Yearly Archives

2021

‘ଉତ୍କଳ ମେଲ’ର ୩୨ତମ ସ୍ୱନକ୍ଷତ୍ର ଦିବସ ଓ ଆଧ୍ୟାତ୍ମିକ ସମାବେଶ

ଅସତ ଧନ ଭବିଷ୍ୟତକୁ ନଷ୍ଟ କରିଦିଏ, ଜୀବନରେ ଯଦି ଈଶ୍ୱର ଚିନ୍ତନ ନାହିଁ ତେବେ ସବୁ ନିରର୍ଥକ ଭୁବନେଶ୍ୱର/ରାଉରକେଲା, (ସସ୍ମିତା ପ୍ରଧାନ) : ଅସତ ଧନ ଭବିଷ୍ୟତକୁ ନଷ୍ଟ କରିଦିଏ ତଥା ଜୀବନରେ ଯଦି ଈଶ୍ବର ଚିନ୍ତନ ନାହିଁ ତେବେ ସବୁ ନିରର୍ଥକ ବୋଲି ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଓ
Read More...

ସହିଦ ଦେବେନ୍ଦ୍ର ଧରୁଆଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ ଓ ରକ୍ତଦାନ ଶିବିର ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସହିଦ ଦେବେନ୍ଦ୍ର ଧରୁଆଙ୍କ ସ୍ମୃତିରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଯାଇଛି । ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉକ୍ତ
Read More...

ଅର୍ଥନୈତିକର ବିକାଶ ଓ ପ୍ରସାର ନିମନ୍ତେ ଛତ୍ରପୁର ଓ ବ୍ରହ୍ମପୁରରେ ଆୟୋଜିତ ହେବ ପଲ୍ଲିଶ୍ରୀ ମେଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅର୍ଥନୈତିକର ବିକାଶ ଓ ପ୍ରସାର ନିମନ୍ତେ ବୃହତ୍ତମ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏବଂ ଦକ୍ଷିଣ ଓଡ଼ିଶାର ବାଣିଜ୍ୟ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଆୟୋଜିତ ହେବ ପଲ୍ଲିଶ୍ରୀ ମେଳା । ଏ ନେଇ ବୁଧବାର ଅପରାହ୍ନରେ ଗଞ୍ଜାମ
Read More...

ରାଜ୍ୟପାଳଙ୍କ ଦ୍ଵାରା ପୁସ୍ତକ ଲୋକାର୍ପିତ

ଖଡ଼ିଆଳ, (ନିରାକାର ମେହେର) : ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ୱରେ 'ଖଡ଼ିଆଳ ଗବେଷଣା ପ୍ରତିଷ୍ଠାନ'ର ଏକ ପ୍ରତିନିଧି ଦଳ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନଠାରେ ସାକ୍ଷାତ କରିଥିଲେ । ଏହି ଅବସରରେ ରାଜ୍ୟପାଳଙ୍କ କରକମଳରେ ଖଡ଼ିଆଳ ଗବେଷଣା
Read More...

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ସ୍ଵଚ୍ଛତା ପକ୍ଷ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ‌ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ କେନ୍ଦ୍ରୀୟ ଉଦ୍ୟାନ କୃଷି ‌ଗବେଷଣା‌ ସଂସ୍ଥା ‌ଆଇଗୀଣିଆ ଭୂବନେଶ୍ଵର‌ ସହଯୋଗରେ ସ୍ଵଚ୍ଛତା ପକ୍ଷ ପାଳନ କରାଯାଇଛି । ଏହି ଉପଲକ୍ଷେ
Read More...

ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ସଙ୍ଘର ମହାନତା

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆମ୍ବ ପଳାଶ ପଞ୍ଚାୟତର ଡ୍ରାଇଭର ମୋହନ ଚରଣ ନାଥ ଗାଡ଼ିରେ କାମ କରୁଥିବା ସମୟରେ ହଟାତ ଗାଡ଼ିରୁ ଖସି ପଡ଼ିଥିଲେ ତା'ପରେ ତାଙ୍କୁ ପାରଲିସିସି ହୋଇଯାଇଥିଲା । ସେ ଏବେ ଘରେ ସମ୍ପୂର୍ଣ୍ଣ ବେରୋଜଗାର ହୋଇ ଘରେ ବସିଥିବା ବେଳେ
Read More...

ସମରାରେ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ : ସମରା ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସମରା ଗ୍ରାମର ସ୍ଥାନୀୟ ଖେଳ ପଡିଆଠାରେ ଆଜି ଜୟ ଦୁର୍ଗା କ୍ଳବ ପକ୍ଷରୁ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସତ୍ୟପ୍ରିୟ ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମରା
Read More...

ବିଶିଷ୍ଟ ଶିକ୍ଷକ ଚୁଡାମଣି ପାଣିଗ୍ରାହୀଙ୍କ ଅକାଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଗମ୍ଭାରୀ ଗ୍ରାମର ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ଗ୍ରାମ୍ୟ କବିରତ୍ନ, ଗ୍ରାମ୍ୟ ଶିରୋମଣୀ, କବି ସାରଥୀ ଚୂଡ଼ାମଣି ପାଣିଗ୍ରାହୀଙ୍କ ଗତକାଲି ରାତ୍ର ଘଣ୍ଟା ୧୧.୪୫ରେ ଅକାଳ ବିୟୋଗ ହୋଇ ଯାଇଛି । ମୃତ୍ୟୁ ବେଳକୁ
Read More...

ବୀମା କମ୍ପାନୀର ଟାଳଟୁଳ ନୀତି : ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍‌ଲ୍ଲା ପଦ୍ମପୁର ଉପଖଣ୍ଡରେ ଚଳିତ ବର୍ଷ ମରୁଡ଼ି ପରିସ୍ଥିତି ଉପୁଜିଛି । ମାତ୍ର ଏଭଳି ସ୍ଥିତିରେ ବୀମା କମ୍ପାନୀ ଚାଷୀଙ୍କୁ ବୀମା ସହାୟତାରୁ ବଞ୍ଚିତ କରିବା ପାଇଁ ନାନା ଆଳ ଦେଖାଇବା ଆରମ୍ଭ କରି ଦେଇଛି । ବୀମା କମ୍ପାନୀ ବେଆଇନ ଭାବେ ଚାଷୀଙ୍କ
Read More...

ଘୁନସର କମଳିନୀ ଏସ୍‌ଏଚ୍‌ଜିରେ ଧାନ କିଣାରେ ଅବ୍ୟବସ୍ଥା : ୬ କେଜି କଟନୀରେ ଉଠୁଛି ଧାନ, ମହିଳା ଗୋଷ୍ଠୀଙ୍କ ଦେଖା ନାହିଁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ଚଳିତ ବର୍ଷ କମଳିନୀ ମହିଳା ଗୋଷ୍ଠୀ ଧାନ କିଣୁଛନ୍ତି ହେଲେ ତାଙ୍କର ଦେଖା ଦର୍ଶନ ନଥିବାର କୁହାଯାଉଛି । ଅନ୍ୟପଟେ ଚାଷୀଙ୍କୁ ଶୋଷଣ କରୁଥିବା ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି । ିକ୍ୱଣ୍ଟାଲ ପିଛା ୬ କେଜି
Read More...