Daily Archives

ନଅଗାଁ କ୍ରିକେଟ ପ୍ରିମିୟର ଲିଗ୍‌ ଉଦଯାପିତ

ଆଗଲପୁର, (କେପିଏନ୍‌ଏସ୍‌) : ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଆଗଲପୁର ବ୍ଲକ ନଅଗାଁ (ଖ) ପ୍ରିମିୟର ଲିଗ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରିମିୟର କ୍ରିକେଟ ଲିଗ୍‌ରେ ବିଭିନ୍ନ ଗ୍ରାମଞ୍ଚଳରୁ ୫ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ଖେଳ "ମାସ ମହାରାଜା" ଓ "ଏମର୍‌ଜିନ ଷ୍ଟ୍ରାଇକର"
Read More...

ବାହାନଗା ରେଳ ଦୁର୍ଘଟଣାରେ ମୃତକମାନଙ୍କୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟି, ବଲାଙ୍ଗିର ତରଫରୁ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସଙ୍ଗେ ସେମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା ଏବଂ
Read More...

ରୁଗୁଡିପାଲି ଗାଁରେ ବାଏପାସ ରାସ୍ତାନିର୍ମାଣ ପାଇଁ ମନ୍ତ୍ରୀଙ୍କୁ ଭେଟିଲେ ମହୋତ୍ସବ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅଞ୍ଚଳର ପର୍ଯ୍ୟଟନସ୍ଥଳି ଭୀମପାହାଡ ଏବଂ ଚାନ୍ଦଲିର ବିଭିନ୍ନ ଉନ୍ନୟନକାମ ତଥା ଅନ୍ୟାନ୍ୟ ସମସ୍ୟା ବିଷୟରେ ଦେଓଗାଁ ଅଞ୍ଚଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନଙ୍କୁ ଭେଟି
Read More...

ଓଡ଼ିଆ ଭାଷା ଆନ୍ଦୋଳନ ପକ୍ଷରୁ ରେଳ ଷ୍ଟେସନ ସମ୍ମୁଖରେ ଟ୍ରେନ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଶା ଭାଷା ଆନ୍ଦୋଳନ ପକ୍ଷରୁ ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ସଂଗଠିତ ରେଳ ଦୁର୍ଘଟଣାରେ ଶତାଧିକ ମୃତକଙ୍କ ପ୍ରତି ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଏକ ଶୋକସଭା ପ୍ରତିଷ୍ଠାତା ସଭାପତି ତ୍ରିନାଥ ମହାରଣାଙ୍କ
Read More...

ସଂକଳ୍ପ ପରିବାର ତରଫରୁ ବିଚାରାଧୀନ କଏଦୀଙ୍କ ଶବ ସତ୍କାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗ୍ରାମର ଚାରି ଜଣ ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ବାଗଙ୍କ ମୃତ ଶରୀରକୁ ସଂକଳ୍ପ ପରିବାର ତରଫରୁ ବରଗଡ଼ ପିପିଲମୁଣ୍ଡା ସ୍ୱର୍ଗଦ୍ୱାରରେ ସସମ୍ମାନେ ସତ୍କାର କରାଯାଇଛି । ଶିବ ବାଗ ବିଚାରାଧୀନ କଏଦୀ ଭାବରେ ବରଗଡ଼
Read More...

କୃଷକ ତାଲିମ୍ ଶିବିର ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କପସିରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଚାଷ ବିଭିଧିକରଣ ପ୍ରକଳ୍ପ ମାଧ୍ୟମରେ ମହାଶକ୍ତି ଫାଉଣ୍ଡେସନ୍ ଓ ଜିଲ୍ଲା କୃଷି ବିଭାଗ ତରଫରୁ ଏକ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅମ୍ବାଭୋନ ବ୍ଲକର ବ୍ଲକ କୃଷି ଅଧିକାରୀ
Read More...

ଅଜଣା ବ୍ୟାଗକୁ ଖୋଲି ବିସ୍ପୋରଣରେ ଯୁବକ ଗୁରୁତର

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବିଲେଇସାଥୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ଣ ୪ଟା ବେଳେ ବିଲେଇସାଥୀ ଗ୍ରାମର ହେମସାଗର ସାହୁ (୩୫) ଶୌଚ କରିବା ପାଇଁ ବ୍ରିଜ ନିକଟରେ ଥିବା କୁକୁରଖାଇ ନାଳକୁ
Read More...

ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ପ୍ରତି ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏନେଇ ଛତ୍ରପୁର ପ୍ରେସ କ୍ଲବର ସମ୍ମିଳନୀ କକ୍ଷରେ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି
Read More...

ଅଏଁଲା ଡ଼ୁଙ୍ଗୁରୀ ଜଙ୍ଗଲରୁ ଗଳିତ ଶବ ଜବତ କଲା ପୁଲିସ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଥାନା ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଂଚାୟତର ଗୁମୁ (ଚୋଚୋବାହାଲି) ଗାଁ ନିକଟରେ ଥିବା ଅଏଁଲା ଡ଼ୁଙ୍ଗୁରୀ ଜଙ୍ଗଲରୁ ଗଳିତ ଶବ ଉଦ୍ଧାର କରାଯାଇଥିବା ଖବର ମିଳିଛି । ତେବେ ଶବଟି ପ୍ରାୟ ଦୁଇ ତିନି ଦିନ ତଳର ହୋଇଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ
Read More...

କୃଷକଙ୍କ ଅର୍ଥନୈତିକ ଅଭିବୃଦ୍ଧି କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶାଙ୍କ ସହାୟତା ତଥା ସେବାଜଗତ ଓ କାରୁଣ୍ଡ ଫାରର୍ମ୍‌ସ ଉତ୍ପାଦକ ଦଳର ମିଳିତ ସହାୟତା କ୍ରମେ ମ.ରାମପୁର ବ୍ଲକର କୃଷକମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ବିିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ବ୍ଲକର
Read More...