Monthly Archives

January 2022

ବୟସ କମ୍‌, କିନ୍ତୁ ଦେଶ ସେବା ପାଇଁ ରହିଛି ଅନେକ ସ୍ୱପ୍ନ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ବୟସ ଛୋଟ କିନ୍ତୁ ସ୍ୱପ୍ନ ଅନେକ, ମୁଁ ବି ଦିନେ ବଡ଼ ହୋଇ ଦେଶସେବା କରିବି । ମୋ ଦେଶର ସୁରକ୍ଷା ମୁଁ ନିଜେ କରିବି, ଏମିତି ଅନେକ ସ୍ୱପ୍ନ ନେଇ ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି ତାହା ପୁଣି ଛୋଟ ବୟସରୁ । ପାଟଣାଗଡ଼ ମେହେରପଡାରେ ରହୁଥୁବା ଯୁଧିଷ୍ଠିର
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ବିଜେଡି ଦୁଇ ଭାଗ

ପଦ୍ମପୁର, (ନିରୋଜ କୁମାର ପାଣି) : ସାରା ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଦୁଇ ଭାଗରେ ନିର୍ବାଚନ ଲଢୁଥିବା ଦେଖିବାକୁ ମିଳୁଛି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ
Read More...

ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଏବଂ ସାଧାରଣତନ୍ତ୍ର ଦିବସ ପାଳିତ

କଳାହାଣ୍ଡି, (ହେମନ୍ତ ସାହୁ) : ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ "ଗଣତନ୍ତ୍ର"କୁ ନେଇ 'ମୋ ଲେଖା ମୋ ଦୁନିଆ' ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାହିତ୍ୟିକ, ସମାଜସେବୀ, ଆଧ୍ୟାତ୍ମିକବାଦ ବ୍ୟକ୍ତି, କବି
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜନରାଜ୍ୟ ଦିବସ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଦକ୍ଷିଣପୂର୍ବ ସମ୍ଭାଗର ସମ୍ଭାଗ-ସଂଯୋଜକ ପ୍ରକାଶ ଚନ୍ଦ୍ର
Read More...

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୮୬,୩୮୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୫୭୩ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୨,୮୬,୩୮୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩,୦୬,୩୫୭ ଲୋକ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ।
Read More...

ନକ୍ସଲମାନେ ଝାଡଖଣ୍ଡରେ ରେଳ ଲାଇନ୍‌ ଉଡ଼ାଇଲେ, ଅନେକ ଟ୍ରେନ୍ ପ୍ରଭାବିତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡରେ ନକ୍ସଲମାନେ ବିସ୍ଫୋରଣ ଦ୍ୱାରା ରେଲୱେ ଟ୍ରାକକୁ ନଷ୍ଟ କରିଦେଇଛନ୍ତି । ଏହି କାରଣରୁ ଅନେକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ଏବଂ କିଛି ଟ୍ରେନକୁ ବାତିଲ କରିବାକୁ ପଡିଛି ବୋଲି ସୂଚନା ମିଳିଛି । ଜାନୁଆରୀ ୨୭ରେ ନକ୍ସଲ ସଂଗଠନ ସିପିଆଇ-ମାଓବାଦୀଙ୍କ ଦ୍‌ଦ୍ୱାରା
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ କାର୍ଯ୍ୟର ପ୍ରତିବଦ୍ଧତା ସହ ସହରରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ସିଭିଲଟାଉନସିପ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ
Read More...

ସ୍ୱରବ୍ରହ୍ମ ସଂଗୀତ ଏକାଡେମୀ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଝିରପାଣିଠାରେ ସ୍ୱରବ୍ରହ୍ମ ସଂଗୀତ ଏକାଡେମୀ ତରଫରୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶାତ୍ମବୋଧ ସଂଗୀତ ସଂନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁ ଶ୍ରୀ ନରସିଂହ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି
Read More...

ସଚେତନ ନାଗରିକ ମଞ୍ଚ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ସେକ୍ଟର ୫ ଆମ୍ଭାଗାନ ନିକଟସ୍ଥ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ଜଟାଧାରି ମାଝୀଙ୍କ ସଂଯୋଜନାରେ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ
Read More...