ସମାଜସେବୀ ଟଙ୍କଧର ସାହୁଙ୍କ ପରଲୋକ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ମହାଲକ୍ଷ୍ମୀ ନଗରର ସମାଜସେବୀ ଟଙ୍କଧର ସାହୁ(୮୪)ଙ୍କ ପରଲୋକ ହୋଇଯାଇଛି । ମୂଳନିବାସୀ ଆଗଲପୁର ନଅଗାଁ(କ) ପଂଚାୟତ ଅନ୍ତର୍ଗତ ଡୁଡୁକାମୁଣ୍ଡା ସ୍ୱର୍ଗତ ସାହୁ ଜଣେ ସମାଜସେବୀ ତଥା ଶିକ୍ଷାର ପ୍ରଚାର ପ୍ରସାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।!-->…
Read More...
Read More...