର ବାରଣ୍ଡାରେ ବସିଥିଲେ । ହଠାତ୍ ବର୍ଷରାହେବା!-->…
Read More...
Read More...