Daily Archives

ସରଧାପାଲି ଗ୍ରାମ ପଞ୍ଚାୟତର ଯୁବକ ଅଶ୍ଵିନୀ କୁମାର ନିଖୋଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ୍ ସରଧାପାଲି ଗ୍ରାମ ପଞ୍ଚାୟତର ଯୁବକ ଅଶ୍ଵିନୀ କୁମାର(୩୬) ଗତ ୨୩/୦୩/୨୦୨୨ ବୁଧବାର ଦିନ ସମ୍ବଲପୁର ଇଣ୍ଡିଆନ ପବ୍ଲିକ ସ୍କୁଲକୁ କାମ କରିବାକୁ ଯାଇ ୨୪ ତାରିଖ ସ୍କୁଲରୁ ବାହାରି ସେ ନିଖୋଜ ଥିବା ଖବର ମିଳିଛି । ଏହି
Read More...

ଫେନ୍‌ରେ ଶାଢ଼ୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଉଦୟନଗରର ନରସିଂହ ପଣ୍ଡାଙ୍କ ପୁଅ ଚନ୍ଦନ ପଣ୍ଡା ଗତକାଲି ରାତିରେ ତାଙ୍କ ପୁରୁଣା ଘରେ ଫେନରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ସୂଚନା ପାଇ ଆଜି ପୂର୍ବାହ୍ନରେ ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି
Read More...

ଆତ୍ମ ସୁରକ୍ଷା ଶିବିରର ଉଦ୍‌ଘାଟନୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଯୁକ୍ତଦୁଇ ବିଭାଗର ବାଳିକା ମାନଙ୍କର ଆତ୍ମ ସୁରକ୍ଷା ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷ ଡ.ନାୟକ ସ୍ୱାଗତ ଭାଷଣ
Read More...

ଜିଲ୍ଲାସ୍ତରୀୟ ଆଶା ସମ୍ମେଳନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଟାଉନହଲଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଆୟୋଜିତ ସମ୍ମିଳନୀରେ "ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗୀତା"କୁ ନେଇ
Read More...

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଟାଉନ ଥାନା ଅଧୀନସ୍ଥ କଳାପାଣି ଛକ ନିକଟସ୍ଥ ଚାଷଜମି ଉପରେ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଆଜି ସକାଳୁ ଏସ ସେତରାଜୁ ନାମକ ଚାଷୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ମୃତକ ଏସ୍‌ ସତରାଜୁ(୬୫) କଳାପାଣି
Read More...

ବରଗଡ଼ ଜିଲ୍ଲା ଏସ୍‌ପିଙ୍କୁ ଡିଜିପି ସମ୍ମାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କୁ ଡିଜିପି ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଏହା ସହିତ ବରଗଡ଼ ଜିଲ୍ଲାରେ କାର୍ଯ୍ୟରତ କନଷ୍ଟେବଳ ସୁଧୀର ଭୋଇଙ୍କୁ ମଧ୍ୟ ଡିଜିପି ଆୱାର୍ଡ ପ୍ରଦାନ କରାଯିବ । ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ
Read More...

ବାଲିଗୁଡାର ବନବାସୀ ବଧିର ସ୍ୱତନ୍ତ୍ର ବିଦ୍ୟାଳୟର ଦୁଇ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ବଧିର ସ୍ୱତନ୍ତ୍ର ବିଦ୍ୟାଳୟର ୨ଜଣ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜନ କରାଯାଇଥିଲା । ଅଜୟ କୁମାର ବେହେରା ଓ ଭରତ ଚନ୍ଦ୍ର ସାହୁ ସହକାରୀ ଶିକ୍ଷକ
Read More...

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ମର୍ଯ୍ୟାଦାଜନକ ଓଡ଼ିଶା ବାଗ୍ମୀପ୍ରଭା ସମ୍ମାନ ୨୦୨୨

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପଣ୍ଡିତ ଶ୍ରୀନାଥ ବାହିନୀପତି ସ୍ମୃତି ସଂସଦ ଆନୁକୂଲ୍ୟରେ ନବମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଆୟୋଜିତ ହୋଇଥିଲା । ଏହି ଅବସରରେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ମର୍ଯ୍ୟାଦାଜନକ ଓଡ଼ିଶା ବାଗ୍ମୀପ୍ରଭା ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା । ଓଡ଼ିଶାରେ
Read More...

ବନ୍ଧବାହାଲରେ ଯୋଗ ପ୍ରଶିକ୍ଷଣ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍ଟ ଅଫ୍‌ ଲିଭିଙ୍ଗ୍‌ ଓ ଏମ୍‌ସିଏଲ୍‌ର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ବନ୍ଧବାହାଲ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଥିବା ୨୦ ଦିନ ବ୍ୟାପୀ ଯୋଗ ପ୍ରଶିକ୍ଷଣ ଶିବିରକୁ ଆଜି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ
Read More...

ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବା ପାଇଁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ଧାରଣା

ତୁରେକେଲା, (କୈଳାଶ ସଗ୍ରିଆ) : କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ଵାଧୀନ ଫେଡେରେସନ୍ ଓ ଏସୋସିଆସନ୍ ମାନଙ୍କ ପକ୍ଷରୁ ୨୮ ଓ ୨୯ ତାରିଖ ଦୁଇଦିନ ଧରି ଦେଶବ୍ୟାପୀ ସାଧାରଣ ଧର୍ମଘଟର ଡାକରା ଦିଆଯାଇଛି । ଦୀର୍ଘ ଦିନ ଧରି ଟ୍ରେଡ ୟୁନିୟନମାନେ ସପ୍ସଗ୍ରାମ ଜାରି ରଖିଛନ୍ତି । ଦେଶର ବିପର୍ଯ୍ୟୟ
Read More...