Daily Archives

ବ୍ଲକ ଚେୟାର୍‌ମେନ ହେଲେ କଣ୍ଟାମାଲରେ ସସ୍ମିତା, ବୌଦ୍ଧରେ ବବି ଓ ହରଭଙ୍ଗାରେ ସ୍ନେହଲତା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲାର ୩ଟି ବ୍ଲକରେ ନୂତନ ଭାବେ ବ୍ଲକ ଚେୟାର୍‌ମେନ ନିର୍ବାଚିତ ହୋଇ ଯାଇଛନ୍ତି । କଣ୍ଟାମାଲରୁ ସସ୍ମିତା ସେନାପତି ଦ୍ୱିତୀୟ ଥର ପାଇଁ ଅଧ୍ୟକ୍ଷ ହୋଇଥିବା ବେଳେ ବୌଦ୍ଧ ବ୍ଲକରୁ ଯୁବ ନେତା ପ୍ରତ୍ୟୁଷ ପ୍ରିୟଦର୍ଶୀ (ବବି) ଅଧ୍ୟକ୍ଷ ପଦ ହାତେଇଛନ୍ତି ।
Read More...

ମ.ରାମପୁର ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରଠାରେ ତାଲୁକ ଆଇନ ସେବା ସମିତି ତରଫରୁ ସ୍ଥାନୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅଧକ୍ଷ୍ୟା ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ପ୍ରତ୍ୟସା ରାୟଙ୍କ ଅଧକ୍ଷ୍ୟତାରେ
Read More...

ଉଡାର ଏକ ଦିବସୀୟ ସର୍କିଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ନୂଆଁପାଲିକୁ ହରାଇ ବଲାଙ୍ଗିର ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ସ୍କୁଲ ଖେଳ ପଡ଼ିଆରେ ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସାଗରପାଲି, ତେଲପାଲି, ଖୁଜେନପାଲି, ସିନ୍ଦିରାବାହାଲି, କୁକୁରଖାଇ, ନୂଆଁପାଲି, ବଲାଙ୍ଗିର ଓ ଉଡାର ଦଳ ଭାଗ ନେଇଥିଲେ ।
Read More...

ଲାନ୍ଥବୁଢ଼ା କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ଗୁଛେପରାକୁ ହରାଇ ଦେଷଣ୍ଢ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ସଇଁତଳା ବ୍ଲକ କେଓମାଲରେ ଲାନ୍ଥବୁଢ଼ା କ୍ରିକେଟ ପ୍ରତିଯୋଗିତା ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ ସିଂହାମୁଣ୍ଡାକୁ ହରାଇ ଦେଷଣ୍ଢ ଓ ଦ୍ଵିତୀୟ ସେମି ଫାଇନାଲରେ ରାନୀଦୋରକୁ ହରାଇ ଗୁଛେପରା ଦଳ ଫାଇନାଲକୁ ପ୍ରବେଶ
Read More...

ପୁଇଁନ୍ତଲାରେ ଓଡିଶା କୃଷକ ଉତ୍ପାଦକ ସଂଗଠନ ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ମହିମୁଣ୍ଡା ଠାରେ ଓଡିଶା କୃଷକ ଉତ୍ପାଦକ ସଂଗଠନ ଗଠନ କରାଯାଇ ଆରମ୍ଭ କରାଯାଇଛି । ପୁଇଁନ୍ତଲା ବ୍ଲକ କୃଷି ଅଧିକାରୀ ଶାନ୍ତନୁ କୁମାର ପଟେଲ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ କୃଷି ଅଧିକାରୀ ଏସ୍‌ସିଡିଏମ୍‌ ୧ ଆଶିଷ ହୋତା, ଡିଏମ୍‌ ୨
Read More...

ଶିକାବହେଙ୍ଗାରେ ଜୈବିକ କୃଷି ଓ ନିରାପଦ କୀଟନାଶକ ଉପରେ ସଚେତନତା କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଶିକାବହେଙ୍ଗା ଗ୍ରାମଠାରେ ଆଜି ଜୈବିକ କୃଷି ଓ ନିରାପଦ କୀଟନାଶକର ବ୍ୟବହାର ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏମ୍‌ଏସ୍‌ ସ୍ୱାମୀନାଥନ ସ୍କୁଲ ଅଫ୍‌
Read More...

ରାଉରକେଲା କଲେଜର ବିଦାୟ ସମ୍ବର୍ଦ୍ଧନା : ଏକ ପତ୍ରଝରା ଋତୁ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜରେ ଶେଷ ବର୍ଷ ଓଡିଆ ଛାତ୍ରଛାତ୍ରୀ ୨୦୧୯-୨୦୨୨ ବ୍ୟାଚଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 'ଏକ ପତ୍ରଝରା ଋତୁ' କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଓଡିଆ ବିଭାଗ ଦ୍ୱାରା ଆୟୋଜିତ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବ୍ୟବସ୍ଥିତ ୧୭ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା, ସୋନପୁର, (ଡୁଙ୍ଗୁରିପାଲି ବ୍ଲକ
Read More...

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଳକର ଅଧ୍ୟକ୍ଷ ଅଧ୍ୟକ୍ଷା ନିର୍ଦ୍ଵନ୍ଦରେ ନିର୍ବାଚିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ, ବେଲପଡା, ପାଟଣାଗଡ଼ ବ୍ଳକର ୩ଟି ବ୍ଲକରେ ଆଜି ଅଧ୍ୟକ୍ଷ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଯାଇଛି । ଖପ୍ରାଖୋଲ ନୂତନ ଅଧ୍ୟକ୍ଷା ଭାବରେ ଶ୍ରୀମତୀ ନିରୁପମା ପଟେଲ ନିର୍ବାଚିତ ହୋଇଥିବା ବେଳେ ବେଲପଡା
Read More...

ହାପି ମୋମେନ୍ଟସ୍ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେନ୍ଟସ୍ ଇଣ୍ଡିଆ ଓ ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଓ ଲିଡରସିପ ଆୱର୍ଡ ୨୦୨୨ କାର୍ଯ୍ୟକ୍ରମ ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ହାପି ମୋମେନ୍ଟସ୍ ଅଧ୍ୟକ୍ଷ
Read More...
error: Content is protected !!