Daily Archives

ବିକାଶରେ ବାଧକ ସାଜୁଛନ୍ତି ସ୍ଥାନୀୟ ବିଜେଡି ନେତା ଓ ମ୍ୟୁନିସିପାଲିଟି : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ହୋଟେଲ ସେଲିବ୍ରେସନ ଠାରେ ବିଧାୟକ ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ୨୦୧୪ ପରବର୍ତ୍ତୀ ସମୟରୁ ବଲାଙ୍ଗିରର ସମସ୍ତ ବନ୍ଧ କଣ୍ଟାର
Read More...

କେନ୍ଦ୍ରମନ୍ତ୍ରୀଙ୍କୁ ମାହେଶ୍ୱରୀ ସଂଗଠନ ପକ୍ଷରୁ ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ଇନଡୋର ଷ୍ଟାଡିୟମ ଉଦ୍‌ଘାଟନୀ ଉତ୍ସବ ଅବସରରେ ବଲାଙ୍ଗିର ଗସ୍ତରେ ଆସିଥିବା ଭାରତ ସରକାରଙ୍କ ମାନ୍ୟବର ଶିକ୍ଷା ତଥା କୌଶଳ ବିକାଶ ଓ ଉଦ୍ୟମଶିଳତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲାର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ
Read More...

ଗାନ୍ଧୀ ପାଠାଗାରରେ ଶୋକସଭା ଓ ରାଣୀବନ୍ଧର ଉନ୍ନତିକରଣ କାର୍ଯ୍ୟ ବନ୍ଦ ଯୋଗୁଁ ଉଦ୍‌ବେଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଗାନ୍ଧୀ ପାଠାଗାରର ସାଧାରଣ ପରିଷଦ ବୈଠକ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସଂପାଦକ ପ୍ରଦିପ ସାହୁ ଶୋକ ସନ୍ତପ୍ତ ପ୍ରସ୍ତାବ ଆଗତ କରିଥିଲେ ଏବଂ ମହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ
Read More...

୨୯ତମ ରାଜ୍ୟ ସ୍ତରୀୟ ଉସୁ ଚମ୍ପିଆନସିପ୍‌ ଉଦ୍‌ଯାପିତ : ବଲାଙ୍ଗିରକୁ ୪ଟି ମେଡାଲ, ପୁଣି ଚମକିଲେ ସୁହାନି ଗୁରହାଣ୍ଡି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଚାଲିଥିବା ତିନି ଦିନିଆ ୨୯ତମ ରାଜ୍ୟ ସ୍ତରୀୟ ଉସୁ ପ୍ରତିଯୋଗିତା ରବିବାରରେ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।
Read More...

ବଲାଙ୍ଗିର ଟାଉନ ପୋଲିସକୁ ମିଳିଲା ବଡ଼ ସଫଳତା : ଶାନ୍ତିପଡ଼ା ଚୋରି ଘଟଣାରେ ତିନି ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବଲାଙ୍ଗିର ସହରର ଶାନ୍ତି ପଡ଼ା ଚୋରି ଘଟଣାରେ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ପୋଲିସ ବୋଲି ଖବର ମିଳିଛି । ଶାନ୍ତିପଡ଼ାର ଡା. ଆରତୀ ପଣ୍ଡାଙ୍କ ଘରୁ ଚୋରି ହୋଇଥିବା ନେଇ ବଲାଙ୍ଗିର ଟାଉନ
Read More...

ଉଲୁଣ୍ଡା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୫୨ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ
Read More...

ବଲାଙ୍ଗିର ରାଧିକାନଗରରୁ ଚୋରି ହୋଇଥିବା ଘଟଣା : ଖର୍‌ସେଲପଡାର ଚାରି ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟାଉନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାଧିକାନଗରରୁ ଗତ କିଛି ଦିନ ତଳେ ଗୋପବନ୍ଧୁ ସାହୁଙ୍କ ଘରୁ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଟାଉନ ପୁଲିସ ଏକ ମାମଲା ରୁଜୁ କରି ସ୍ଥାନୀୟ ଖର୍‌ସେଲପଡାର ସୁଷଣ ଓରଫ ବୁଡ଼କୁ ବଢିଆ(୨୪),
Read More...

ୟୁନିକ ଏଜୁକେସନର ସଫଳତା ପାଇଁ ଛୁଟୁଛି ପ୍ରଶଂସାର ସୁଅ

ଭୋଗରାଇ, (ଶିବନାରାୟଣ ପାତ୍ର) : ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ କମର୍ଦ୍ଦା କଲେଜ ଛକ ନିକଟସ୍ଥ ଗଢ଼ି ଉଠିଥିବା ଘରୋଇ କୋଚିଂ ସେଣ୍ଟର ୟୁନିକ ଏଜୁକେସନର ଶତପ୍ରତିଶତ ସଫଳତା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । କମର୍ଦ୍ଦା ସୁରେନ୍ଦ୍ର ନାଥ ଉଚ୍ଚ ମାଧ୍ୟମିକ
Read More...

ହରିଶଙ୍କର ଠାରେ ଯୁବ କୈବର୍ତ୍ତ ସମାଜର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ ବାଗ) : ରବିବାର ହରିଶଙ୍କର ଠାରେ ଯୁବ କୈବର୍ତ୍ତ ସମାଜ ବଲାଙ୍ଗିରର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ମାଁ ଅଶ୍ୱିନୀ ବାସେଲୀ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଦେବୀ ବନ୍ଦନା ଗାନ ପରେ ଜାତି ସଂଗୀତ ଗାନ କରାଯାଇଥିଲା । ସମସ୍ତ
Read More...

କୁଲୁତା ସମାଜ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଲୁତା ସମାଜ ବଲାଙ୍ଗିର ଅଫିସରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ବଲାଙ୍ଗିର କୁଲୁତା ସମାଜ କର୍ମକର୍ତ୍ତା ତଥା ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ସଭାରେ ବଲାଙ୍ଗିର କୁଲୁତା ସମାଜର ସଭାପତ ରବିନ୍ଦ୍ରର କୁମାର ପଧାନ ସଭାପତିତ୍ୱ
Read More...