Daily Archives

ଏକ ବଡ଼ ରେଳ ଦୁର୍ଘଟଣା ଟଳିଲା : ଦୁଇଟି ଟ୍ରେନ ଗୋଟିଏ ଟ୍ରାକ୍‌ରେ ସାମନା ସାମନି

ବିଳାସପୁର : ବାହାନଗା ଟ୍ରେନ୍‌ ଦୁର୍ଘଟଣାର କରୁଣ ଘଟଣା ମନରୁ ମେଣ୍ଟି ନଥିବା ବେଳେ ପୁଣି ଏକ ବିପଦ ସାମନାକୁ ଆସିଥିବା ବେଳେ ଅଳ୍‌ଳ୍ପକେ ଟଳିଯାଇଛି ଅଘଟଣ । ସୂଚନା ଅନୁସାରେ ବିଳାସପୁରରେ ଗୋଟିଏ ଟ୍ରାକରେ ମାଲଗାଡ଼ି ଓ ମେମୁ ଟ୍ରେନ ସାମନା ସାମନି ଆସୁଥିଲେ । ଦୁଇଟି ଯାକ ଟ୍ରେନ ମଧ୍ୟରେ
Read More...

ଅନୁସୂଚିତ ଜାତି, ଲକ୍ଷେଘର ଗଣ୍ଡା ସମାଜର ବୈଠକ

ନିର୍ବାଚନରେ ଅସ୍ପୃଶ୍ୟଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନୁସୁଚିତ ଜାତି ଓ ଲକ୍ଷେଘର ଗଣ୍ଡା ସମାଜର ଏକ ବୈଠକ ପୁଇଁନ୍ତଲା ଢୋଲ ମୁହୁରୀ କଳା ପରିଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମନୋରଂଜନ କୁମ୍ଭାରଙ୍କ ଆବାହକତ୍ୱରେ ତଥା ଜ୍ୟୋତିଷ
Read More...

ଭାରତୀୟ ଶିକ୍ଷଣ ମଣ୍ଡଳର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳର ମାସିକ ଅଧିବେଶନ ସ୍ଥାନୀୟ ମାଲପଡା ସ୍ଥିତ କାର୍ଯ୍ୟାଳୟଠାରେ ଓଡିଶା ପଶ୍ଚିମ ପ୍ରାନ୍ତ ଉପାଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ବତନ ରାଜ୍ୟ ସଂପାଦକ ଧର୍ମବ୍ରତ ରଥ ଶିକ୍ଷଣ
Read More...

ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେଲା ଉତ୍କୃଷ୍ଟ କ୍ରୀଡ଼ାର ନୂତନ ଯୁଗ : ଲୋକାର୍ପିତ ହେଲା ବିଶ୍ୱସ୍ତରୀୟ ଇନ୍‌ଡୋର ଷ୍ଟାଡିୟମ

ପୂର୍ବୋଦୟରୁ ହେଉଛି ନୂତନ କ୍ରୀଡ଼ା ଭାରତର ନିର୍ମାଣ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡ଼ିଶାରେ କ୍ରୀଡ଼ା ଭିିତ୍ତିଭୂମିକୁ ସୁଦୃଢ କରିବା ଓ କ୍ରୀଡ଼ାବିତ୍‌ଙ୍କୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ସହାୟତାରେ ବଲାଙ୍ଗିର ପୃଥ୍ୱୀରାଜ
Read More...

ନିଷାନ୍‌ର ପଞ୍ଚମ ଅଠାରି କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ପଞ୍ଚମ ଆଭାସି ଅଠାରି କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ୧୧ ଜୁନ୍ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି
Read More...

ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତିର ବୈଠକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ ସଭାଗୃହଠାରେ ଆଜି ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତି ମ.ରାମପୁର ବ୍ଲକ ସଭାପତି ରାଧୁ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଆଜି ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ମ.ରାମପୁରର ସହଯୋଗ କ୍ରମେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା
Read More...

ଦ୍ୱିତୀୟ ଦିନରେ ୫ଟି ସଚିବଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର : ୫ଟି ସଚିବଙ୍କ କେନ୍ଦୁଝର ଗସ୍ତ ଦ୍ୱିତୀୟ ଦିନରେ ପହଞ୍ଚିଛି । ସକାଳ ୬ଟା ୪୫ରେ ସିଦ୍ଧମଠ ଯାଇ ଦର୍ଶନ କରିଛନ୍ତି ୫ଟି ସଚିବ । ଏହାପରେ ଶଙ୍କରପୁର ସ୍ପୋର୍ଟ୍ସ କଂପ୍ଲେକ୍ସ ପରିଦର୍ଶନ କରି କଂପ୍ଲେକ୍ସରେ ଥିବା ଖେଳାଳୀଙ୍କ ସହ ଆଲୋଚନା କରିଥିଲେ ।
Read More...

ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରର ଜଣାଶୁଣା ସାହିତ୍ୟ ସଂସଦ ସ୍ୱସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା ।ଏହି ଆସରରେ ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଗୁରୁକୁଳ
Read More...

ଟିଟିଲାଗଡରେ ବଲାଙ୍ଗିର ଜିଲ୍ଲା ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁସାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଟିଟିଲାଗଡ଼ ପରିସରରେ ବଲାଙ୍ଗିର ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମୂହର ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମଞ୍ଚରେ ଉପସ୍ଥିତ
Read More...