Daily Archives

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାନସ ବିହାର ରୁଗୁଡିଖାଲ ଛକଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ନେୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସଭାରେ ଲୋଇସିଂହା
Read More...

ବରଗଡ଼ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟର ଅଗ୍ରଗତି ସମୀକ୍ଷା କରିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୮ରେ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ୧୬୦୭ କୋଟି ଟଙ୍କା
Read More...

କର୍ଲାମୁଣ୍ଡା ବ୍ଲକ ପାଚିକା ସଂଘର ସମାବେଶ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକସ୍ତରୀୟ ପାଚିକା ଓ ସହାୟିକା ସଂଘର ଏକ ସମାବେଶ ରିଷିଡା କଲେଜ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଇଣ୍ଡିଆନ ଜଷ୍ଟିସ ପାଟି ପକ୍ଷରୁ ଆୟୋଜିତ ଏହି ସମାବେଶରେ ଡମ୍ବରୁଧର କୁମୁରା ସଭାପତିତ୍ୱ କରିଥିବା ବେଳେ ରଥୁ ଭୋଇ ସଭା
Read More...

ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) :ପ୍ରଚଣ୍ଡ ରୌଦ୍ର ତାପରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଆଜି ଶାନ୍ତିପଡ଼ା ପତଞ୍ଜଳି ଯୋଗ ପରିବାର ଏବଂ ଚନ୍ଦନଭାଟି ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଦହିପାଣି ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ
Read More...

ସାଇବର ଠକେଇରୁ ରକ୍ଷା ପାଇଁ ପୋଲିସ ପକ୍ଷରୁ ପରାମର୍ଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୋବାଇଲ ଫୋନ ହଜିଲେ କ’ଣ କରିବେ? କି ପଦକ୍ଷେପ ନେବେ? ସାଇବର ଅପରାଧୀଙ୍କ ହାତରେ ମୋବାଇଲ ଲାଗିଲେ ମଧ୍ୟ କେମିତି ସୁରକ୍ଷିତ ରହିପାରିବେ? ସେ ନେଇ ସାଧାରଣରେ ସଚେତନତା ଜାରି କରିଛି ଓଡିଶା ପୋଲିସ । ମୋବାଇଲ ଫୋନ୍‌ ହଜିଲେ କିମ୍ବା ଚୋରି ହୋଇଗଲେ ନିଜକୁ
Read More...

ଧାନମଣ୍ଡି ଉଦ୍‌ଘାଟିତ

ଭାଲୁମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପେକ୍ସରେ ସଂପାଦକ ଶ୍ରଦ୍ଧାକର ପୁଟେଲଙ୍କ ନେତୃତ୍ୱରେ ଶନିବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ ଅବସରରେ କଣ୍ଟାବାଞ୍ଜି ଲିଲୁରାମ ରାଇସମିଲ ଧାନ ଉଠାଇଥିଲେ ଏବଂ ଚାଷୀ ଚତୁର ପୋଢ, ହର ମାଝୀ, ପ୍ରଭୁଲାଲ୍‌ ପୋଢ,
Read More...

ନିଖୋଜ ବାଳକ ଉଦ୍ଧାର

ଡୁଡୁକା, (କେପିଏନ୍‌ଏସ୍‌) : ଡୁଡୁକା ଗାଁର ଗାନ୍ଧୀ ବଗର୍ତ୍ତିଙ୍କ ପୁଅ ନାମୁ ବଗର୍ତ୍ତି(୧୩) ଗତ କିଛିଦିନ ହେଲା ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରି ନପାଇବାରୁ ଆଗଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଶନିବାର ସାଲେଭଟା ଫାଣ୍ଡି ଇନଚାର୍ଜ
Read More...

ଶିଶୁ ଶ୍ରମିକମୁକ୍ତ ସଚେତନତା ରଥର ଶୁଭାରମ୍ଭ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡରେ ଶିଶୁ ଶ୍ରମିକମୁକ୍ତ ସଚେତନତା ରଥ ଆରମ୍ଭ ହୋଇଯାଇଛି । ଏହାକୁ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ଓ ତହସିଲଦାର ଲକ୍ଷ୍ମଣ ମାଝୀ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ରଥଟି ବ୍ଲକର ସମସ୍ତ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରାଇବ । ଏହି ସମୟରେ
Read More...

କୀଟନାଶକ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁର ବୃଦ୍ଧ ଡମ୍ବରୁଧର ଛତ୍ରିଆ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ ଶନିବାର ଦିନ ସକାଳେ କ୍ଷେତକୁ ଯାଉଛି ବୋଲି କହି ସେ ଘରୁ ବାହାରିଥିଲେ । କ୍ଷେତରେ କୀଟନାଶକ ପିଇ
Read More...

ଗଞ୍ଜାମ ଜିଲ୍ଲାରେ ଆମ୍ ଆଦମୀ ପାର୍ଟି ସଂଗଠନ ଦୃଢ଼ କରିବା ନିମନ୍ତେ ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲାରେ ସଂଗଠନ ଦୃଢ଼ କରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଛି ।ଏନେଇ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ଲିସା-ଗ୍ୟାଲେକ୍ସିଠାରେ ଶନିବାର ସନ୍ଧ୍ୟାରେ ଆୟୋଜିତ ଏକ ଭବ୍ୟ ସାମାରୋହର ଆୟୋଜନ ହୋଇଥିଲା । ଜିଲ୍ଲା ଆବାହକ
Read More...
error: Content is protected !!