Daily Archives

ସ୍ମୃତିରେ ସ୍ମୃତିରେ ମନୋରଞ୍ଜନ ସାହିତ୍ୟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜିଲ୍ଲାର ଜଣେ ପ୍ରମୁଖ ଲେଖକ ପଣ୍ଡିତ କବି ମନୋରଂଜନ ନନ୍ଦଙ୍କ ପଞ୍ଚମ ମାସିକ ଶ୍ରାଦ୍ଧ ସ୍ମୃତିସଭା ବଲାଙ୍ଗିରର ତହଁକ କୁଟୁମ୍ ତରଫରୁ ଅମଲା ଭବନଠାରେ ଆୟୋଜିତ ହୋଇଯାଇଛି । ଟିକିକାଇଁଚର ସଂପାଦକ ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଛତ୍ରପୁରର ପୂର୍ବତନ ବିଧାୟକଙ୍କ ସାନଭାଇଙ୍କ ଅକାଳ ବିୟୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପୂର୍ବତନ ବିଧାୟକ ଡ଼ା. ପ୍ରିୟାଂଶୁ ପ୍ରଧାନଙ୍କ ସାନଭାଇ ଏସ୍‌.ବି.ଆଇ.ଷ୍ଟାଫ ହିମାଂଶୁ ଶେଖର ପ୍ରଧାନ (୩୯)ଙ୍କ ଅକାଳ ବିୟୋଗ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର ପ୍ରତ୍ୟୁଷରୁ ତାଙ୍କର
Read More...

ଧରମ ସିଂ ମାଝୀ ମାନ୍ଧାତାଙ୍କୁ ଜନମାନସରେ ପରିଚିତ କରିବା ପାଇଁ ଧରମ ସିଂ ମାଝୀ ମାନ୍ଧାତା ସ୍ମୃତି ସୁରକ୍ଷା କମିଟି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ବୀର ପୁତ୍ର ସହିଦ ଧରମ ସିଂ ମାଝୀ ମାନ୍ଧାତାଙ୍କ ଫଟୋଚ୍ଚିତ୍ର ଏବଂ ତାଙ୍କ ବଳିଦାନର ପରିଚୟ ଜନମାନସରେ ପରିଚିତ କରିବା ପାଇଁ ବଲାଙ୍ଗିର ଜିଲ୍ଲାର ସମସ୍ତ ସରକାରୀ ଅଫିସ୍‌ ଏବଂ ଶିକ୍ଷାନୁଷ୍ଠାନକୁ ପଥପ୍ରାନ୍ତ କାନ୍ଥ ଫଟୋଚିତ୍ରରେ ସାମିଲ କରିବା
Read More...

ବଲାଙ୍ଗିର ସହରରେ +୨ କଳା ପରୀକ୍ଷାରେ ଦୁଇ ଜଣ ଛାତ୍ରୀଙ୍କ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି +୨ କଳାର ପରୀକ୍ଷା ଫଳ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ହୋଇଥିବା ବେଳେ ବଲାଙ୍ଗିର ସହରର ୨ ଜଣ ଛାତ୍ରୀ ୫୩୩ ମାର୍କ ଆଣି ସହରର ଶ୍ରେଷ୍ଠ କୃତି ଛାତ୍ରୀ ଭାବେ କୃତିତ୍ୱ ଅର୍ଜନ କରିଛନ୍ତି । ତେବେ ଏହି ଦୁଇ ଜଣ ଛାତ୍ରୀ ବଲାଙ୍ଗିର ରାଜେନ୍ଦ୍ର
Read More...

ଓଡ଼ିଶା ମିଳିତ ଅମଲା ମଞ୍ଚ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନର ବିଶେଷ ପ୍ରଭାବ ପଡ଼ିଛି ଗଞ୍ଜାମ ଜିଲ୍ଲାରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗ୍ରେଡ-ପେ ବୃଦ୍ଧି ଦାବୀରେ ଓଡ଼ିଶା ମିଳିତ ଅମଲା ମଞ୍ଚ ପକ୍ଷରୁ କଲମ ଛାଡ ଅବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ୯ ଦିନ ବିତିଗଲା । ଓଡ଼ିଶା ମିଳିତ ଅମଲା ମଞ୍ଚ ପକ୍ଷରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଗଞ୍ଜାମ ଜିଲ୍ଲାରେ ବିଶେଷ ପ୍ରଭାବ ପଡ଼ିଥିବା ଦେଖିବାକୁ
Read More...

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାଲେର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ସରପଞ୍ଚ ପ୍ରଦୀପ କୁମାର ନନ୍ଦଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ବିଲାଶପୁର ୟୁପି ସ୍କୁଲ ପରିଚାଳନା କିମଟିର ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତ ବିଲାଶପୁର ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ବୈଠକ ଅନୁଷ୍ଠି‌ତ ହୋଇଯାଇଛି । ସଭା ଆରମ୍ଭରେ ବିଦାୟୀ ଶିକ୍ଷକ ଆର୍ତ୍ତବନ୍ଧୁ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲ
Read More...

୨ ମାସ ହେଲା ଦେଓଗାଁ ପଞ୍ଚାୟତ ଜିଆର୍‌ଏସ୍‌ ଶୂନ୍ୟ : କାମ ନ ପାଇ ହଟହଟା ଶ୍ରମିକ

ଦେଓଗାଁ, (ମନୀଷ କୁମାର ସାହୁ) : ୨ ମାସ ହେଲା ଦେଓଗାଁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ (ଜିଆରଏସ) ଶୂନ୍ୟ ହୋଇପଡ଼ିଛି । ଯାହା ଫଳରେ ପ୍ରତିଦିନ କେନ୍ଦ୍ର ସରକାରଙ୍କ ଦ୍ବାରା ଚାଲିଥିବା ମାହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାମ କରୁଥିବା ଶ୍ରମିକମାନେ କାମ ନ ପାଇ ହଟହଟା ହେଉଥିବା
Read More...

ବାହାନଗା ରେଳ ଦୁର୍ଘଟଣା ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ କଟକରେ ରକ୍ତଦାନ ଶିବିର

କଟକ ସଦର, (ଶ୍ରୀକାନ୍ତ ବେଉରା) : ରକ୍ତଦାନ ମହାସେବାର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା(ବିସିଟି) କଟକ ଶାଖା, ମାରୁତି ବାହିନୀ ସଙ୍ଗଠନ କଟକ, ବଜରଙ୍ଗ ଅର୍ଗାନାଇଜେସନ ଢେଙ୍କାନାଳ ଓ ଖୋର୍ଦ୍ଧା ସହର କିଛି ସ୍ୱୟଂ ସେବକ ମିଳିତ ଉଦ୍ୟମରେ କେନ୍ଦ୍ରୀୟ ରକ୍ତ
Read More...

କୁଡ଼ାସିଂହା ୟୁପି ସ୍କୁଲରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ବଲାଙ୍ଗିର ସଦର ବ୍ଲକ କୁଡ଼ାସିଂହା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ମଧ୍ୟ ଏହି ଜି୨୦ ଇଣ୍ଡିଆ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କୁଡ଼ାସିଂହା ସିଆର୍‌ସିସି ଡ଼ୋଲାମଣି ଭୋଇ ପରିଚାଳନା କରିଥିଲେ । ଏହି
Read More...