Monthly Archives

May 2022

ପୂର୍ବତନ ସୈନିକ ଦିଲିପ ସାହୁଙ୍କ ବିୟୋଗରେ ପୂର୍ବତନ ସୈନିକ ସଂଘର ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ସୈନିକ ଦିଲିପ ସାହୁଙ୍କ ପରଲୋକ ହୋଯାଇଥିବା ଜଣାପଡିଛି । ସ୍ୱର୍ଗତ ଦିଲିପ ସାହୁ ଦୀର୍ଘ ବର୍ଷ ଭାରତ ମାତାର ସେବା କଲାପରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମରେ ନିଜ ପରିବାର ସାଥୀରେ ରହୁଥିବା ବେଳେ ସେ ପୂର୍ବତନ ସୈନକ ସଂଘର ସଭ୍ୟ ମଧ୍ୟ ଥିଲେ
Read More...

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶରେ ଅହେତୁକ ଭାବେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଦୃତ ଗତିରେ ବୃଦ୍ଧି ପାଉଛି । ଏହାକୁ ବିରୋଧ କରି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ଅଭିନବ ଢଙ୍ଗରେ
Read More...

ଭାରତର ୨୫ତମ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର

ନୂଆଦିଲ୍ଲୀ, (ପିଆଇବି) : ରାଜୀବ କୁମାର ଆଜି ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନ ଠାରେ ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜୀବ କୁମାର ୧ ସେପ୍ଟେମ୍ବର, ୨୦୨୦ରୁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ରେ ନିର୍ବାଚନ କମିଶନର ଭାବରେ କାର୍ୟ୍ୟ କରି
Read More...

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ବରଗଡ଼ ଗସ୍ତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ବରଗଡ଼ ଜିଲ୍ଲାରେ ନିର୍ମାଣାଧିନ ଗଙ୍ଗାଧର ମେହେର ମେଗା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଥିଲେ । ହୀରାକୁଦ ବନ୍ଧ ଜିରୋ ପଏଣ୍ଟ ସିକିରଡିହି ଗ୍ରାମ ନିକଟରେ ଗଙ୍ଗାଧର ମେହେର ଉଠା
Read More...

ଗଜବାହାଲ କ୍ଷୀରମଣି ସେଠ ହତ୍ୟା ମାମଲାରେ ୩ ଗିରଫ : ଅନୈତିକ ସଂପର୍କ ହତ୍ୟାର କାରଣ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅଧିନସ୍ଥ ଗଜବାହାଲ ଗ୍ରାମର ଜଣେ ବିବାହିତ ଯୁବକ କ୍ଷୀରମଣି ସେଠ(୩୮)ଙ୍କ ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୋଲିସ । ଏଇ ଘଟଣାରେ ପୋଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମତେ
Read More...

ରତ୍ନ ଭଣ୍ଡାର ଚାବି, ନବ କଳେବର ବିଶୃଙ୍ଖଳା ଘଟଣା

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପୂର୍ବ ଜନ ସୂଚନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଜନ ସୂଚନା ଅଧିକାରୀଙ୍କୁ ରତ୍ନ ଭଣ୍ଡାର ଚାବି, ନବ କଳେବର ବିଶୃଙ୍ଖଳା
Read More...

ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ବୈଠକ

ଛାତ୍ରର ଭବିଷ୍ୟତ ଗଠନର ଗୁରୁଦାୟିତ୍ୱ ଶିକ୍ଷକମାନଙ୍କ ହାତରେ ନ୍ୟସ୍ତ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ବୈଠକ ସୁଧାଂଶୁ ଶେଖର ବାରିକଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ
Read More...

ଓମ୍‌ ଶାନ୍ତି ଯୋଗ ପୀଠର ସାଧାରଣ ସଭା ଓ ନିର୍ବାଚନ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବାସୁଦେବ ଭବନ ପରିସରରେ (ସରକାରୀ ବାଳିକା ବିଦ୍ୟାଳୟର ସମାନା)ରେ ଓମ୍‌ ଶାନ୍ତି ଯୋଗ ପୀଠର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ଅନୁପସ୍ଥିତିରେ ବରିଷ୍ଠ ସଭ୍ୟ ମଦନ ଗୋପାଳ ଅଗ୍ରୱାଲ ସଭା ପରିଚାଳନା କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର
Read More...

ଆମ ସଂସ୍କୃତିର ସୁରକ୍ଷା ବିନା ବିକାଶ ଅସମ୍ଭବ

ରଚନା ତରଫରୁ ଆଲୋଚନାଚକ୍ର ଅନୁଷ୍ଠିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀଭବନଠାରେ ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ 'ରଚନା' ତରଫରୁ "ଆମ ସଂସ୍କୃତି : ସ୍ଥିତି ଓ ସମ୍ଭାବନା" ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି
Read More...

ବେଦମନ୍ତ୍ରରେ କମ୍ପୁଛି ନୃସିଂହନାଥ ପୀଠ : ମାନବ ସମାଜରେ ଶାନ୍ତି ବାର୍ତ୍ତା ବହନ କରୁଛି ବିଶ୍ଵଶାନ୍ତି ମହାଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ଆରାଧ୍ୟା ଦେବତା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ପାଞ୍ଚ ଦିନ ବ୍ୟାପୀ ମହାସମାରୋହରେ ହୋଇଯାଇ ଅଛି । ଏହି ମେଳା ଆସନ୍ତା କାଲି ୧୬ ତାରିଖ ଉଦ୍‌ଯାପିତ ହେବ ।
Read More...