Yearly Archives

2021

୫ ଦୋକାନ ସିଲ କଲା ପୁଲିସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଉଗ୍ରରୂପ ଧାରଣ କରୁଥିବା ବେଳେ ସରକାରଙ୍କ ପକ୍ଷରୁ ସଂକ୍ରମିତ ରୋକିବା ପାଇଁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ ଓ ସଟ୍‌ ଡାଉନ ଜାରୀ ରହିଛି । ସେଥିପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକନକୁ ଛାଡିଦେଲେ ସମସ୍ତ…
Read More...

ଭୁତିଆରବହାଲ ରେଞ୍ଜ ଅଫିସରଙ୍କର ଶ୍ରମିକମାରଣ ନୀତି ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶାରେ କେନ୍ଦୁପତ୍ର ବ୍ୟବସାୟକୁ ଏତେ ଉର୍ଦ୍ଧକୁ ନେବାରେ ପାଟଣାଗଡ଼ ଡିଭିଜନର ଭୁତିଆରବହାଲ ରେଞ୍ଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଠାରେ ବର୍ତ୍ତମାନ ରେଞ୍ଜ ଅଫିସର ପଲ ହରିପାଲଙ୍କ ଶ୍ରମିକ ମାରଣ ନୀତି ଯୋଗୁଁ ଦିନ ମଜୁରିଆମାନେ ଅନେକ ହଇରାଣର…
Read More...

ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କୁ କରୋନା : ୩ ଦିନ ପାଇଁ ବନ୍ଦ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ଆଗଧାଡ଼ିର ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେଉଥିବା ଦେଖାଯାଇଛି। ଏଭଳି ସ୍ଥଳେ କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପ୍ରବେଶ…
Read More...

ଦେଶରେ କୋଭିଡ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ

● ଭୂତାଣୁ ବିରୋଧରେ ପ୍ରଭାବୀ ପ୍ରତିରୋଧକ କ୍ଷମତା ସୃଷ୍ଟି ନିମନ୍ତେ ଟିକାର ଦ୍ୱିତୀୟ ଡୋଜକୁ ପ୍ରାଥମିକତା ଦିଆଯିବା ଉଚିତ● ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଟିକା ନଷ୍ଟ ମାତ୍ରା ସଂକୁଚିତ ହେବା ଆବଶ୍ୟକ● ଅକ୍ସିଜେନର ଯଥାର୍ଥ ବ୍ୟବହାର ହେବା ଉଚିତ● ଗ୍ରାମାଞ୍ଚଳରେ କୋଭିଡ କେୟାର…
Read More...

ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ ଆକ୍ରାନ୍ତ ଚିହ୍ନଟ : ୪୧୨୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତଥାପି କରୋନା ସଂକ୍ରମଣର ହାର ଅସଂଭାଳ ସ୍ଥିତିରୁ ଓହରି ନାହିିଁ । ଏବେ ବି କରୋନା ସଂକ୍ରମଣରେ ଲୋକେ ତ୍ରାହି ତ୍ରାହି ଡ଼ାକୁଛନ୍ତି । କରୋନା ସଂକ୍ରମଣ କ୍ଷେତ୍ରରେ ଦୁଇ ଦିନ ହ୍ରାସ ପରେ, ପୁଣି ଥରେ ଆଜି ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୨,୭୨୭ ନୂଆ କରୋନା…
Read More...

ସ୍ମାଇଲ ଫର ଅଲ୍‌ ପକ୍ଷରୁ ସମୟପୋଯୋଗୀ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ମାଇଲ ଫର୍ ଅଲ୍ ଓ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି ଗତକାଲିଠାରୁ ରନ୍ଧା ଖାଦ୍ୟ ଦେଉଛନ୍ତି ଓ ଆସନ୍ତା ତାଲାବନ୍ଦ ପର୍ୟ୍ୟନ୍ତ ରନ୍ଧା ଖାଦ୍ୟ ବଣ୍ଟନ କରିବେ ବୋଲି ସୂଚନା ଦେଇଛନ୍ତି ଡବ୍ଲୁଓୱାଇଏମ୍‌ ଓ ସ୍ମାଇଲ ଫର୍ ଅଲ୍‌…
Read More...

କୋଭିଡ୍‌ ସହାୟତା ପାଇଁ ଜିଲା ପ୍ରଶାସନର ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି : ସାଧାରଣ ଅସୁସ୍ଥତା ପାଇଁ ଡାକ୍ତରଖାନା…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର ରାଜ୍ୟ ସମେତ କନ୍ଧମାଳ ଜିଲାରେ ମଧ୍ୟ ସଟଡାଉନ ଓ ଲକଡାଉନ ଲାଗୁ ହୋଇଛି । ଦୋକାନ ବଜାର ଖୋଲିବା ସହିତ ଜନସାଧାରଣଙ୍କ ଯାତାୟତ ଉପରେ କଟକଣା ଲାଗିଛି । ଏଭଳି ପରିସ୍ଥିିତିରେ ବିଭିନ୍ନ ଅସୁସ୍ଥତାର ଶୀକାର ହେଉଥିବା ଲୋକେ ଡାକ୍ତରଖାନାକୁ…
Read More...

କରୋନାର ତୃତୀୟ ତରଙ୍ଗରେ ପିଲାମାନଙ୍କୁ ବଞ୍ଚାଇବା ପାଇଁ ପିତାମାତାମାନେ ଟୀକା ନେବା ଆବଶ୍ୟକ : ସଜାଗ ହେବା ଆବଶ୍ୟକ

ନୂଆଦିଲ୍ଲୀ : କୋଭିଡ -୧୯ର ଦ୍ୱିତୀୟ ତରଙ୍ଗ ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମି ଭାଙ୍ଗିଛି । ପ୍ରଥମ ତରଙ୍ଗ ଅଧିକାଂଶ ବୟସ୍କଙ୍କୁ ମୃତ୍ୟୁ ଦେଇଥିଲା । ଦ୍ୱିତୀୟ ତରଙ୍ଗରେ ଯୁବକମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ସଂକ୍ରମଣ ରିପୋର୍ଟ କରାଯାଉଛି । ଏହି ସମୟରେ, ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି…
Read More...

କରାତଳି ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ : ବାହ୍ୟ ପ୍ରବାସୀ ଗାଁରେ ପଶି ଭିକ୍ଷା ମାଗୁଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମପଞ୍ଚାୟତର କରାତଳି ଗ୍ରାମରେ ୩୦ରୁ ଉର୍ଦ୍ଧ ଲୋକମାନେ ଅନ୍ୟ ରାଜ୍ୟରୁ ଆସି ଭିକ୍ଷା ବୃତ୍ତି କରିବା ଘଟଣା ଏ ଅଞ୍ଚଳରେ ଏକ ପ୍ରକାର ଆଲୋଡନ ସୃଷ୍ଟି କରିଛି । ଯାହାକି, ବିହାର, ଝାରଖଣ୍ଡ…
Read More...

ରାଜ୍ୟରେ ଲକ୍ଷେ ଉପରେ ସକ୍ରିୟ ଆକ୍ରାନ୍ତ : ଦିନକରେ ୧୦,୬୪୯ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୦୩୧୩ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୬୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୬୮୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା…
Read More...