Monthly Archives

April 2022

ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇଲେ ଭ୍ରାମ୍ୟମାଣ ଜଙ୍ଗଲ ସୁରକ୍ଷା କର୍ମୀ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଭ୍ରାମ୍ୟମାଣ ଜଙ୍ଗଲ ସୁରକ୍ଷା କର୍ମୀଙ୍କ ଏକ ଦଳ ଟିଟିଲାଗଡ଼ରୁ କାର୍ଯ୍ୟ ସାରି ଫେରୁଥିବା ସମୟରେ ବଲାଙ୍ଗିର ସହରର ଖର୍ଲିକାନି ବିଜିଲି ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ କେହି ଅସାମାଜିକ ବ୍ୟକ୍ତିମାନେ ନିଆଁ ଲଗାଇଦେଇ ଥିବାରୁ ନିଆଁ ବ୍ୟାପି ଥିବା ଦେଖିବାକୁ
Read More...

ବ୍ଲକସ୍ତରୀୟ ଶ୍ରେଷ୍ଠ ଅଧିକ୍ଷକ ଭାବେ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ପୁରସ୍କୃତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ମିଶନ ତରଫରୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତା ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ବିଭାଗକୁ ପ୍ରଶଂସା ତଥା ପୁରସ୍କୃତ କରାଯାଉଛି । ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ
Read More...

ତେଲଗୁ ନବବର୍ଷ ଉଗାଦି ମହୋତ୍ସବ – ୨୦୨୨ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସହରରେ ରହୁଥିବା ତେଲୁଗୁ ଦେବାଙ୍ଗ (ଢେରା) ସଂପ୍ରଦାୟ ପକ୍ଷରୁ ସ୍ଥାନୀୟ ବୁଢିମା କଲ୍ୟାଣ ମଣ୍ଡପ ପରିସରରେ ତେଲୁଗୁ ନବବର୍ଷ ଉଗାଦି ପର୍ବ ଉତ୍ସାହର ସହ ପାଳିତ ହୋଇଯାଇଛି । ଏ.ସତ୍ୟ ନାରାୟଣ ରେଡ୍ଡିଙ୍କ ସଂଯୋଜନାରେ ଆରାଧ୍ୟ ଦେବୀ ବୁଢିମା
Read More...

୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ଓ ରାଜଧାନୀ ମହୋତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର କ୍ୟାପିଟାଲ ହାଇସ୍କୁଲ୍‌-ୟୁନିଟ୍-୩ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଉତ୍ସବ କମିଟିର ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ
Read More...

ଆସନ୍ତା ୪ ତାରିଖ ତାଲାବନ୍ଦ ଆନ୍ଦୋଳନରେ ସାମିଲ ହେବା ପାଇଁ ପ୍ରସ୍ତୁତି ବୈଠକ ଓ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ଓ ଜଗଲପାଟ ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ମିଳିତ ଭାବରେ ଶନିବାର ବଜାର ପଲ୍ଲୀବିକାଶଠାରେ ଗତକାଲି ରାଜବୋଡାସମ୍ବର କୃଷକ ସଙ୍ଗଠନର ବ୍ଲକ ସମ୍ପାଦକ ଗଜପତି ସାହୁଙ୍କ ନେତୃତ୍ୱରେ ତରଣୀ ସେନ
Read More...

ବଲାଙ୍ଗିର ଜିଲ୍ଲା ପେକ୍ସ ଗୁଡିକର ବିଭିନ୍ନ ପଦବୀ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ : ଭିଜିଲାନ୍ସ ତଦନ୍ତ ଦାବୀ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଓ ଆଗଲପୁର ବ୍ଳକର ବିଭିନ୍ନ ପେକ୍ସ(ପ୍ରାଥମିକ କୃଷି ସମବାୟ ସମିତି)ରେ କେତେକ ପଦବୀ ନିଯୁକ୍ତିରେ ବ୍ୟାପକ ଅନିୟମିତା ହୋଇଥିବା ଅଭିଯୋଗ ହୋଇଛି । ଲୋଇସିଂହା ବ୍ଲକର ସରଗାଡ଼ ଓ କୁଶମେଲ ପେକ୍ସ ଦାୟିତ୍ୱରେ ଥିବା ଅନଭିଜ୍ଞ ସହକାରୀ
Read More...

ବିଘ୍ନରାଜ ପୁଟେଲଙ୍କ ୨ ହତ୍ୟାକାରୀଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ପୋଲିସ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଗତ ୨୮ ତାରିଖ ସୋମବାର ଦିନ ଠାରୁ ତମିଆଁ ଗାଁର ବିଘ୍ନରାଜ ପୁଟେଲ ନିଖୋଜ ହୋଇଥିଲେ । ଏହି ବିଷୟରେ ତାଙ୍କ ସ୍ତ୍ରୀ ଆରତି ପୁଟେଲ ଗତ ୩୦ ତାରିଖ ଦିନ ଲରମ୍ଭା ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ । ଗତ ୩୧ ତାରିଖ ଦିନ ନିଖୋଜ ବିଘ୍ନରାଜଙ୍କ ମୃତ ଦେହ ତମିଆଁ
Read More...

ଶାନ୍ତି ତପୋବନ ଆଶ୍ରମରେ ହିନ୍ଦୁ ନବବର୍ଷ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଚଖରକେନ୍ଦ ସ୍ଥିତ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ ଆଶ୍ରମ ବରଗଡ ଠାରେ ୧ ଆରବ ୯୬ କୋଟି ୮ଲକ୍ଷ ୫୩ ହଜାର ୧୨୩ ତମ ସନାତନ ରାଷ୍ଟ୍ରୀୟ ନବବର୍ଷ ମହା ଆଡମ୍ବରେ ଆଶ୍ରମର ମୁଖ୍ୟ ଦେବଦତ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ବିୟୋଗରେ ଶୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ ଜିଲ୍ଲା ଶାଖା ତରଫରୁ ପୂର୍ବତନ ମନ୍ତ୍ରୀ ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ରିପୁନାଥ ସେଠଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଛି । ଜିଲ୍ଲାର କାର୍ଯ୍ୟକାରୀ ସଭାପତି ତଥା ଅଞ୍ଚଳ ମହାବିଦ୍ୟାଳୟ
Read More...

ହୃତଘାତରେ ଅର୍ଜୁନପୁର ଇଓ ବୈଜେନ୍ଦ୍ର ମାଝୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅର୍ଜୁନପୁର ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବୈଜେନ୍ଦ୍ର ମାଝୀଙ୍କ ଶୁକ୍ରବାର ରାତିରେ ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଶ୍ରୀ ମାଝୀ ଗୁଡ଼ଭେଲା ବ୍ଲକ ରୁଷୁଡ଼ା ଗାଁର ସ୍ଥାୟୀ ବାସିନ୍ଦ‌ା ଥିବା
Read More...