Monthly Archives

June 2022

ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ରାସ୍ତାକଡକୁ ମାଡି ଆସିଥିବା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସହରର ବିଭିନ୍ନ ସ୍ଥାନରେ ଜିଲ୍ଲାପ୍ରଶାସନ ପକ୍ଷରୁ ବେଆଇନ ଭାବେ ରାସ୍ତାକଡକୁ ମାଡି ଆସିଥିବା ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି
Read More...

ମୁରିବାହଲରେ ଛାତରୁ ପଡି ଜଣେ ବ୍ୟକ୍ତି ଗୁରୁତର : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମୁରିବାହାଲ ଠାରେ ଜଣେ ବ୍ୟକ୍ତି ନିଜ ଘର ଛାତରୁ ପଡି ଗୁରୁତର ଭାବେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣକ ମୁରିବାହାଲ ଅଂଚଳର ଗୋବିନ୍ଦ ପଧାନୀ(୩୨) ବୋଲି ଜଣାପଡିଛି ।
Read More...

ବନ୍ଧପଡାରେ ସଡକ ଦୁର୍ଘଟଣା : ଜଣେ ଗୁରୁତର ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବନ୍ଧପଡା ନିକଟରେ ଏକ ସଡକ ଦୁର୍ଘଟଣା ଘଟିି ଜଣେ ବ୍ୟକ୍ତି ଗୁରୁତର ଭାବେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ସଂଜୟ ପଟ୍ଟନାୟ(୩୮) ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ସଂଜୟ
Read More...

ଫଟାମୁଣ୍ଡା ଗ୍ରାମରେ ଘରକୁ ଘର ଯାଇ ଆର୍‌ଓଆର୍‌ ଦିଆଯାଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ ଘରକୁ ଘର ଯାଇ ଆର୍‌ଓଆର୍‌ ଦିଆଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହାକୁ ଆଗଲପୁର ତହସିଲଦାର ଫଟାମୁଣ୍ଡା ଗ୍ରାମର ହିତାଧିକାରୀମାନଙ୍କୁ ଘରକୁ ଘର ଯାଇ
Read More...

ବଲାଙ୍ଗିରର ଏସ୍‌ବିଆଇ ମୁଖ୍ୟ ଶାଖା ଠାରେ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟ ଶାଖା ଠାରେ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଟି ବଲାଙ୍ଗିରର ଲିଡ୍ ବ୍ୟାଙ୍କ ଅଫିସ୍ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ଏଥିରେ ୪୬ ଜଣ ହିତାଧିକାରୀ ଯୋଗଦେଇ ଏହି କାର୍ଯ୍ୟକ୍ରମ
Read More...

ବେଆଇନ ଚାଲାଣ ବେଳେ ୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୀର୍ଘଦିନ ଧରି ପାଟଣାଗଡ଼ ଅଞ୍ଚଳରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଆଜି ପାଟଣାଗଡ଼ ତହସିଲ ଅଫିସ ପକ୍ଷରୁ ରାମପୁର ନିକଟରେ ୪ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ଏନେଇ ତହସିଲଦାର ଡାକ୍ତର ପୁଷ୍ପାଞ୍ଜଳି ପଣ୍ଡା ସୂଚନା ଦେଇଛନ୍ତି । ମିଳିଥିବା
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ସଡକ ସୁରକ୍ଷା ସଂପର୍କିତ ରକ୍ଷକ ତାଲିମ ଉଦ୍‌ଯାପିତ

ସୋନପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ କାର୍ଯ୍ୟାଳୟ ତରଫରୁ ନିତି ଦିନିଆ ହେଉଥିବା ସଡକ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ଉଦ୍ଦେଶ୍ୟରେ ତିନିଦିନ ବ୍ୟାପୀ ‘ରକ୍ଷକ’ ତାଲିମ ଆୟୋଜିତ ହୋଇଯାଇଛି । ଆଜି ବୁଧବାର ସ୍ଥାନୀୟ ଖରଝୁରାର
Read More...

ଉମା ସମବାୟ ସମିତିରୁ ସମସ୍ତ ସଦସ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉମା ସେବା ସମବାୟ ସମିତିରୁ ପ୍ରଥମ ପର୍ଯ୍ୟାୟ ସଦସ୍ୟ ନିର୍ବାଚନରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ମଙ୍ଗଳବାର ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ବିଜୟୀ ଘୋଷଣା କରିଛନ୍ତି । ସମିତିର ୧୫ଟି ମଣ୍ଡଳୀ ଜୋନ୍‌ରୁ କେବଳ
Read More...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ନିର୍ଭରଯୋଗ୍ୟ ସୂଚନା ଆଧାରରେ ରାଜ୍ୟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବୌଦ୍ଧ ବନାଧିକାରୀଙ୍କ ସହାୟତାରେ ମଙ୍ଗଳବାର ଅପରାହ୍ନରେ ଘଣ୍ଟାପଡା ଫାଣ୍ତି ଅନ୍ତର୍ଗତ କଣ୍ଟାମାଳ-ବାଲିଗୁଡା ରାସ୍ତାର ଖୁଣ୍ଟିଗୋରା ନିକଟରେ ଚଢାଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିଲେ
Read More...

ପ୍ରକୃତି ମିତ୍ର ପ୍ରାପ୍ତ ଅନୁଷ୍ଠାନକୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଜବାହାରଲାଲ ନେହେରୁ ଆଦିବାସୀ କ୍ଲବକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ଠାରେ ପ୍ରକୃତି ମିତ୍ର-୨୦୨୨
Read More...