Daily Archives

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି । ଶ୍ରୀ ମହାପାତ୍ର କୋପସିଙ୍ଗାଠାରେ ନିର୍ମାଣାଧୀନ ବ୍ୟାରେଜ ପରିଦର୍ଶନ କରିବା ସହ ସୁନ୍ଦରଗଡ଼
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୧୩ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ପୋଖରୀରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ଖଡିଆଲ, (ନିରାକାର ମେହେର) : ଖଡିଆଲ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୧ର ମୁକ୍ତାପୁର ଗ୍ରାମର ପୋଖରୀରୁ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ଏନେଇ ପୋଲସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସୂଚନା ଯୋଗ୍ୟ ଯେ, ଖଡିଆଲ ଶାନ୍ତିନଗର ବାସିନ୍ଦା
Read More...

ଆଜିଠାରୁ ଆରମ୍ଭ ହେବ ଐତିହାସିକ ପ୍ରସିଦ୍ଧ ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା : ଚଳଚଞ୍ଚଳ ହରିଶଙ୍କର ପୀଠ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ଖପ୍ରାଖୋଲ ବ୍ଲକର ପବିତ୍ର ତୀର୍ଥକ୍ଷେତ୍ର ହରିଶଙ୍କରଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୋଭିଡ କଟକଣା ପାଇଁ ଦୁଇବର୍ଷଧରି ମେଳା ବନ୍ଦ ରହିଥିବା ବେଳେ ଚଳିତ
Read More...

ପ୍ରାଣୀସାଥୀ ତାଲିମ ଶିବିର ଉଦ୍‌ଯାପିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଓ ପତ୍ରାପାଲି(କ) ପଞ୍ଚାୟତରେ କାମ କରିବାକୁଥିବା ୧୫ ଜଣ ପ୍ରାଣୀସାଥୀଙ୍କୁ ନେଇ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଭିଏଏସ୍‌ ଡା. ସନ୍ଦିପ ବାରିକ ଉକ୍ତ କାର୍ୟ୍ୟକ୍ରମରେ ତାଲିମ ପ୍ରଦାନ କରିଥିଲେ । କିପରି ପ୍ରାଣୀ ସମ୍ପଦ ସୁରକ୍ଷା
Read More...

ଡେଲାଙ୍ଗ ପଞ୍ଚାୟତ ସମିତିର ୩ୟ ବୈଠକ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ତୃତୀୟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ଜାଳି ବୈଠକକୁ
Read More...

ପ୍ରହରୀ ମଣ୍ଡପର କୁମ୍ଭଭରଣ ଉତ୍ସବ

ମୁରିବାହାଲ, (କେପଏନ୍‌ଏସ୍‌) : ମୁରିବାହାଲ ବ୍ଲକ ବଡସାଇମରା ପଞ୍ଚାୟତ ଖଲିଆପାଲି ଗ୍ରାମରେ ନବ ନିର୍ମିତ ପ୍ରହରୀ ମଣ୍ଡପର କୁମ୍ଭଭରଣ ଉତ୍ସବ ଗତକାଲି ସମ୍ପନ୍ନ ହୋଇଛି । ଜିଲ୍ଲା ପରିଷଦ ଉପସଭାପତି ମିଥିଲା ମାଝି ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।
Read More...

କେନ୍ଦୁପତ୍ର ପୋଡି ଘଟଣା : ଜେଲ ଗଲା ଅଭିଯୁକ୍ତ

ଟିକ୍ରାପଡା : ସଇଁନ୍ତଲା ବ୍ଲକ ଟିକ୍ରାପଡା କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ଲୁଥାକେନ୍ଦ ଗ୍ରାମର କେନ୍ଦୁପତ୍ର ଫଡି ପୋଡି ଘଟଣାରେ ପ୍ରସନ୍ନ ପ୍ରଧାନ(୨୬) ନାମକ ଜଣେ ଯୁବକ ଜେଲ ଯାଇଥିବା ଜଣାପଡିଛି । ତାଙ୍କ ଘର ଲୁଥାକେନ୍ଦରେ ହୋଇଥିବା ବେଳେ ଏବେ ସେ ଝିମନ୍‌ପାଲିରେ ରହୁଛନ୍ତି । ସୂଚନା
Read More...

ନିଖୋଜ ଅଙ୍ଗନୱାଡ଼ି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧୀନ ପୋଡ଼ାପଦର ଗ୍ରାମର ଜଣେ ଅଙ୍ଗନୱାଡ଼ି କର୍ମୀ ଦୀର୍ଘ ୫ ଦିନଧରି ନିଖୋଜ ଥିଲେ । ନିକଟ ଏକ ଘଞ୍ଚ କାଜୁତୋଟାମାଳରୁ ତାଙ୍କ ଝୁଲନ୍ତା ଶବ ଛତ୍ରପୁର ପୋଲିସ ଉପସ୍ଥିତିରେ ଶୁକ୍ରବାର ଉଦ୍ଧାର କରାଯାଇଛି । ସେ ହେଲେ ଜଣେ
Read More...

ମା’ ତାରାତାରିଣୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ମନ୍ଦିର, ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ପ୍ରତିଷ୍ଠିତ ଶକ୍ତିପୀଠ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ନିକଟରେ ଅବସ୍ଥାପିତ ସ୍ତନପୀଠେ ପୁଜିତା ଆରାଧ୍ୟ ଦେବୀ ମା' ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଚଳିତ ମାସ ୧୫ ତାରିଖଠାରୁ
Read More...
error: Content is protected !!