Daily Archives

ଓଡିଆ ଭାଷା ବିକାଶ ମଞ୍ଚର ସହିଦ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ରିଜର୍ଭ ପୋଲିସ୍ ଲାଇନ୍ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସହିଦ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କ
Read More...

ଲଗାତାର ଦୁଇ ଥର ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେଲେ ମହାନ୍ତି ଦମ୍ପତ୍ତି

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ପଞ୍ଚାୟତ ସମିତି ପରିସରରେ ଚାଲିଥିବା ଉପାଧ୍ୟକ୍ଷ ନିର୍ବାଚନର ଫଳାଫଳ ଘୋଷିତ ହୋଇଛି । ନର୍ଲା ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ତୁଲାପଡା ସମିତି ସଭ୍ୟ ଦୁର୍ଗାପ୍ରସାଦ ମହାନ୍ତି (ମୁନ୍ନା) । ୨୦୧୭ରେ ମଧ୍ୟ ଶ୍ରୀ
Read More...

ଦୁଇ ମହିଳାଙ୍କ କବଜାରେ ତୁରେକେଲା ବ୍ଲକ : କଂଗ୍ରେସର ସମର୍ଥନରେ ଭାଜପା ସମର୍ଥିତ ଧନମତି ଖୁରା ହେଲେ ତୁରେକେଲା ବ୍ଲକ…

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାଧ୍ୟକ୍ଷା ନିର୍ବାଚନୀ ବୁଧବାର ଦିନ ବ୍ଲକ କାର୍ଯ୍ୟାଳରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ସମର୍ଥିତ ୯ ଜଣ ସମିତି ସଭ୍ୟା/ସଭ୍ୟଙ୍କ ସମର୍ଥନରେ ଭାରତୀୟ ଜନତା ପାର୍ଟି ସମର୍ଥିତ ଧନମତି ଖୁରା ୧୩ ଗୋଟି ଭୋଟ ପାଇ
Read More...

ପାଟଣାଗଡ଼ରେ ଲକ୍ଷ୍ମୀ ମାଝୀ, ଖପ୍ରାଖୋଲରେ ଶୁଖିରାମ ଷାଣ୍ଢ, ବେଲପଡାରେ ଦୁର୍ଯ୍ୟୋଧନ କୁମ୍ଭାର ବ୍ଲକ ଉପାଧ୍ୟକ୍ଷ ପଦବୀ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ପାଟଣାଗଡ଼, ଖପ୍ରାଖୋଲ, ବେଳପଡା ଆଦି ତିନି ବ୍ଲକର ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ହୋଇଯାଇଛି । ପାଟଣାଗଡ଼ ବ୍ଲକର ବିଜେଡି ସମର୍ଥିତ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ପାଟଣାଗଡ଼ ବିଧାୟକ
Read More...

ବଲାଙ୍ଗିରରେ ମହିଳାମାନଙ୍କ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ – ନାଗରିକ କମିଟି

ଯୁକ୍ତ ଦୁଇ ମହିଳା କଲେଜ ବନ୍ଦ ହୋଇଯିବ ! ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ବଲାଙ୍ଗିର ଏକ ଅନ୍ୟତମ ପୁରୁଣା ଶିକ୍ଷାନୁଷ୍ଠାନ । କିନ୍ତୁ ବର୍ତମାନ ଏହି କଲେଜରେ କଳା ଓ ବିଜ୍ଞାନରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି । ଶ୍ରେଣୀ ଗୃହ ଅଛି
Read More...

ରାଜ୍ୟସ୍ତରୀୟ ବାଣୀପୁତ୍ର ସମ୍ମାନ -୨୦୨୨ ପାଇଲେ ଯୁବକବି ଆଶୁତୋଷ ଠାକୁର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ମଣ୍ଡଳ ଗ୍ରାମର ଯୁବ କବି ଆଶୁତୋଷ ଠାକୁର (ବାବଲୁ) କଟକସ୍ଥିତ କର୍ମବୀର ଗୌରୀଶଙ୍କର ଟାଉନ ହଲ ଠାରେ ଅନୁଷ୍ଠିତ ଶ୍ରୀଚନ୍ଦନ ସାହିତ୍ୟ ସଂସଦର ୪୫ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବରେ ରାଜ୍ୟସ୍ତରୀୟ ମନସ୍ୱିନୀ
Read More...

ତୃପ୍ତି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କରୋନା ଓ ମଧୁମେହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ାରେ ତୃପ୍ତି ସ୍ୱେଚ୍ଛାସେବୀ ସଂଗଠନର ମୁଣ୍ଡୋଦହ ଆନୁକୂଲ୍ୟରେ ବେଲପଡ଼ା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଉପକେନ୍ଦ୍ର ଅଧିନସ୍ଥ ଗ୍ରାମାଞ୍ଚଳ ପତ୍ରପାଲି, ତାରା, ଗୋଡ଼ଭଙ୍ଗା, କିନ୍ଦ୍ରିଟାଳ, କଦଳୀ, ରାଡବାହାଲ,
Read More...

ସଂକୁଳ ସ୍ତରୀୟ ତ୍ରୀଦିବସୀୟ ଜାତୀୟ ଶିକ୍ଷାନୀତି ପ୍ରଶିକ୍ଷଣ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିରଠାରେ ତିନିଦିନ ଧରି ଚାଲିଥିବା ସଂକୁଳ ସ୍ତରୀୟ ତ୍ରୀଦିବସୀୟ ଜାତୀୟ ଶିକ୍ଷାନୀତି - ୨୦୨୦ ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣରେ ରାଜବୋଡାସମ୍ବର
Read More...

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଛବି ଦେଖିବାକୁ ଜମୁଛି ଭିଡ଼

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କାରନ୍ଦା ପଞ୍ଚାୟତ ମାନିଆଳି ଗ୍ରାମର ହେମନ୍ତ ବେହେରାଙ୍କ ଘରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଛବି ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଛି ।
Read More...

ପରିବେଶବିତ୍‌ ଶୁଭାଂଶୁ ଶତପଥିଙ୍କ ଦ୍ୱାରା ଗୀଷ୍ମ କାଳରେ ପଶୁ ପକ୍ଷୀମାନଙ୍କର ଜଳ ସମସ୍ୟା ଦୂର କରିବା ନେଇ କର୍ମଶାଳା…

ଢେଙ୍କାନାଳ, (ତାପସ ଦାସ) : ଜାତି ସଙ୍ଘ ପୁରସ୍କାର ପ୍ରାପ୍ତ ପରିବେଶବିତ୍‌ ଶୁଭାଂଶୁ ଶତପଥିଙ୍କ ଦ୍ୱାରା ରଘୁନାଥପୁର ତିଳପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୀଷ୍ମ କାଳରେ ପଶୁପକ୍ଷୀ ମାନଙ୍କର ଜଳ ସମସ୍ୟା ଦୂର କରିବା ନେଇ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ
Read More...
error: Content is protected !!